Browsing Category

Featured

BIG BREAKING…ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ

ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇଜଣ ବ୍ୟକ୍ତି ଗୁରୁତର । ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଓ ଅନ୍ୟ ଜଣଙ୍କ ଦେହରେ ବାଜିଛି ଗୁଳି । ଜଙ୍ଗଲକୁ ଯାଉଥିବା ବେଳେ ବାଜିଲା ଗୁଳି ।…

ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ :ଜାଣନ୍ତୁ କ’ଣ କ’ଣ ମିଳିବ ଫାଇଦା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍ଆର୍ଆଇଏଫ୍ପି)ରେ ୩୦୦ ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । ଏହି ଯୋଜନାରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟରେ…

ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ, ପ୍ରଚଣ୍ଡ ଖରା ପାଇଁ ଧିମେଇ ଯାଇଛି ମତଦାନ

ଭୁବନେଶ୍ୱର: ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଅନୁଗୁଳରେ…

ମନ୍ଦିରର ମହିଳା ଚେଞ୍ଜିଂ ରୁମ୍ ଉପରେ ଲାଗାଇଥିଲା ସିସିଟିଭି; ବିବାଦ ପରେ ଆତ୍ମ ଘୋଷିତ ମହନ୍ତ ଫେରାର

ଗାଜିଆବାଦ: ଉତ୍ତରପ୍ରଦେଶର ମୁରାଦନଗରସ୍ଥିତ ଏକ ମନ୍ଦିରରେ ମହିଳାଙ୍କ ଚେଞ୍ଜିଂ ରୁମ୍ ରେ ସିସିଟିଭି କ୍ୟାମେରାକୁ ନେଇ ବିବାଦ । ଆତ୍ମଘୋଷିତ ମହନ୍ତ ମୁକେଶ ଗୋସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ…

ଚାର୍ଲସ୍ ଶୋଭରାଜଙ୍କ ନା ନେଇ କେଜ୍ରିୱାଲଙ୍କ ଉପରେ ଏପରି ବର୍ଷିଲେ ମୋଦୀ, କହିଲେ ଅଭିଯୁକ୍ତଙ୍କୁ କାନ୍ଧରେ ବସାଇ ନାଚୁଛନ୍ତି

ନୂଆଦିଲ୍ଲୀ:ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁଖ୍ୟାତ ଅପରାଧୀ ଚାର୍ଲସ୍ ଶୋଭରାଜର ନାଁ ନେଇ ସମାଲୋଚନା କରିଛନ୍ତି ।…

(Video) ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ମୃତକ ଢେଙ୍କାନାଳ ହିନ୍ଦୋଳ ବିଧାନସଭା କ୍ଷେତ୍ର ନୁଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିଲେ । ସକାଳ ୯.୩୦…

ଭୋଟ୍ ଦେବା ପରେ ମା’ ସୋନିଆ ଗାନ୍ଧୀଙ୍କ ସହ ସେଲଫି ସେୟାର କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଭୋଟ୍ ଦେବା ପରେ ତାଙ୍କ ମା' ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଏକ ସେଲ୍ଫି ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୁଁ ଓ ମୋ ମା' ଭୋଟ୍…

କୋଭିଡ ପରେ ସର୍ବଭାରତୀୟ ସ୍ତରରେ ବଞ୍ଚିବାର କ୍ଷମତାରେ ଦୁଇ ବର୍ଷ ହ୍ରାସ ଘଟିଛି: WHOର ରିପୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଆସିଲା ଓ ଅନେକ ଲୋକଙ୍କ ଜୀବନ ନେଇଗଲା । କେତେ ପରିବାର ନଷ୍ଟ ହୋଇଗଲେ । କୋଭିଡର ପ୍ରଭାବ ଲୋକଙ୍କ ଜୀବନରେ ଏପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି  । ବିଶେଷ କଥା ହେଉଛି କୋଭିଡ ପରେ ଲୋକଙ୍କ…

ମତଦାନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟୟ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀର ଏକ ପୋଲିଂ…

ସକାଳୁ ସକାଳୁ ଆଇଏଏସ୍ ଅଫିସରଙ୍କ ଘରେ ଲୁଟେରାଙ୍କ ଆତଙ୍କରାଜ, ବିରୋଧ କରିବାରୁ ପତ୍ନୀଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶନିବାର ସକାଳେ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ଙ୍କ ଘରେ ଲୁଟେରାମାନେ ଲୁଟପାଟ୍ କରିବା ସହ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ…