CHARIDHAM
Browsing Category

ଅପରାଧ

Telegram Group ରେ ଦମ୍ପତ୍ତି ପଠାଇଦେଲେ ନିଜର ଅଶ୍ଳୀଳ ଭିଡିଓ: ବେଡରୁମରେ ରେକର୍ଡ କରିଥିଲେ ଏହି ମୁହୂର୍ତ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ଅନେକ କାମକୁ ଖୁବ ସହଜ ଏବଂ ସୁବିଧା କରି ଦେଉଛି । କିନ୍ତୁ ଅନେକ ସମୟରେ ଏହା କିଛି ଲୋକଙ୍କୁ ମହଙ୍ଗା ପଡିପାରେ । ଏହାର ସଠିକ ବ୍ୟବହାର ନ କରି ପାରିଲେ ଏହା ଆପଣଙ୍କୁ ବଡ ବିପଦରେ…

ତିହାଡ ଜେଲ ଗଲେ AAP ନେତା ସିସୋଦିଆ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ପୁଣିଥରେ ସଜା ଶୁଣାଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।…

ଥାନା ପାଖ ବ୍ୟାଙ୍କରେ ଲୁଟ, ୨ଟି ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଉଡାଇନେଲେ ୧୦ ଲକ୍ଷ

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲାରେ ହୋଲିପର୍ବ ଦିନ ବ୍ୟାଙ୍କ ଡକାୟତି ହୋଇଥିବା କଥା ସାମ୍ନାକୁ ଆସିଛି । ଥାନାର ୫୦୦ମିଟର ଦୂରରେ ଥିବା ଏକ ବ୍ୟାଙ୍କରୁ ଦୁଇଟି ଦୁର୍ବୁତ୍ତ ୧୦ ଲକ୍ଷଟଙ୍କା ଲୁଟ କରି ଫେରାର…

ୟୁଟ୍ୟୁବ ଭିଡିଓ ଦେଖି ଛୁଆ ଜନ୍ମ ଦେଲା ୧୫ ବର୍ଷିୟ ନାବାଳିକା, ତୁରନ୍ତ ତଣ୍ଟି ଚିପି ଛୁଆକୁ ହତ୍ୟା କଲା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନାଗପୁର : ମହାରାଷ୍ଟ୍ରର ନାଗପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ୧୫ ବର୍ଷିୟ ନାବାଳିକା ୟୁଟ୍ୟୁବ ଭିଡିଓ ଦେଖି ଛୁଆକୁ ଜନ୍ମ ଦେଇଥିଲା ଏବଂ ପରେ ସେ ନିଜ ହାତରେ ହିଁ ସେହି ଛୁଆର ହତ୍ୟା କରିଥିଲା ।…

ଉମେଶ ପାଲ ହତ୍ୟା ମାମଲା : ପ୍ରଥମ ଗୁଳି ଚଳାଇଥିବା ଅଭିଯୁକ୍ତ ପୋଲିସ ଏନକାଉଣ୍ଟର , ୫୦ ହଜାର ଥିଲା ପୁରସ୍କାର ରାଶି

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲ ମର୍ଡର ମାମଲାରେ ଏକ ବଡ଼ ଖବର ଆସିଛି। ଗୁଳି ବିନିମୟରେ ପ୍ରଥମ ଗୁଳି ଚଳାଇଥିବା ଅଭିଯୁକ୍ତ ଉସମାନ ଚୌଧୁରୀ ର ଏନକାଉଣ୍ଟର ହୋଇଛି । ଅଭିଯୁକ୍ତ ଏବଂ ପୋଲିସ ମଧ୍ୟରେ…

Toilet ରେ ଲାଗିଛି CCTV: ଲିକ ହେଲା ଏହି କମ୍ପାନୀର କର୍ମଚାରୀଙ୍କ ଫଟୋ, ଭିଡିଓ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଅନେକ ଲୋକଙ୍କ ପ୍ରାଇଭେଟ ଫଟୋ ଭାଇରାଲ ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାଶ ହୋଇପାରେ । ଠିକ ସେହିପରି ବ୍ରାଜିଲରୁ ଏବଂ ଆମେରିକାର ଏକ ସ୍କୁଲରେ ମଧ୍ୟ ସମାନ…

ଋଷ ବୈଜ୍ଞାନିକଙ୍କୁ ହତ୍ୟା କରିବାର କାରଣ କହିଲା ଅଭିଯୁକ୍ତ: ଜାଣନ୍ତୁ କେତେ ବର୍ଷ ହେବ ଜେଲ

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷରେ ବିଶ୍ୱର ପ୍ରଥମ ପଞ୍ଜୀକୃତ ଟୀକା ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କ ହତ୍ୟା ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଆନ୍ଦ୍ରେ ବୋତିକୋଭଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା…

ଚପଲରୁ ଆରମ୍ଭ ହେଲା ଲଢେଇ: ମାମୁଲି କଥାରୁ ପଡୋଶୀଙ୍କ ହତ୍ୟା କରିଦେଲେ ଦମ୍ପତ୍ତି

ମୁମ୍ବାଇ: ଠାଣେ ଜିଲ୍ଲା ନୂଆ ନଗର ଥାନା ଅଞ୍ଚଳରୁ ଏକ ଅବିଶ୍ୱସନୀୟ ଘଟଣା ଏବେ ସାମନାକୁ ଆସିଛି । ଦୁଇଟି ପରିବାର ମଧ୍ୟରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଝଗଡା । ତେବେ ଏଡି ଝଗଡାର କାରଣ ଖୁବ ଆଶ୍ଚର୍ଯ୍ୟଜନକ ରହିଛି ।…

ଏଚଆଇଭି ପଜିଟିଭ୍ ଛୁଞ୍ଚିକୁ ପୁନଃ ବ୍ୟବହାର କଲେ ଡାକ୍ତର, ପ୍ରଭାବିତ ହେଲେ ଅନେକ ଶିଶୁ ରୋଗୀ

ଉତ୍ତରପ୍ରଦେଶ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଛୋଟ ଶିଶୁ ଏଚଆଇଭି ପଜିଟିଭ୍ ପରୀକ୍ଷା କରିବା ପରେ ସେହି ଛୁଞ୍ଚିକୁ ଏକାଧୀକ ରୋଗୀଙ୍କ ଉପରେ ବ୍ୟବହାର ହୋଇଛି ବୋଲି ଶିଶୁର…

ଫ୍ଲାଇଟରେ ଆଉ ଏକ ପରିସ୍ରା ଘଟଣା! ନିଶାସକ୍ତ ବ୍ୟକ୍ତି କଲେ ଏପରି କାଣ୍ଡ, ପାଖରେ ବସିଥିବା ଯାତ୍ରୀଙ୍କ ହେଲା ପ୍ୟାଣ୍ଟ ଓଦା

ନୂଆଦିଲ୍ଲୀ: ଆଜିକାଲି ବିମାନରେ ଅଜବ ଅଜବ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଏହି ପର୍ଯ୍ୟାୟରେ, ବିମାନରେ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିବା କଥା ପୁଣି ଥରେ ସାମ୍ନାକୁ ଆସିଛି। ଯେତେବେଳେ ବିମାନଟି…