Browsing Category
ଅପରାଧ
ଭାରତୀୟ ଟିମକୁ ଡବଲ ଝଟକା: ଟେଷ୍ଟ ହାରିବା ପରେ WTC ତାଲିକାରେ ବି କ୍ଷତି
ନୂଆଦିଲ୍ଲୀ: ଭାରତୀୟ ଟିମକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ହାରିବା ପଡିଛି ମହଙ୍ଗା । ମ୍ୟାଚ ହାରିବା ପରେ ଆଉ ଏକ ସ୍ଥାନରେ ଦଳକୁ ଜୋରଦାର ଝଟକା ସହିବାକୁ ପଡିଛି । ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୧-୨୩ ର…
ପୁଣି ସେନାକୁ ବଡ ସଫଳତା: ମୃତ୍ୟୁକୁ ଡରି ଆତ୍ମସମର୍ପଣ କଲେ ଆତଙ୍କବାଦୀ
ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାଓରେ ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଫଳରେ ୨ ଆତଙ୍କୀ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଖବର ପାଇ ଆତଙ୍କବାଦୀଙ୍କୁ ଘେରିଥିଲେ ଭାରତୀୟ ସେନା ।…
(Video) ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ନିର୍ମମ ହତ୍ୟା, ୫୦ରୁ ଅଧିକଥର ଛୁରିରେ ହୋଇଥିଲା ଆକ୍ରମଣ
ବେଙ୍ଗାଲୁରୁ: ବେଙ୍ଗାଲୁରର ପ୍ରଖ୍ୟାତ ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ସ୍ଥିତ ଏକ ହୋଟେଲରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡର…
ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏବେବି ପ୍ରଶ୍ନ ଘେରରେ ରହିଛି ।…
ଚୋରା ମଦ କାରବାର ବେଳେ ଚଢ଼ଉ କଲା ସ୍ପେସାଲ୍ ସ୍କ୍ୱାଡ୍: ୧୭ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ବାଲିପାଟଣା,(ଭାସ୍କର ନ୍ୟୁଜ): ବାଲିପାଟଣା ଥାନା ଅନ୍ତର୍ଗତ ବଦଳାର ପଶ୍ଚିମଖଣ୍ଡ ଗ୍ରାମରୁ ଚାଲିଥିଲା ଚୋରା ମଦ କାରବାର। ହଠାତ୍ ଚଢ଼ଉ କରି ଜଣେକ ବ୍ୟକ୍ତିକୁ ବାଲିପାଟଣା ଥାନା ପୋଲିସ ଗିରଫ୍ କରିଥିବା ଥାନା…
ଧରାପଡ଼ିଲେ ଠକ ପ୍ରେମୀ ଯୁଗଳ, ଚାକିରି ପ୍ରଲୋଭନ ଦେଖାଇ ଲୁଟୁଥିଲେ ଲୋକଙ୍କୁ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ସାଇବର ପୋଲିସ କବଜାରେ ବଣ୍ଟି ଔର ବବଲୀ ଗ୍ୟାଙ୍ଗ... ସରକାରୀ ଚାକିରି ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନା... ଟାର୍ଗେଟରେ ଥିଲେ କମ୍ପିଟେଟିଭ ଛାତ୍ରଛାତ୍ରୀ... ଆଉ ଠକେଇ ଟଙ୍କାରେ ବଞ୍ଚୁଥିଲେ…
ସାଇକେଲ୍ରେ ଶବ, ବସ୍ତାରେ ଭର୍ତ୍ତି ହୋଇ ରାସ୍ତା କଡ଼ରେ ପଡିଛି ମୃତଦେହ
ଧର୍ମଗଡ଼(ଓଡ଼ିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଥାନା ଗୋଇନ୍ଦିମୁଣ୍ଡା ଛକ ମୁଖ୍ୟ ରାସ୍ତାରେ ଅଭାବନୀୟ ଦୃଶ୍ୟ। ବସ୍ତା ଭିତରେ ସାଇକେଲରେ ଶବ ଥିବା ସୂଚନା। ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା…
ବାହାଘର ଭୋଜିରେ ବଚସା: ଯୁବକଙ୍କୁ ପିଟି ପିଟି ହତ୍ୟା
ଭଦ୍ରକ(ଓଡ଼ିଶା ଭାସ୍କର): ବାହାଘର ଭୋଜିରେ ବଚସା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ବାହାଘର ଭୋଜିରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା। ମୃତ ଯୁବକ ଜଣକ ହେଲେ ଭଦ୍ରକ…
ଡେନମାର୍କ ରାଜଧାନୀ କପେନେଗେନର ସପିଂ ମଲରେ ଅନ୍ଧାଧୁନ ଗୁଳିମାଡ, ୩ ମୃତ
ନୂଆଦିଲ୍ଲୀ: ଡେନମାର୍କର କପେନେଗେନ ଏକ ମଲରେ ବ୍ୟାପକ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି।…
(Video) ଧୁମ୍ ଫିଲ୍ମ ଷ୍ଟାଇଲରେ ସ୍କୁଲରୁ ଚୋରି, ଧରିବାକୁ କଲେ ଚାଲେଞ୍ଜ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ପରଦାରେ ଧୁମ୍ ଫିଲ୍ମ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଚୋର ଚରିତ୍ରରେ ଅଭିନୟ କରୁଥିବା କଳାକାର କିଭଳି ଭାବରେ ଚୋରି କରୁଛନ୍ତି, ଆଉ ପୁଣି ପୋଲିସକୁ ମଧ୍ୟ ଚାଲେଞ୍ଜ ମଧ୍ୟ କରୁଛନ୍ତି ।…