CHARIDHAM
Browsing Category

ମନୋରଞ୍ଜନ

ଫିଲ୍ମ ବୟକଟକୁ ନେଇ ମୁହଁ ଖୋଲିଲେ କରୀନା କପୁର, କହିଲେ…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଫିଲ୍ମର ବୟକଟକୁ ନେଇ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ଏଥିରେ ଆଦୌଂ ସହମତ ନୁହେଁ । କୋଲକତାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଯଦି ଏପରି…

ରିଲିଜ ପୂର୍ବରୁ ‘ପଠାନ’ର ଗର୍ଜନ, ୨୪୦୦ ଟଙ୍କାରେ ବିକ୍ରି ହେଉଛି ଟିକେଟ

ନୂଆଦିଲ୍ଲୀ: ଶାହାରୁକ ଖାନଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ପଠାନ ରିଲିଜ ପୂର୍ବରୁ କ୍ରାନ୍ତି ଆଣିଛି । ଫିଲ୍ମର ଅଗ୍ରାଧିକ ବୁକିଂ ଜୋରସୋରରେ ଚାଲିଛି । ଏହି ଫିଲ୍ମରେ ଶାହାରୁଖ ଖାନ ୪ ବର୍ଷ ପରେ ଆସିଥିବାରୁ ତାଙ୍କ ଫ୍ୟାନ୍ସ…

‘Pathaan’ ଫିଲ୍ମ ଟିକେଟ ମାଗଣାରେ ମିଳିବ? ଶାହରୁଖଙ୍କ ଫ୍ୟାନ୍ସ କ୍ଲବ ପକ୍ଷରୁ କରାଯାଉଛି ଶହ-ଶହ, ହଜାର-ହଜାର ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ବଲିଉଡ କିଙ୍ଗ ଖାନ୍ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’କୁ ନେଇ ସୋସିଆଲ ମିଡ଼ିଆ ସରଗରମ୍ ରହିଛି । ତେବେ ଫିଲ୍ମର ଗୀତ ‘ବେଶରମ’କୁ ନେଇ ଶାହରୁଖଙ୍କୁ ଅନେକ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିଥିଲା…

(VIDEO) ଅଭିନେତ୍ରୀ ଆଥିୟା ଏବଂ କ୍ରିକେଟର କେ.ଏଲ.ରାହୁଲଙ୍କ ବିବାହରେ ଅଜବ ନିୟମ; ଅତିଥିମାନଙ୍କୁ ଫୋନ ମନା

ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଆଥିୟା ଶେଟ୍ଟୀ ତାଙ୍କର ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରୁ ସେ ଦୀର୍ଘ ସମୟ ବିରତି ନେବା ପରେ ବର୍ତ୍ତମାନ ପୁଣି ଥରେ ଲୋକ…

ଦୁର୍ଘଟଣାର ଶିକାର ହେଲେ ହଲିଉଡ୍ ଷ୍ଟାର ଜେରେମୀ ରେନର: ଭାଙ୍ଗି ଯାଇଛି ୩୦ରୁ ଅଧିକ ହାଡ଼

ନୂଆଦିଲ୍ଲୀ: ହଲିଉଡ୍ ଷ୍ଟାର ଜେରେମୀ ରେନର ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସ୍ନୋ ଫ୍ଲୋଇଂ ସମୟରେ ଜେରେମୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏ ବାବଦରେ…

ଆପଣଙ୍କ ନିକଟକୁ କେବିସିର ମେସେଜ ଆସୁଛି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ

ଦେଶର ସବୁଠୁ ବଡ ରିଅଲିଟି ଟିଭି ଗେମ୍ ସୋ କୋନ୍ ବନେଗା କରୋଡପତି(କେବିସି) ର ୧୪ ତମ ସିଜନ୍ ଚାଲିଛି । ଏହି ସମୟରେ ଏହି ସୋ କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।…

(ଭିଡ଼ିଓ )ସ୍ତ୍ରୀଙ୍କୁ ଓଲଟା ଟାଙ୍ଗି ରେସରେ ଦୌଡନ୍ତି ସ୍ୱାମୀ, ଆଉ ଜିତିଲେ ଯେଉଁ ପୁରସ୍କାର ମିଳେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆର ଅନେକ ସ୍ଥାନରେ ବିଚିତ୍ର ପରମ୍ପରା ପାଳନ କରାଯାଏ। କେତେକ ସମ୍ପ୍ରଦାୟ ଏବଂ ଧର୍ମ ସହିତ ଜଡିତ ଥିବାବେଳେ କେତେକ ଏହା ପଛରେ ବିନା କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏନଥାଇ କେବଳ ମଜା ପାଇଁ ଆରମ୍ଭ…

‘ଶାହରୁଖ ଖାଁ କିଏ ପଚାରୁଥିଲେ’, କିଛି ଘଣ୍ଟା ଭିତରେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ଫୋନ୍ କଲ୍

ଗୁଆହାଟୀ: ୨୦୨୩ ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର 'ପଠାନ' ତିନି ଦିନ ପରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ପଠାନଙ୍କ ମୁକ୍ତିଲାଭକୁ ନେଇ ଶାହାରୁଖଙ୍କ ପ୍ରଶଂସକଙ୍କ ଉତ୍ସାହ ଅଧିକ ହୋଇଥିଲେ ମଧ୍ୟ ଫିଲ୍ମକୁ ନେଇ ଏହାର…

ଡଟ୍ ଫେଷ୍ଟର ୭ମ ଦିବସ: ଅମିତ୍ ତ୍ରିବେଦୀଙ୍କ ରୋମାଣ୍ଟିକ୍ ସଂଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟକୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ…

(Video) ସଲମାନଙ୍କ ଗୀତରେ ନାଚିଲେ ମୁକେଶ ଅମ୍ବାନୀ, ଖୁସିରେ ଝୁମିଲେ ପୂରା ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଫିଲ୍ମ ଷ୍ଟାର ଓ ରାଜନେତାଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ନାଚଗୀତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏହା ମଧ୍ୟରେ ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ…