fbpx
Browsing Category

ଶିକ୍ଷା

ଝାଡ଼ଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାଡ଼ଖଣ୍ଡ ଓ ଆନ୍ଧ୍ରରେ ଓଡ଼ିଆ ଭାଷା ଓ…

Assistant Professor ପୋଷ୍ଟ ପାଇଁ PhD ବାଧ୍ୟତାମୂଳକ ନୁହେଁ, ଶିକ୍ଷାମନ୍ତ୍ରୀ ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚଡି ବାଧ୍ୟତାମୂଳକ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରୀ କହିଛନ୍ତି…

Graduatesଙ୍କ ପାଇଁ SBIରେ ୬୦୦ ପଦ ଖାଲି, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଗ୍ରାଜୁଏଟଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ରେ ୬୦୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ୧୮ ଅକ୍ଟୋବର ପୂର୍ବରୁ…

ଘୋଷଣା ହେଲା ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ; ଓଡ଼ିଶାର ୬ଟି ସ୍ଥାନରେ ହେବ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଡମିଟ କାର୍ଡ ଶନିବାରରୁ ଅନଲାଇନରେ ଉପଲବ୍ଧ ହୋଇଛି । ଜେଇଇ ମେନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା…

ପ୍ରଫେସର ଶୂନ୍ୟ ହୋଇଯିବ ଉତ୍କଳ ବିଶ୍ୱବିଦ୍ୟାଳୟ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବପୂରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି । ଆସନ୍ତା ବର୍ଷ ଜୁନ ମଧ୍ୟରେ ୭ ଜଣ ପ୍ରଫେସର ଅବସର ଗ୍ରହଣ କରିବେ । ବିଶ୍ୱବିଦ୍ୟାଳୟର…

ଯୁକ୍ତ ୩ ଆଡମିଶନ ଅବଧି ବଢ଼ିଲା, ଜାଣନ୍ତୁ କେତେଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଡମିଶନ ଅବଧି ବୃଦ୍ଧି ହୋଇଥିବା…

ପ୍ରକାଶ ପାଇଲା UPSC ୨୦୨୦ ପରୀକ୍ଷାଫଳ; ଶୁଭମ୍ କୁମାର ଟପ୍ପର

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇଲା ୟୁପିଏସିର ୨୦୨୦ ପରୀକ୍ଷା ଫଳାଫଳ । ପୁରା ଦେଶରୁ ସିଭିଲ୍ ସର୍ଭିସରେ ନିଯୁକ୍ତି ପାଇଁ ୟୁପିଏସସି ଦ୍ୱାରା ମୋଟ ୭୬୧ ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି । ଏହି ପରିକ୍ଷାରେ ଶୁଭମ…

ଦଶମରେ ଗଣିତ ନଥିଲେ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପଢ଼ିନଥିଲେ ଯୁକ୍ତ ଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ । ବର୍ତ୍ତମାନ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଥିବା ବେଳେ…

ଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି: ଜାଣନ୍ତୁ ଏନେଇ କ’ଣ କହିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର…

ଆସନ୍ତା ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କ୍ଳାସରୁମ୍‌ରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଉଭୟ ୟୁଜି ତୃତୀୟ ବର୍ଷ ଓ ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପାଠ…