fbpx
Browsing Category

ଶିକ୍ଷା

ଆସନ୍ତା ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ: ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି…

ଓଜେଇଇ ରେଜଲ୍ଟ ପ୍ରକାଶିତ: ଘୋଷିତ ହେଲା ୨୩ଟି ବିଭାଗର ଟପ୍ପରଙ୍କ ନାମ, ଜୁନ ୨୬ରୁ ସ୍ପେଶଲ OJEE

ଭୁବନେଶ୍ୱର: ଚଳିତ ବର୍ଷର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଫଳ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢୀଙ୍କ ସମେତ ଓଜେଇଇର ଅଧିକାରୀମାନେ…

ଯୁକ୍ତ ୩ରେ ବଢିଲା ୧୨ ହଜାର ସିଟ୍, ଖୋଲିଲା ୧୩ଟି ନୂଆ କଲେଜ

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଯୁକ୍ତ ୩ରେ ଚଳିତ ବର୍ଷ ୧୨ ହଜାର ସିଟ୍ ବୃଦ୍ଧି କରାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ୧୦୨୩ଟି ସିଟ୍ ବୃଦ୍ଧି ପାଇ ୨ ଲକ୍ଷ ୫୫ ହଜାର ୯୧୬ଟି ସଟରେ ନାମ ଲେଖାହୋଇଥିଲା । ୨୦୨୩-୨୪…

ନିଶା ସେବନ କରି ଧରାପଡ଼ିଲେ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବ: ରାଜ୍ୟ ସରକାରଙ୍କ କଠୋର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବେଆଇନ୍ ନିଶା କାରବାର ବଢ଼ିବାରେ ଲାଗିଛି । ତେଣୁ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ।…

ଓଡ଼ିଆ IASଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ୱ: ବିଦ୍ୟୁତ ବିହାରୀ ସ୍ୱାଇଁ UPSCର ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜାତୀୟ ସ୍ତରରେ ଚମକିଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ଆଉ ଜଣେ ଓଡ଼ିଆ ଅଧିକାରୀଙ୍କୁ…

IBPS RRB Recruitment 2023: ୮,୬୦୦ ରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ, Clerk ଏବଂ PO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ୍‌(ଆଇବିପିଏସ୍‌) Clerk ଏବଂ PO ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ…

NCERT ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: ପିରିୟଡିକ ଟେବୁଲ୍ ସମେତ ବାଦ୍ ପଡ଼ିଲା ଗଣତନ୍ତ୍ର ବିଷୟ

ନୂଆଦିଲ୍ଲୀ: ଏନ୍‌ସିଇଆରଟି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ କରିଛି। ଏଣିକିି ଦଶମ ଶ୍ରେଣୀ ବହିରେ ପିରିୟଡିକ ଟେବୁଲ୍‌, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏବେ…

Education News : ଦଶମ ପରେ କ’ଣ ପଢିବେ ? ବିଜ୍ଞାନ ଓ ବାଣିଜ୍ୟ ବ୍ୟତୀତ ଆଉ କ’ଣ ପଢି ପାରିବେ

ନୂଆଦିଲ୍ଲୀ : ଦଶମ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏବେ ଛାତ୍ରଛାତ୍ରୀମାନେ ଚିନ୍ତା କରୁଥିବେ କ’ଣ ପଢିବେ ଆଉ କ’ଣ ପଢିବେ ନାହିଁ । ଏଥିପାଇଁ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ନୂଆ କୋର୍ସ ମଧ୍ୟ…

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କ୍ରୀଡ଼ା ବିଷୟ: କ୍ରୀଡ଼ା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ…

IBPS RRB Notification 2023: ବ୍ୟାଙ୍କ କ୍ଲର୍କ ଓ ପିଓ ପଦରେ ମିଳିବ ନିଯୁକ୍ତି

ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ) ପଦରେ ପ୍ରାର୍ଥୀଙ୍କୁ…