fbpx
Browsing Category

ଅପରାଧ

ସାଗର ଧନକରଙ୍କୁ ହତ୍ୟା ମାମଲା: ସୁଶିଲ କୁମାରଙ୍କୁ ସସ୍‌ପେଣ୍ଡ୍‌ କରିବ ରେଲବାଇ ବୋର୍ଡ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସ୍ଥାନୀୟ ଛତ୍ରଶାଳ ଷ୍ଟାଡିୟମ ପରିସରରେ ଯୁବ ରେସଲର ସାଗର ଧନକରଙ୍କୁ ହତ୍ୟା କରାଯିବା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ କ୍ରମେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲିମ୍ପିକ୍‌ ପଦକ ବିଜେତା…

ପୁଅର ହସ ହସ ମୁହଁ ଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିଲେ: ଏକ ମାସ ପରେ ଉଲଫା ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେଲେ ଓଏନଜିସି ଇଞ୍ଜିନିୟର

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ୟୁନାଇଟେଡ୍ ଲିବରେସନ୍ ଫଣ୍ଟ ଅଫ୍ ଆସାମ (ଉଲଫା) ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ଓଏନଜିସିର ପ୍ରଡକ୍ସନ ଇଞ୍ଜିନିୟର ରିଟୁଲ ସାଇକିଆ । ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ଉଲଫା…

ଆମ୍ବୁଲାନ୍ସରୁ ଜବତ ହେଲା ମଦ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): କରୋନା କାଳ ପାଇଁ ଲାଗିଛି ସବୁ କଟକଣା । ଘରୁ ବାହାରିଲେ ସାଧାରଣ ନାଗରିକ ଭୟ କରୁଛି । ଗୋଟିଏ ପଟେ ରୋଗ ଭୟ, ଅନ୍ୟପଟେ କଟକଣାକୁ ନେଇ ପୁଲିସ୍ ପ୍ରତି ଭୟ । ତେବେ ଏହାରି ମଧ୍ୟରେ ବିଭିନ୍ନ…

ଭୁବନେଶ୍ୱରରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର: କ୍ରାଇମ ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ସହିଦ ନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଚାରିଟି ବନ୍ଧୁକ ଜବତ କରିଛି। କୁଖ୍ୟାତ ଅପରାଧୀ ସଞ୍ଜୟ କୁମାର ସାହୁ…

ବଡ଼ଯାଆ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଲା ସାନଯାଅ, ଏବେ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଛି ‘ସଙ୍ଗୀତା’

ଭଞ୍ଜନଗର(ଆପ୍ର): ଘରୋଇ କଳିକୁ କେନ୍ଦ୍ରକରି ଅଭାବନୀୟ ଘଟଣା ଘଟିଯାଇଛି ଭଞ୍ଜନଗରରେ । ପରିସ୍ଥିତି ଏମିତି ହୋଇଛି ଯେ ଗୋଟିଏ ପରିବାରରେ ରହୁଥିବା ଦୁଇ ଯାଆ ମଧ୍ୟରେ ହାତାହାତି ହେବା ସହ ଜଣେ ଆଉଜଣଙ୍କ ଉପରକୁ କିରୋସିନି…

ସୋସିଆଲ ମିଡିଆ ବନ୍ଧୁଙ୍କୁ ଗୁଳି କରି ହତ୍ୟା

ହାଥରସ: ମଥୁରାର ଜଣେ ଯୁବତୀଙ୍କୁ ଜଣେ ଯୁବକ ରହସ୍ୟମୟ ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା, ତୁରନ୍ତ ଆହତ ପ୍ରିୟଙ୍କାଙ୍କୁ ଜିଲ୍ଲା ଡାକ୍ତରଖାନାକୁ…

ଯୌତୁକ ଜୁଇରେ ଜଳିଲା ନବବଧୂ: ମାରି, ପୋଡ଼ି ଦେଇଥିଲେ.. ଜୁଇରୁ ଦରପୋଡା ମୃତଦେହ ଜବତ କଲା ପୁଲିସ, ୫ ଅଟକ, ସ୍ୱାମୀ ଫେରାର

ଭଞ୍ଜନଗର (ଆପ୍ର): ଯୌତୁକ ଜୁଇ ରେଜଳିଲା , ଆଉ ଜଣେ ନବ ବିବାହିତା । ବିବାହର ୧୦ ମାସ ପରେ ବି ଆହୁରି ଅଧିକ ଟଙ୍କା ଦାବି କରି,  ଶାଶୁଘର ଲୋକେ ଏକାଠି ହୋଇ ନବ ବିବାହିତାକୁ ଘର ଭିତରେ ମାରିଦେଲେ । ପରେ ମୃତ ଦେହକୁ ନେଇ…

ଶାଶୂଘର ନୁହେଁ ସେ ଯମପୁର… ମୁଁ ଭୁଲ୍ କରିଦେଲି ବାପା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝିଅ ଜନମ ପରଘରକୁ । ଏହି ଅବଧାରିତ ନିୟମକୁ ଝିଅଟେ ହେତୁ ପାଇବା ଦିନରୁ ଅଘୋଷିତ ଭାବେ ମାନି ନେଇଥାଏ । ଧୀରେଧୀରେ ସେ ସ୍ୱପ୍ନ ଦେଖେ ହସଖୁସିର ଆଉ ନିଜ ଜୀବନ ସାଥୀକୁ ନେଇ ସଂସାର କରିବା…

ନକ୍ସଲ୍ ଶିବିର ଥରାଇଦେଲେ ସି-୬୦ କମାଣ୍ଡୋ

ମୁମ୍ବାଇ: ମହାରାଷ୍ଟ୍ରର ଗଢ଼ଚିରୌଲିରେ ସି-୬୦ କମାଣ୍ଡୋ ମାନେ ନକ୍ସଲଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅପରେସନ୍ ଜାରି ରହିଥିବାବେଳେ ଏନକାଉଣ୍ଟର୍ କରିଥିଲେ କମାଣ୍ଡୋ ବାହିନୀ । ଫଳରେ ଅତି କମ୍ରେ ୧୩…

ଲଜ୍ଜା: ଭଉଣୀକୁ ଦୁଷ୍କର୍ମ କଲା ଭାଇ

ପାଟଣା: ବିହାରର ଦରଭଙ୍ଗାରୁ ଆସିଛି ସମ୍ପର୍କର ଏକ  ଲଜ୍ଜାଜନକ ମାମଲା । ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି । ପୀଡିତା ତାଙ୍କ ମା’ଙ୍କୁ ସମସ୍ତ ଘଟଣା କହିଥିଲେ, ପରେ ତୁରନ୍ତ…