Browsing Category

ଶିକ୍ଷା

Big Breaking; ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ CCTV: ସବୁ ସେଣ୍ଟରରେ ଲାଗିବ AI ଆଧାରିତ କ୍ୟାମେରା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର…

ସର୍କୁଲାର ଜାରି ସ୍କୁଲଗୁଡ଼ିକ ନିର୍ଦ୍ଦେଶ ଦେଲା CBSE : ଏଣିକି ବୋର୍ଡ ପରୀକ୍ଷା ସମୟରେ ଦେବାକୁ ପଡ଼ିବ ଫିଡବ୍ୟାକ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଏକ ସର୍କୁଲାର ଜାରି କରି ସମସ୍ତ ବିଦ୍ୟାଳୟକୁ ବୋର୍ଡ ପରୀକ୍ଷା ସମୟରେ ଫିଡବ୍ୟାକ୍ ଦେବାକୁ ଅନୁରୋଧ କରିଛି । ବୋର୍ଡ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଛି…

ଭାରତର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀରେ ନିଯୁକ୍ତି ସୁଯୋଗ: ୧୪୨୫ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ଦେଶର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୧୪୨୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।…

OSSSC ପକ୍ଷରୁ ଆସିଲା ଅପଡେଟ୍: ପୁଣି ବଢ଼ିଲା ଅମିନ, RI, ARI ଆବେଦନ ସମୟସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର…

ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରୀ । ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି…

ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ୩୫୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି JSW Utkal…

OSSC ପକ୍ଷରୁ ସୂଚନା: ଜୁନିୟର ଟାଇପିଷ୍ଟ, ଷ୍ଟେନୋ, ଜୁନିୟର କ୍ଲର୍କ, ଡିଇଓ ପ୍ରିଲିମିନାରୀ ପରୀକ୍ଷାର ଉତ୍ତରମାଳା ଜାରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ,…

CHSE ଉପସଚିବଙ୍କ ପକ୍ଷରୁ ସୂଚନା: ଯୁକ୍ତଦୁଇ ପାଇଁ ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାରେ ଫର୍ମପୂରଣ କରିଛନ୍ତି ୭୯ ହଜାର ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨୦୨୪ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ୨୦…

DEO / ଜୁନିୟର ଟାଇପିଷ୍ଟ ପଦ ପାଇଁ ଆଡମିଟ୍ କାର୍ଡ ଜାରି କଲା ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ…

ପ୍ରକାଶ ପାଇଲା CTET ପରୀକ୍ଷା ରେଜଲ୍ଟ: ଏହି ଲିଙ୍କରେ କ୍ଲିକ କରି ଜାଣି ପାରିବେ ଫଳାଫଳ

ସିଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଜାନୁୟାରୀ ମାସରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟ ctet.nic.inକୁ ଯାଇ ଚେକ୍ କରିପାରିବେ ।…