
Browsing Category
ମନୋରଞ୍ଜନ
ଓଲିଉଡକୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର: ରାଜ୍ୟ ଚଳଚ୍ଚିତ୍ର, ଟେଲି ପୁରସ୍କାର ରାଶି ଓ ପୁରସ୍କାର ସଂଖ୍ୟା ବୃଦ୍ଧି ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଲିଉଡକୁ ଏକ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ରାଜ୍ୟ ସରକାର…
(Video) ବିବାହ ପରେ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ସ୍ନାନ ପାଇଁ ପଠାଇଲେ ଇରା ଖାନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଇରା ଖାନ ଏବଂ ନୁପୁର ଶିଖରଙ୍କ ବିବାହ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଦମ୍ପତିଙ୍କ ବିବାହ ଲୁକ୍ ଏବଂ ବିବାହ ବିଷୟରେ ଆଲୋଚନା ହେଉଛି। ଆମୀର ଖାନଙ୍କ ଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟ ବିଭିନ୍ନ…
ଆମୀରଙ୍କ ଲାଡଲୀ ବିବାହରେ ‘ନୋ ଗିଫ୍ଟ ପଲିସି’, ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ
ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଆମୀର ଖାନଙ୍କ ଲାଡଲୀ ଆୟରା ଖାନ୍(Ira Khan) ବିବାହ କରିବେ । ଦୀର୍ଘ ଦିନରୁ ଡେଟିଂ କରୁଥିବା ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେ(Nupur Sikhare)ଙ୍କ ସହ ଆଜି…
(Video) ନୂଆବର୍ଷରେ ଅନୁଭବଙ୍କୁ କି ଗିଫ୍ଟ ଦେଲେ ବର୍ଷା ଯେ ସୋସିଆଲ ମିଡ଼ିଆରେ ଏମିତି ପୋଷ୍ଟ କଲେ ଅଭିନେତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନିକଟରେ ହାଇକୋର୍ଟ ଏକ ବଡ଼ ରାୟ ଦେଇଥିଲେ । ଗତ ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ…
ଦ୍ବିତୀୟ ବିବାହ ପରେ ମଲାଇକାଙ୍କୁ ଭୁଲି ଗଲେ କି ଅର୍ବାଜ୍? ଇନଷ୍ଟାଗ୍ରାମରେ କଲେ ଏମିତି…
ନୂଆଦିଲ୍ଲୀ: ନିକଟରେ ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅର୍ବାଜ୍ ଖାନ ଡିସେମ୍ବର ୨୪ ରେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ । ବର୍ତ୍ତମାନ ଏହି ଦମ୍ପତି ହନିମୁନ୍ ଏବଂ…
ଦ୍ୱିତୀୟ ଥର ପିତା ହେଲେ ଶାହିର ଶେଖ୍, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ
ମୁମ୍ବାଇ: ଟେଲି ଜଗତର ଜଣାଶୁଣା କଳାକାର ଶାହିର ଶେଖ୍ । ଅନେକ ସିରିଏଲରେ ତାଙ୍କ ଅଭିନୟର ଜାଦୁ ଦର୍ଶକଙ୍କୁ ମୁଗ୍ଧ କରିଛି । ବର୍ତ୍ତମାନ ତାଙ୍କ ଘରେ ଖୁସିର ମାହୋଲ । ଅଭିନେଜା ଜଣଙ୍କ ୨ୟ ଥର ପାଇଁ ପିତା ହୋଇଛନ୍ତି ।…
ବିମୋହିତ କରୁଛି ଶ୍ରୀମନ୍ଦିରର AI ନିର୍ମିତ ଫଟୋଚିତ୍ର, ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ
ପୁରୀ: ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ମହାପ୍ରଭୁଙ୍କୁ ନେଇ ଗଢ଼ି ଉଠିଛି। ମହାପ୍ରଭୁ ହେଉଛନ୍ତି ଚଳନ୍ତି…
ଏଥର ପାକିସ୍ତାନରେ ନିର୍ବାଚନ ଲଢ଼ିବେ ଚର୍ଚ୍ଚିତ ଅଭିନେତ୍ରୀ “ନୁର ବୁଖାରୀ”, ସବୁଦିନ ପାଇଁ ଛାଡିଦେଲେ ଫିଲ୍ମ କ୍ୟାରିୟର
ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ହେବାକୁ ଯାଉଛି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ଆପଣାଇଛନ୍ତି। ତେବେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର…
ବିଗ୍ ବସ୍ ଘରେ ବିଗ୍ ଡ୍ରାମା, ସଲମାନଙ୍କ ଗାଳିରେ ସିଧା ଯାଇ ହସ୍ପିଟାଲରେ ପହଞ୍ଚିଲେ ପ୍ରତିଯୋଗୀ
ବିଗ୍ ବସ୍ ୧୭ ଘରେ ପ୍ରତିଦିନ କିଛି ନା କିଛି ଡ୍ରାମା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ସଲମାନ୍ ଖାନ୍ ପ୍ରତିଯୋଗୀ ଆୟେଶା ଖାନଙ୍କ ଉପରେ ରାଗୁ ଥିବାର ଦେଖାଯାଉଛି । ଏବେ ଖବର ମିଳିଛି…
‘ମୁଁ ଏହି ସ୍ୱପ୍ନ ଦେଖି ବଡ଼ ହୋଇଛି .. ‘, ରଶ୍ମିକା ମନ୍ଦାନାଙ୍କର ଇଣ୍ଡଷ୍ଟ୍ରିରେ ପୂରିଲା ୭ ବର୍ଷ, ଖୁସି ବ୍ୟକ୍ତ କଲେ ଏପରି
ନୂଆଦିଲ୍ଲୀ: ରଶ୍ମିକା ମନ୍ଦନା ଜଣେ ଅଭିନେତ୍ରୀ ଯିଏ କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍ କମ୍ ସମୟରେ ରଶ୍ମିକା ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ତେବେ…