Browsing Category

ଶିକ୍ଷା

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର : କୋଭିଡ କଟକଣା । ଜୀବନ ଓ ଜୀବିକା ବଞ୍ଚାଇବା ଚିନ୍ତାରେ ଥିଲେ ଅବିଭାବକ । ଏସବୁ ଭିତରେ କିନ୍ତୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ବେଶ ଭଲ କରିଛନ୍ତି । କଟକ ଜିଲ୍ଲା…

ବିଏସସି ନର୍ସିଂ ପଢିବାକୁ ହେଲେ ଏବେ ଦେବାକୁ ପଡିବ ନିଟ୍ ୨୦୨୧, ଏନଟିଏ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ବିଏସସି ନର୍ସିଂ ପଢିବାକୁ  ହେଲେ ଏବେ ଆଶାୟୀଙ୍କୁ ନିଟ୍ ୨୦୨୧ ପାଇଁ ଆବେଦନ କରିବାକୁ ପଡିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ବିଏସସି ନର୍ସିଂ ସହିତ ମେଡିକାଲ ପାଠ୍ୟକ୍ରମରେ ସ୍ନାତକ କରିବାକୁ ଇଚ୍ଛୁକ…

ଚନ୍ଦ୍ରପୃଷ୍ଠରେ ‘ବାହୁବଳି’ ପ୍ରଥମେ ପହଞ୍ଚି ଥିଲେ; ପିଲା ଉତ୍ତର ଦେଇ ପାଇଲା ଫୁଲ୍ ମାର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ସମୟରେ ଏମିତି କିଛି ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଲୋକଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭା ଜାଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଠିକ୍ ସେହିଭଳି…

UPSC ଓ OPSC ପରୀକ୍ଷା ଗୋଟିଏ ଦିନରେ, Preliminary ପରୀକ୍ଷା ନ ଘୁଞ୍ଚିଲେ ବଳି ପଡ଼ିବେ ରାଜ୍ୟର ବହୁ ମେଧାବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ମାସରେ ଦୁଇଟି ପରୀକ୍ଷା । ଗୋଟିଏ ଦିଲ୍ଲୀରେ, ଅନ୍ୟଟି ଭୁବନେଶ୍ୱରରେ । ଆଉ ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ତେବେ ଆଶାୟୀ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା ଦେବେ, ତାହାକୁ…

ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି, ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅଗଷ୍ଟ…

ମହିଳାଙ୍କ ପାଇଁ ଚାକିରି ସୁଯୋଗ: HCL, Wipro, Infosys, TCS ଦେବେ ୬୦ ହଜାର କ୍ୟାମ୍ପସ୍ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ସମୟରେ ମହିଳାଙ୍କ ପାଇଁ ଚାକିରି କ୍ଷେତ୍ରରେ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଚଳିତ ବର୍ଷ ଏଚସିଏଲ, ୱିପ୍ରୋ, ଇନଫୋସିସ୍ ଓ ଟିସିଏସ୍ ପରି ବୃହତ୍ କମ୍ପାନୀମାନେ ୬୦ ହଜାର କ୍ୟାମ୍ପସ୍ ନିଯୁକ୍ତି…

ଆଇପିଏସଙ୍କୁ ମୋଦୀ ପଚାରିଲେ ମଜାଳିଆ ପ୍ରଶ୍ନ, ଭିଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଡେଣ୍ଟିଷ୍ଟରୁ ଆଇପିଏସ୍ ବନିଥିବା ପବଜୋତ୍ ସିମି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ସମ୍ପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି…

ଏହି ୨୪ ବିଶ୍ୱ ବିଦ୍ୟାଳୟକୁ ନକଲି ଘୋଷଣା କରିଛି ୟୁଜିସି; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶରେ ରହିଥିବା ୨୪ଟି ବିଶ୍ୱ ବିଦ୍ୟାଳୟକୁ ନକଲି ବୋଲି ଘୋଷଣା କରାଯାଇଛି । ବିଭିନ୍ନ ନିୟମର ଉଲ୍ଲଂଘନ କାରଣରୁ ୨୪ଟି ବିଶ୍ୱ ବିଦ୍ୟାଳୟକୁ ଅସିଦ୍ଧ ବୋଲି ଘୋଷଣା…

ବୟସ ୧୦, ପାସ୍ କଲେ ୧୦ମ, ପ୍ରଚଣ୍ଡ ପ୍ରତିଭାଧାରୀ ଜଣଙ୍କ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୦ ବର୍ଷ । କିନ୍ତୁ ବିଚକ୍ଷଣ ପ୍ରତିଭାଧାରୀ ଛାତ୍ର ଜଣଙ୍କ ୧୦ମ ବୋର୍ଡ ପରୀକ୍ଷା ପାସ୍ କରି ଏକ ବିରଳ ରେକର୍ଡ କରିଛନ୍ତି । ଏହି ମେଧାବୀ ଛାତ୍ରଙ୍କ ନାମ ହେଉଛି ରାଷ୍ଟ୍ରମ୍ ଆଦିତ୍ୟ…

OUAT ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୨୭ରୁ ଆରମ୍ଭ, ଜାଣନ୍ତୁ ଆବେଦନର ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରବେଶିକା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୩୧ ତାରିଖ ସୁଦ୍ଧା…