Browsing Category

ଅପରାଧ

୬ କୋଟିର ସାଇବର ଠକେଇ; ରୋଜଗାର ନାଁରେ ୬୦୦ ଲୋକଙ୍କୁ ଲୁଟିଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ମାତିଛନ୍ତି ସାଇବର ଠକ । ବ୍ରହ୍ମପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଲୋକଙ୍କୁ ରୋଜଗାର ଦେବା ନାଁରେ ଲୁଟି ନେଇଛନ୍ତି ୬ କୋଟି ଟଙ୍କା । ପ୍ରାୟ ୬୦୦ ଲୋକଙ୍କୁ ଲୁଟିବା…

ଭାରତର ଏହି ଜେଲର କଏଦୀ ମାନେ ଭିତରେ ଥାଇ ରୋଜଗାର କରନ୍ତି କୋଟି କୋଟି ଟଙ୍କା, ହୁଏ ନିଶା ପାର୍ଟି

ନୂଆଦିଲ୍ଲୀ: ଜେଲ୍ ନାମ ଶୁଣିଲେ ସାଧାରଣ ଲୋକ ମାନେ ଭାବୁଥିବେ ଯେ, କଏଦୀ ମାନେ ଅନେକ ଅସୁବିଧାରେ ରଖାଯାଉଥିବେ । ପୋଲିସ୍ ମାନେ କଏଦୀ ମାନଙ୍କ ହାତରେ ଶିକୁଳି ବାନ୍ଧି ରଖୁଥିବେ । ହେଲେ ଆପଣ ମାନେ ବୋଧହୁଏ ଜାଣିନଥିବେ…

ବୋହୂର ଭଡ଼ାଟିଆଙ୍କ ସହ ଥିଲା ପାପ ସମ୍ପର୍କ, ଶ୍ୱଶୁର ରାଗରେ ଆସି ବୋହୂ ସମେତ ୪ଜଣଙ୍କୁ କଲା ବିଭତ୍ସ ହତ୍ୟା

ନୂଆଦିଲ୍ଲୀ: କାଳ ହେଲା ପାପ ସମ୍ପର୍କ । ଭଡ଼ାଟିଆଙ୍କ ସହିତ ବୋହୂର ଅନୈତିକ ସମ୍ପର୍କ ନେଇ ଶ୍ୱଶୁର ସନ୍ଦେହ କରିଥିଲେ । ଏହାପରେ ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଶ୍ୱଶୁର । ମୃତକଙ୍କ…

ମହିଳା ୟୁଟ୍ୟୁବରଙ୍କ ସହ ଅସଦାଚରଣ ମାମଲାରେ ଏଯାବତ୍ ଗିରଫ ହେଲେଣି ୧୨୬

ନୂଆଦିଲ୍ଲୀ: ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ମୀନାର୍-ଏ-ପାକିସ୍ତାନରେ ଜଣେ ଯୁବତୀଙ୍କ ସହିତ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ଏଯାବତ୍ ୧୨୬ ଜଣ ଗିରଫ ହେଲେଣି । ତେବେ ଏହି ଘଟଣା…

ହଟ୍‌ ଆଣ୍ଡ୍‌ କୋଲ୍ଡ ହୋଟେଲରେ ଗଣ୍ଡଗୋଳ: ମାଲିକ ଓ କର୍ମଚାରୀ ମାଡ଼ ମାରିଲେ, ଫୁଲକୁଣ୍ଡ ଓ ଚେୟାରକୁ ଭାଙ୍ଗି ଚୁରମାର କରିଦେଲେ ୬ ଯୁବକ

ସାଲେପୁର (ଭାସ୍କର ନ୍ୟୁଜ୍‌): କୌଣସି କାରଣରୁ  ଏକ ହୋଟେଲ ମଧ୍ୟରେ ଗଣ୍ଡଗୋଳ ହୋଇ ହୋଟେଲ ମାଲିକ ଓ କର୍ମଚାରୀ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସାଲେପୁର ୟୁକୋ ବ୍ୟାଙ୍କ୍‌ ପାଖରେ…

D brother’s ଙ୍କ ଘନିଷ୍ଠ ସହଯୋଗୀ ଗିରଫ

କଟକ: ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଟ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ଗିରଫ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁକୁ ଆଜି ଗିରଫ କରିବା ପାଇଁ କଟକ ପୋଲିସ ସଫଳ…

୨ ହଜାର ଟଙ୍କାରେ ୧ ମାସର ଶିଶୁ ପୁତ୍ର ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୨ ହଜାର ଟଙ୍କାରେ ଏକ ମାସର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏହିଭଳି ଅଭିଯୋଗ ଆସିଛି ଝାରପୋଖରିୟା ଥାନା…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

କଟକ (ଭାସ୍କର ନ୍ୟୁଜ୍) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କ ହୋଇପାରେ ଲାଇ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି (ଭାସ୍କର ନ୍ୟୁଜ୍): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି କ୍ରମରେ ପାରଳାଖେମୁଣ୍ଡି ଡିଏଫଓ…

କୁଆଁରୀ ଝିଅଙ୍କୁ ଘର ଘର ବୁଲି ଖୋଜି ଯୌନଦାସୀ କରୁଛନ୍ତି ତାଲିବାନୀ, ଜବରଦସ୍ତ କରୁଛନ୍ତି ଏଭଳି କାଣ୍ଡ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଯେତିକି ନିଜର ସୀମା ଅକ୍ତିଆର କରୁଛି, ଏହାର ଆତଙ୍କୀ ବାହିନୀ ସେତିକି ମାନବୀୟ ସୀମା ଲଂଘିବାରେ ଲାଗିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ କ୍ଷମତା ଓ ଶାସନ ମୋହରେ…