
Browsing Category
ଅପରାଧ
ଖୋଲା କାର୍ ରେ ସିଂହକୁ ବୁଲାଇବା ପଡ଼ିଲା ମହଙ୍ଗା; ଗିରଫ ହେଲେ ମହିଳା
ନୂଆଦିଲ୍ଲୀ: ଥାଇଲାଣ୍ଡରେ ଏକ ପୋଷା ସିଂହକୁ କାର୍ ରେ ବୁଲାଇବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବେଣ୍ଟଲେର ଏକ ସିଂହ ବେକରେ ଏକ ପଟ୍ଟା ବାନ୍ଧି ସିଟ୍…
BREAKING…ଭୁବନେଶ୍ଵର; ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା’
ଭୁବନେଶ୍ଵର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଖା ବସ୍ତାରେ ପୁରାଇ ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା'। ଖୋଦ ରାଜଧାନୀରେ ଘଟିଛି ଏଭଳି ଘଟଣା। କିଛିଦିନ ତଳେ ଏଭଳି ଏକ ମାମଲା ସାମ୍ନାକୁ…
ମଣିପୁର: ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ସାଥୀ ଯବାନ, ୬ ଆହତ
ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲ୍ସର ଜଣେ ଯବାନ ନିଜ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମଣିପୁର ପୋଲିସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ ଏହି…
ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା!
ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ । ମୃତକଙ୍କ ଘର ଯାଜପୁର ହୋଇଥିବା ସୂଚନା । ମୃତକ ଜାନୁଆରୀ ୪ ତାରିଖରେ ନିଶାନିବାରଣ…
ଭଡ଼ା ଗାଡ଼ିରେ ଲୁଟ୍; ଓୟୋରେ ଅଏସ୍…., ପୋଲିସ କବଜାରେ ରଙ୍ଗା-ରାଓ ଗ୍ୟାଙ୍ଗ୍
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟ ରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନିବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା…
ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନ ପତାକା, ଜଣେ ଗିରଫ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେବଳ ହିନ୍ଦୁ ନୁହଁନ୍ତି ସବୁ ଧର୍ମର ଲୋକମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ରଖିଥାନ୍ତି ।…
ରାମ ମନ୍ଦିର ଅଭିମୁଖେ ଗଲାବେଳେ ସାମ୍ପ୍ରଦାୟିକ ଉତ୍ତେଜନା; ଶୋଭାଯାତ୍ରା ଉପରକୁ କଲେ ପଥର ମାଡ଼
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରବିବାର ରାମ ଯାତ୍ରା ଚାଲିଥିବା ବେଳେ ଗୁଜରାଟର ମେହସାନା ଜିଲ୍ଲାର ଖେରାଲୁ ଗାଁ ଉପରକୁ ପଥର ମାଡ଼ ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ…
ଗାଁ ମୁଣ୍ଡ ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା କୁଦପାଲିଗାଁରେ ଅଘଟଣ। ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା। ସୋମବାର ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରେ…
ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ମାମଲା; ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ ସମସ୍ତ ଦୋଷୀ
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ରବିବାର ବିଳମ୍ବିତ ରାତିରେ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଜଣ ଦୋଷୀ ଆତ୍ମସମର୍ପଣ କରିଛନ୍ତି। ସ୍ଥାନୀୟ…
କ୍ରିକେଟ ଖେଳରୁ ଯୁବକଙ୍କୁ ବ୍ୟାଟରେ ପିଟି ହତ୍ୟା: କାଳ ପାଲଟିଗଲା କ୍ରିକେଟ ଖେଳ
ସୋନପୁର: କ୍ରିକେଟ ଖେଳକୁ ନେଇ ଘଟିଯାଇଛି ଏକ ତୁମୁଳକାଣ୍ଡ । ଏହି କ୍ରିକେଟ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି । କ୍ରିକେଟ ଖେଳୁଥିବା ସମୟରେ କିଛି ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା…