fbpx
Browsing Category

ଅପରାଧ

ମା’ ରଖୁଥିଲା ପରକୀୟା ପ୍ରୀତି: ସମ୍ପର୍କ ରଖୁଥିବା ବ୍ୟକ୍ତିକୁ ହତ୍ୟା କଲେ ନାବାଳକ ପୁଅ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରକୀୟା ପ୍ରୀତି ରଖୁଥିଲା ମା । ଆଉ ଅସଞ୍ଜତ ଅବସ୍ଥାରେ ମା କୁ ଅନ୍ୟ ଜଣକ ସହ ଦେଖି ଉତକ୍ଷିପ୍ତ ହେଲେ ଦୁଇ ନାବାଳକ ପୁଅ । ରାଗ ପଞ୍ଚମରେ ଚଢିଲା । ଯେଉଁଥିପାଇଁ ଏବେ ମା ସହ ସମ୍ପର୍କରେ…

ଜଙ୍ଗଲରୁ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ, ଛୁଟି ନମିଳିବାରୁ ନେଲେ ଚରମ ପଦକ୍ଷେପ

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ । ମୃତ କର୍ମଚାରୀଙ୍କ ପରିଚୟ ମିଳିଛି ଦୟାନିଧି ମହନ୍ତ ଏବଂ ତାଙ୍କ ଘର କେନ୍ଦୁଝର ବୋଲି ଜଣାପଡ଼ିଛି । ତେବେ ତାଙ୍କୁ କାର୍ଯ୍ୟରୁ…

ମ୍ୟାରିଟାଲ ରେପ୍ ବୈଧ କି ଅବୈଧ: ଦିଲ୍ଳୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍

ନୂଆଦିଲ୍ଳୀ: ବୈବାହିକ ଦୁଷ୍କର୍ମ ବା ମ୍ୟାରିଟାଲ୍ ରେପକୁ ନେଇ ସର୍ବଦା ଭିନ୍ନ ମତ ପୋଷଣ ହୋଇଛି । ସମାଜ ତଥା ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ମତ ପୋଷଣ କରାଯାଉଥିବା ବେଳେ ଦିଲ୍ଳୀ ହାଇକୋର୍ଟର ଖଣ୍ଡପୀଠ ମଧ୍ୟ ଏହାକୁ…

୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ: ୭୦ ବର୍ଷର ଅଭିଯୁକ୍ତ ଜେଜେଙ୍କୁ ଏପରି ଦଣ୍ଡ ଦେଲେ କୋର୍ଟ

ମୁମ୍ବାଇ: ନିଜର ୧୩ ବର୍ଷୀୟ ସାବତ ନାତୁଣୀକୁ ଯୌନ ଶୋଷଣ ଓ ମୋବାଇଲରେ ପର୍ଣ୍ଣ ଦେଖାଇବା ଅଭିଯୋଗରେ ୭୦ ବର୍ଷୀୟ ବ୍ୟକ୍ତିକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ପେଶାଲ କୋର୍ଟ । ଏହି ସମୟରେ ବ୍ୟକ୍ତିର…

ଗାଧୋଉଥିବାବେଳେ ହେଲା ଆକ୍ରମଣ: ପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି

ହରିୟାଣାର ଯମୁନାନଗରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ୫ ଜଣ ଗଭୀର ଜଳରେ ବୁଡ଼ିଯାଇଛନ୍ତି । ତେବେ ଏହା ସେମାନଙ୍କ ଭୁଲ ଯୋଗୁଁ ନୁହେଁ ବରଂ ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଏପରି ହୋଇଛି ।…

ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ କେମିଷ୍ଟ୍ରି ଶିକ୍ଷକ: ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ୍ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ-ଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ଜନୈକ ରସାୟନ ବିଜ୍ଞାନ(କେମିଷ୍ଟ୍ରି) ଶିକ୍ଷକ । ନବରଙ୍ଗପୁରର ଏହି ଶିକ୍ଷକଙ୍କ…

୧୦ ରାଜ୍ୟରୁ ୧୦୦ ମହିଳାଙ୍କୁ ଲୁଟିଥିଲା : ଦିଲ୍ଲୀରୁ ଗିରଫ ହେଲା ଆଉ ଜଣେ ରମେଶ ସ୍ୱାଇଁଁ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁ ପରେ ପୁଣି ଚର୍ଚ୍ଚାରେ ଆଉ ଜଣେ ଓଡ଼ିଆ ଯୁବକ । ରମେଶ ସ୍ୱାଇଁ ୧୭ ଜଣଙ୍କୁ ବିବାହ କରିଥିବା ବେଳେ ଏହି ଯୁବକ ଜଣଙ୍କ କିନ୍ତୁ ସେଞ୍ଚୁରୀ ମାରି ସାରିଛନ୍ତି । ଯୁବକ…

ମୋବାଇଲ ଗେମ୍ ହେଲା କାଳ, ରୁମ୍ ଭିତରୁ ଉଦ୍ଧାର ହେଲା ଯୁକ୍ତ ୩ରେ ପଢ଼ୁ୍‌ଥିବା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଜଗତସିଂହପୁର(ଭାସ୍କର ନ୍ୟୁଜ) : ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀ ରେ ଯୁକ୍ତ ତିନି ବର୍ଷର ଛାତ୍ର ର ଆତ୍ମହତ୍ୟା । ସୂଚନା ମୁତାବକ ଜୟବଡ଼ ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ…

ଫେସବୁକ୍‌ରୁ ପ୍ରେମ,ଶାରୀରିକ ସମ୍ପର୍କ ପରେ ପ୍ରତାରଣା: ଥାନାରେ ଏତଲା ଦେଲେ ପ୍ରେମିକା…

କରଞ୍ଜିଆ, (ଭାସ୍କର ନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗଇଲି ଗ୍ରାମର ପ୍ରିୟରଞ୍ଜନ ବେହେରା ଛତିଶଗଡ଼ ରାଜ୍ୟର ଭିଲାଇ ଅଞ୍ଚଳର ଯୁବତୀଙ୍କ ସହିତ ୨୦୧୮ମସିହାରେ ପ୍ରଥମେ ଫେସବୁକରୁ ସମ୍ପର୍କ ସ୍ଥାପନ…

ଆଶ୍ରମ ବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯେଗା କଲେ ଛାତ୍ରୀ, ମାମଲା ରୁଜୁ ପରେ ଅମରକୁ ଉଠାଇଆଣିଲା ପୋଲିସ

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ଏକ ଆଶ୍ରମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ରୀମାନଙ୍କୁ ଅଧ୍ୟାପକ ଆଶାଳୀନ ବ୍ୟବହାର କରିଥିବା ନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ…