Browsing Category

ମନୋରଞ୍ଜନ

(VIDEO) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ: ସହିଦନଗର ଥାନାରେ ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀତାଙ୍କ ପାରିବାରିକ ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ତାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ତେବେ ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି।…

ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟନ! ସାମ୍ନାକୁ ଆସିଲା ପ୍ରଥମ ପ୍ରୋଜେକ୍ଟର ଝଲକ

ନୂଆଦିଲ୍ଲୀ: ବଲିଉଡର ଷ୍ଟାର କିଡସଙ୍କ ଫିଲ୍ମରେ ଏଣ୍ଟ୍ରି ମାରିବା ଏକ ନୂଆ କଥା ନୁହେଁ । ପୂର୍ବରୁ କିଛି ଷ୍ଟାର କିଡ୍ସ ବଲିଉଡରେ ପ୍ରବେଶ କରି ନିଜର କରିସ୍ମା ଦେଖାଇ ସାରିଥିବା ବେଳେ ଆଉ କିଛି ସୁପର ଫ୍ଲପ୍ ସାବ୍ୟସ୍ତ…

YouTuber ନାମ୍ରା କାଦିର ଗିରଫ: ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇଲେ, ୭୦ ଲକ୍ଷ ଲୁଟିଲେ, ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ବିଶିଷ୍ଟ ୟୁ-ଟ୍ୟୁବର ନାମ୍ରା କାଦିର ଗିରଫ ହୋଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୭୦ ଲକ୍ଷ ଲୁଟିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ…

ଦୀପିକାଙ୍କୁ ମିଳିଲା ବଡ ସମ୍ମାନ; ଫିଫା ବିଶ୍ୱକପ୍‌ରେ ଉନ୍ମୋଚନ କରିବେ ଟ୍ରଫି

ମୁମ୍ବାଇ: ବର୍ତ୍ତମାନ କତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ ଥିବା ବେଳେ ଏଥିରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ସେମାନେ ନିଜର ଦମଦାର ପଦର୍ଶନ ମଧ୍ୟ ଦେଖାଉଛନ୍ତି । ତେବେ ଏହି ଫିଫା…

ଭିଡିଓ: ବିବାହ ବନ୍ଧନରେ ବାନ୍ଧି ହେଲେ ହଂସିକା

ନୂଆଦିଲ୍ଲୀ : ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି । ଟଲିଉଡ଼ ଅଭିନେତ୍ରୀ ହଂସିକା ମୋଟୱାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିଜ ସ୍ୱପ୍ନର ରାଜକୁମାରଙ୍କ ସହ । ଗତକାଲି ଡିସେମ୍ବର ୪ ତାରିଖରେ ହଂସିକା ତାଙ୍କ…

ପୁଷ୍ପା-୨ ଅପେକ୍ଷାର ଘଟିଲା ଅନ୍ତ, ଏହି ତାରିଖରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: ପୁଷ୍ପା ଦ ରାଇଜ ଦର୍ଶକ ମାନଙ୍କ ମନକୁ ଯାଦୁ କରିଦେଇଥିଲା । ସେଥିପାଇଁ ଦର୍ଶକ ମାନେ ଏହାର ପାର୍ଟ-୨ ଫିଲ୍ମ ଦେଖିବାକୁ ଆକୁଳ ହୋଇ ରହିଛନ୍ତି । ଏହାଛଡା ଅଲ୍ଲୁ ଅର୍ଜୁନ ଏବଂ ରଶ୍ମୀକା ମଣ୍ଡାନାଙ୍କ ଯୋଡି ଖୁବ…

‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ ନାଚି, ଟ୍ରୋଲ ହେଲେ ମାଧୁରୀ

ମୁମ୍ବାଇ: ସୋସିଆଲ ମିଡିଆରେ କିଛିଦିନ ହେବ ପାକିସ୍ତାନର ଏକ ଝିଅ ଆୟେସାର ଭିଡିଓ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି । ତାଙ୍କର ପ୍ରଥମ ଭିଡିଓ ଭାଇରାଲ ହୋଇଥିଲା ‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ । ଆୟେସା ଏହି ଗୀତର…

ଟିକଟକ୍ ଷ୍ଟାର୍ ମେଘା ଠାକୁରଙ୍କ ମୃତ୍ୟୁ: ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ କହିଲେ ‘ଅଲବିଦା’

ନୂଆଦିଲ୍ଲୀ: ଭାରତୀୟ ମୂଳ କାନାଡ଼ାର ଟିକଟକ୍ ଷ୍ଟାର ମେଘା ଠାକୁରଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ହୋଇଛି ବୋଲି ତାଙ୍କ ପିତାମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ…

(Video) ରିୟାଙ୍କ ରିସେପସନ ଭୋଜିରେ ମୁହାଁ ମୁହିଁ ହେଲେ ପ୍ରକୃତି ଓ ଅପରାଜିତା…

ଭୁବନେଶ୍ୱର: ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଅନେକ କଳାକାର ବିବାହ କରୁଛନ୍ତି । ଓଡ଼ିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ନାୟିକା ରିୟା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଅଭିନେତ୍ରୀ ରିୟା ପ୍ରେମ…

୪ବର୍ଷ ହେଲାଣି ବ୍ରେକ ନେଇଥିଲେ ଶାହାରୁଖ, ସାକ୍ଷାତକାରରେ କହିଲେ କାରଣ

ମୁମ୍ବାଇ: ବଲିଉଡ଼ କିଙ୍ଗ ଖାନ ଅର୍ଥାତ ଶାହାରୁଖ ଖାନ ନିଜର ବାଦଶାହା ଦେଖାଇବା ପାଇଁ ପୁଣିଥରେ ବଡ଼ ପରଦାକୁ ଫେରିଛନ୍ତି । ତେବେ ଦୀର୍ଘ ୪ବର୍ଷ ହେବ ଶାହାରୁଖ ଖାନ ବଡ଼ ପରଦା ଠାରୁ ଦୂରରେ ଥିଲେ । ପଠାନ ଓ ଜବାନ ଭଳି ଫିଲ୍ମ…