Browsing Category

ଶିକ୍ଷା

ଚାକିରି ହରାଇଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୫୦ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗର ନିୟମ ଅବମାନନା ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି ୫୦ ଜଣ ଅଧ୍ୟାପକ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏହି ଅଧ୍ୟାପକମାନେ କାର୍ଯ୍ୟ କରୁଥିଲେ । ଗତମାସ ୩୦…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହୋଇପାରିବେ ସରକାରୀ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କମର୍ସ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । କମର୍ସରେ…

ଏଣିକି ମୋବାଇଲ OTPରେ ଛାତ୍ରଛାତ୍ରୀମାନେ ପାଇପାରିବେ କଲେଜ ଲିଭିଂ ସାର୍ଟିଫିକେଟ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜ ଲିଭିଂ ସାର୍ଟିଫିକେଟ (ସିଏଲସି)କୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଆଉ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯୁକ୍ତତିନି ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ସିଏଲସିକୁ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଲେ ଗୀତାଞ୍ଜଳି ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୀତାଞ୍ଜଳୀଙ୍କୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି ।…

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ମେ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକଙ୍କ ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ମାସ ୩୧ ତାରିଖରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୋର୍ଟାଲରେ…

ଡାକ ବିଭାଗରେ ୩୮ ହଜାରରୁ ଅଧିକ ପଦ ପାଇଁ ବିନା ପରୀକ୍ଷାରେ ବାହାରିଲା ନିଯୁକ୍ତି, ୧୦ ପାସ୍ ପ୍ରାର୍ଥୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଝାଡଖଣ୍ଡ, ଛତିଶଗଡ ଏବଂ ଅନ୍ୟାନ୍ୟ ସର୍କଲରେ ଥିବା ଡାକଘରେ ଗ୍ରାମୀଣ ଡାକ ସେବକ ପାଇଁ ବାହାରିଛି ଖାଲି ପଦବୀ ।…

NBCC ରେ ବିନା ପରୀକ୍ଷାରେ ମିଳିବ ଚାକିରି, ଆବେଦନ କରିବାରେ ରହିଛି ଅଳ୍ପଦିନ, ଜଲଦୀ କରିନିଅନ୍ତୁ ଆବେଦନ

ଏନବିସିସି ରେ ଚାକିରି କରିବାକୁ ଚାହୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏନବିସିିରେ ଡେପୁଟୀ ଜେନେରାଲ ମ୍ୟାନେଜର ପଦରେ ଆବେଦନ କରିବା ପାଇଁ କେବଳ ୪ ଦିନ ବାକି ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ…

UGC NET 2022 ନୋଟିଫିକେସନ୍ ଆଉଟ୍: ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ଆପଣମାନେ…

ବିଶ୍ୱବିଦ୍ୟାଳୟର ହିସାବ ଭୁଲ୍: ଅନର୍ସ ଛାତ୍ରଙ୍କୁ ଭୁଲରେ ମିଳିଲା ଅଧିକ ମାର୍କ

ନୂଆଦିଲ୍ଲୀ: ଶିକ୍ଷାର ଏକ ନଗ୍ନରୂପ ବିହାରର ଏକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୫୫୫ ନମ୍ବର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗର ଏହି…

ବଢ଼ିଲା ଖରା, ବଦଳିଲା ସ୍କୁଲ ସମୟ: ସୋମବାରଠୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ସଂପ୍ରତି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ…