
Browsing Category
ମନୋରଞ୍ଜନ
(Video) ଅକ୍ଷୟ କୁମାର ଦାନ କଲେ ୧ କୋଟି, ଜାଣନ୍ତୁ ଏହି କାମରେ ଲାଗିବ ଟଙ୍କା
ନୂଆଦିଲ୍ଲୀ: ବଲିଉଡର ଅକ୍ଷୟ କୁମାର ବର୍ତ୍ତମାନ ଅଭିନେତା ଉଦୟପୁରରେ ପହଞ୍ଚିଥିଲେ। ସେ ଫିଲ୍ମର ପ୍ରମୋସନ ପାଇଁ ନୁହେଁ ବରଂ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥିଲେ। ଅଭିନେତା 'ଖେଲ ଖେଲ ମେ'ର…
(Video) ହସ୍ପିଟାଲରେ ଗୀତିକାର ପ୍ରମୋଦ ପରିଡାଙ୍କୁ ଭେଟିଲେ ଜଟଣୀ ବିଧାୟକ ସୁର ରାଉତରାୟ; ହ୍ୟୁମାନ ସାଗରଙ୍କ ଗିରଫ ପାଇଁ କଲେ ଦାବୀ
ଭୁବନେଶ୍ୱର: ଗତ ୨୦ ତାରିଖରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଇ ଥିବା ଗୀତିକାର ପ୍ରମୋଦ ପରିଡା ଏବେ ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମରଣାନ୍ତକ…
ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲା କୋର୍ଟ
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ସ୍ୱତନ୍ତ୍ର ଅଦାଲତ ପଳାତକ ଘୋଷଣା କରିଛନ୍ତି । ୨୦୧୯ରେ ନିର୍ବାଚନ ସମୟୟରେ ଆଚରଣବିଧି ଉଲଙ୍ଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା…
ଖଣ୍ଡଗିରି ଯାତ୍ରା ମହାସମର; ପ୍ରଶଂସା ସାଉଁଟୁଛି ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ କାନ୍ଦିବୁରେ ଗୌର ଦାସ’
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଖଚାଖଚ୍ ଭିଡ଼। ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ପରେ ପରେ ଏବେ ଚର୍ଚ୍ଚାରେ ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ…
ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ଗାୟକ ପଙ୍କଜ ଉଧାସ
ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ। ପଙ୍କଜ ଉଧାସ ଆଉ ଆମ ଭିତରେ ନାହାନ୍ତି ସତ ହେଲେ ସବୁବେଳେ ସ୍ମୃତିରେ ରହିବେ । ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା ।…
ଅନନ୍ତ ଅମ୍ବାନୀଙ୍କ Pre-wedding menu: ଅତିଥିଙ୍କ ପାଇଁ ହେବ ୨୫୦୦ ପ୍ରକାରର ବ୍ୟଞ୍ଜନ
ଓଡ଼ିଶା ଭାସ୍କର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ତେଣୁ ଏହାକୁ ନେଇ ମାର୍ଚ୍ଚ ୧ ରୁ…
ନୂଆ ରୂପରେ ପରଦାକୁ ଆସିବ ‘ରାମାୟଣ’: ‘ରାମ’ଙ୍କ ସନ୍ଧାନରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର
ଓଡ଼ିଶା ଭାସ୍କର: ରାମାନନ୍ଦ ସାଗରଙ୍କ ରଚିତ 'ରାମାୟଣ' ଖୁବ ଲୋକପ୍ରିୟ ହୋଇ ପାରିଛି । ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ରାମାୟଣର ପ୍ରତିଟି ଚରିତ୍ର । ଅରୁଣ ଗୋଭିଲ(ରାମ), ଦୀପିକା…
(Video) ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଛନ୍ତି ବିରାଟ: ଖେଳିଲେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ
ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ସିରିଜ ପାଇଁ ଦଳ ଘୋଷଣା ପରେ ଅଚାନକ ପ୍ରଥମ ୨ଟି ଟେଷ୍ଟରୁ ସେ ବିରତୀ ପାଇଁ ଆବେଦନ…
ବଡ଼ ଦୁଃଖ ଖବର: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଭୋଜପୁରୀ ସିନେମାର ୪ ଜଣ ତାରକା
ନୂଆଦିଲ୍ଲୀ: ଦୁର୍ଘଟଣା କେବେ ଆସିବ ତାହା କେହି ବି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣାରେ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ବିହାରରୁ ଆସିଛି ଏକ ଦୁଃଖଦ ଖବର । ଏକ ଭୟଙ୍କର…
ପଙ୍କଜଙ୍କୁ Gun Pointରେ ରଖି ଗଜଲ ଗାଇବାକୁ କହିଥିଲେ ଫ୍ୟାନ୍ସ… ଏମିତି ଜୀବନ ବଞ୍ଚାଇଲେ କଣ୍ଠଶିଳ୍ପୀ
ଓଡ଼ିଶା ଭାସ୍କର: ଗଜଲ ସମ୍ରାଟ ପଙ୍କଜ ଉଧାସ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁମଧୁର କଣ୍ଠରେ ସାରା ଦେଶବାସୀଙ୍କ ମନ ଜିଣିଥିବା ପଙ୍କଜ ଆଜି ନୀରବ ହୋଇଯାଇଛନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ୭୨ ବର୍ଷ…