Browsing Category

ମନୋରଞ୍ଜନ

ଗୋଟିଏ କି ଦୁଇଟି ନୁହେଁ ଏହି ଅଭିନେତା ଗୋଟିଏ ଫିଲ୍ମରେ କରିଥିଲେ ୪୫ ଚରିତ୍ର, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରହିଛି ନାମ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିଭିନ୍ନ କାରନାମା ବିଷୟରେ ତ ଆପଣମାନେ ଶୁଣିଥିବେ । କେହି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ତ ଆଉ କେହି ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛି । କିନ୍ତୁ ଆପଣ ଏପରି ଜଣେ ଦକ୍ଷିଣ…

ମାଲାୟାଲମ ଫିଲ୍ମ ‘2018-Everyone is a Hero’କୁ ଓଷ୍କାରରେ ମିଳିଲା ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରୀ

ନୂଆଦିଲ୍ଲୀ: ଓଷ୍କାର ଆଓ୍ବାର୍ଡ ୨୦୨୪ରେ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରୀରେ ମାଲାୟାଲମ ଫିଲ୍ମ ବାଜି ମାରିଛି । ଓଷ୍କାର ୨୦୨୪ରେ ମାଲାୟାଲମ ଫିଲ୍ମ ୨୦୧୮ କୁ ଭାରତ ପକ୍ଷରୁ ପଠାଯିବ । ଏନେଇ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ…

କାହିଁକି ଆଗୁଆ ରିଲିଜ ହେବ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ?

ଓଡ଼ିଶା ଭାସ୍କର: ଆଗକୁ ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଫିଲ୍ମ ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଶାହାରୁଖ୍ ଖାନ୍ ଏବଂ…

BJP- AIADMK ମେଣ୍ଟ କାହିଁକି ଭାଙ୍ଗିଲା: ଏହା ପଛରେ ରହିଛି ୯ଟି ବଡ଼ କାରଣ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ଏକ ବଡ଼ ଝଟକା । ଏନଡିଏ ମେଣ୍ଟରୁ ଓହରି ଯାଇଛି ତାମିଲନାଡ଼ୁର ଅଲ୍ ଇଣ୍ଡିଆ ଆନ୍ନା…

ଅଭିନେତ୍ରୀ ବହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ବହିଦା ରୋହମାନଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ନେଇ ମନୋନୀତ…

Fansଙ୍କୁ ପ୍ରତି ରବିବାର ମିଳେ Big B ଙ୍କ ଝଲକ, ୪୧ ବର୍ଷ ହେବ ଚାଲି ଆସୁଛି ଏହି ପରମ୍ପରା

ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ସେହେନସା ଏହି ଦୁଇ ନାମରେ ପ୍ରସିଦ୍ଧି ଲାଭ କରିଥିବା ଅଭିତାଭ ବଚ୍ଚନ ନିଜ ଆକ୍ଟିଙ୍ଗ ଦ୍ୱାରା ଲୋକମାନଙ୍କ ହୃଦୟରେ ଏକ ଖାସ ସ୍ଥାନ ସୃଷ୍ଟି କରିଛନ୍ତି । ଅମିତାଭ ବଚ୍ଚନ…

ଶେଷ ନିଶ୍ୱାସ ତ୍ୟାଗ କଲେ ଦିଲିପ କୁମାରଙ୍କ ଭଉଣୀ, ବହୁ ଦିନରୁ ରୋଗରେ ଥିଲେ ପୀଡିତ

ମୁମ୍ବାଇ : ବଲିଉଡର ଟ୍ରାଜେଡି କିଙ୍ଗ ଦିଲିପ କୁମାର ୨ ବର୍ଷ ପୂର୍ବରୁ ଦୁନିଆ ଛାଡି ଯାଇଥିବା ବେଳେ ଆଜି ତାଙ୍କ ଭଉଣୀ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି । ସେ ବାନ୍ଦ୍ରାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସାଇଦା ଅନେକ…

ଓଡ଼ିଆ ଫ୍ୟାନଙ୍କ ମନର କଥା ବୁଝିଲେ ବଲିଉଡ୍ ଷ୍ଟାର: ଫୁଲବାଣୀର ରିଣ୍ଟୁନଙ୍କ ନିକଟକୁ ଜନ୍ମଦିନ ଉପହାର ପଠାଇଲେ ସୁନିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ ଷ୍ଟାର ଓ କ୍ରିକେଟରଙ୍କର ଦେଶ ଓ ବିଦେଶରେ ଅଗଣିତ ପ୍ରଶଂସକ ରହିଥାନ୍ତି । ସେଲିବ୍ରେଟିଙ୍କ ପ୍ରେମରେ ଅନେକ ଫ୍ୟାନ ଏତେ ପାଗଳ ହୋଇଥାନ୍ତି ଯେ ଅନେକ ନିଜ ପସନ୍ଦର ଷ୍ଟାରଙ୍କ ପରି କେଶ…

ସ୍ୱରା ଭାଷ୍କର ଏବଂ ଫାହାଦ୍ ଅହମ୍ମଦଙ୍କ ଘରେ ଜନ୍ମ ନେଲା କୁନି ପରୀ, ଝିଅ ସହ ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ସମାଜବାଦୀ ପାର୍ଟି ନେତା ଫାହାଦ୍ ଅହମ୍ମଦଙ୍କର ଏକ ଝିଅ ଜନ୍ମ ହୋଇଛି। ସ୍ୱରା ଭାସ୍କର ନିଜେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହାକୁ ପ୍ରଶଂସକଙ୍କ…

ଚର୍ଚ୍ଚାରେ ‘ମିଶନ ରାନୀଗଞ୍ଜ’ର ଟ୍ରେଲର, ଇନଷ୍ଟାଗ୍ରାମରେ ଭିଡିଓ ସେୟାର କଲେ ଅକ୍ଷୟ କୁମାର

ମୁମ୍ବାଇ : ଅକ୍ଷୟ ଏବଂ ପରିଣୀତି ଚୋପଡାଙ୍କ ଆଗାମୀ ଫିଲ୍ମ ହେଉଛି ‘ମିଶନ ରାନୀଗଞ୍ଜ’ । ଫିଲ୍ମକୁ ନେଇ ଏବେ ଦୁଇ କଳାକାର ଚର୍ଚ୍ଚାରେ । ଏହି ଫିଲ୍ମ ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମର ପୋଷ୍ଟର, ମୋସନ ପୋଷ୍ଟର…