Browsing Category

ଶିକ୍ଷା

IIT ଏବଂ NIT ରେ ନାମ ଲେଖା ପାଇଁ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକ,NTA ଜାରି କଲା ନୂଆ ମାଗଦର୍ଶିକା

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନ୍‍ଟିଏ) ଏନ୍‍ଆଇଟି, ଆଇଆଇଟି ଏବଂ ସିଏଫ୍‍ଟିଆଇ’ରେ ନାମଲେଖା ପାଇଁ ନୂଆ ମାଗଦର୍ଶିକା ଜାରି କରିଛି। ନୂଆ ନିୟମ ଅନୁସାରେ ଦ୍ୱାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଲେ…

NPCIL ପକ୍ଷରୁ ବାହାରିଲା ୨୯୫ଟି ପଦବୀ, ଆଜିଠାରୁ ଆରମ୍ଭ ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନପିସିଆଏଲ) ପକ୍ଷରୁ ୨୯୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟ୍ରେଡ…

ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଦେଇପାରିବେ OCS ପରୀକ୍ଷା: ସ୍ପଷ୍ଟ କଲା OPSC

ଭୁବନେଶ୍ୱର: ଓଡ଼ିଆରେ ଓସିଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ହେବା ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) । ଓପିଏସସିର ବିଜ୍ଞପ୍ତି ଅନୁଯାୟୀ ଆଶାୟୀମାନେ ଓଡ଼ିଆରେ ଓଡ଼ିଶା…

ଦଶମ ପାସ କରିପାରିବେ ଆବେଦନ, କନଷ୍ଟେବଳ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟ। କିନ୍ତୁ ଆପଣ ଯଦି ଏହି ସୁଯୋଗ ର ଫାଇଦା ଉଠେଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଆସାମ ରାଜ୍ୟ ସ୍ତରୀୟ ପୋଲିସ୍ ନିଯୁକ୍ତି ବୋର୍ଡ (SLPRB)…

JEE Advanced ଓ JEE Mainରେ ୭୫% ଯୋଗ୍ୟତା ମାନଦଣ୍ଡକୁ ଶିକ୍ଷା ମନ୍ତ୍ରଣାଳୟ ଦେଲା ଆରାମ: ରିପୋର୍ଟ

ନୂଆଦିଲ୍ଲୀ: ଜେଇଇ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଜେଇଇ ମେନ୍ ୨୦୨୩ ଯୋଗତ୍ୟ ମାନଦଣ୍ଡକୁ ସରକାର ଆରାମ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ(ଏମଓଇ) ଉଭୟ ଜେଇଇ ମେନ୍ ଓ ଜେଇଇ…

OCS Update: ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ ପ୍ରାର୍ଥୀ, ୨୦୨୨-୨୩ ପରୀକ୍ଷା ପାଇଁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ) ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓସିଏସ୍ ୨୦୨୨-୨୩ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିଥିବା ପ୍ରାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ…

ଭାରତରେ ବିଦେଶୀ ଟପ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ବିରୋଧ କାହିଁକି: ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର କ’ଣ ଲାଭ ହେବ ଆଉ କ’ଣ…

ନୂଆଦିଲ୍ଲୀ: ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୬୭ଟି ଦେଶର ରାଜଦୂତ ଓ ଶୀର୍ଷ…

୧.୨୫ ଲକ୍ଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବ TCS! ନୂଆବର୍ଷରେ ବଡ଼ ପ୍ଲାନ୍ କରୁଛି କମ୍ପାନୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ପ୍ରତିଷ୍ଠିତ ଆଇଟି କମ୍ପାନୀ ଟିସିଏସ୍ ପକ୍ଷରୁ ଏକ ଖୁସି ଖବର ଆସିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ କମ୍ପାନୀ ୧.୨୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ ।…

ରାଜ୍ୟ ସରକାରଙ୍କ ବଡ ଘୋଷଣା:କାଲି ଦିନ ୧ଟାରୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା । କାଲି ଦିନ ୧ଟାରୁ ବନ୍ଦ ହେବ ସ୍କୁଲ । କାଲି ଗୋଟିଏ ଦିନ ପାଇଁ ଏହି ସୂଚନା ଦିଆଯାଇଛି । ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି…

Yantra India Limited ପକ୍ଷରୁ ବାହାରିଲା ୫୪୫୦ଟି ପଦବୀ: ମାଟ୍ରିକ ପିଲାଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଯନ୍ତ୍ର ଇଣ୍ଡିଆ ଲିମିଟେଡ ପକ୍ଷରୁ ୫୪୫୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ନନ-ଆଇଟିଆଇ ଓ ଆଇଟିଆଇ ବର୍ଗରେ ଆପ୍ରେଣ୍ଟାଇସ ଟ୍ରେଡରେ…