CHARIDHAM
Browsing Category

Featured

DPS ସ୍କୁଲକୁ ମିଳିଲା ବୋମା ପକାଇବାର ଧମକ, ଘଟଣାସ୍ଥଳରେ ପୋଲିସର ତଲାସୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବୋମା ପକାଇବାର ଧମକ ମିଳିଛି । ଏବେ ଦ୍ୱାରକା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ପକାଇବାର ଧମକ ମିଳିଛି । ଏହି ଧମକ ସ୍କୁଲକୁ ଏକ ଇମେଲ ଜରିଆରେ ଦିଆଯାଇଛି । ଦିଲ୍ଲୀ ପୋଲିସ…

ଓପିଏସସି ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୁଣି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୂର୍ବରୁ ଥରେ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି କରାଯାଇଛି । ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬ ମଧ୍ୟରେ…

କଂଗ୍ରେସର ଆଉ ଏକ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ…

OSSSC ପକ୍ଷରୁ ସୂଚନା: ୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦର ଆବେଦନ ତାରିଖ ପୁଣି ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ଥରେ ତାରିଖ…

WhatsAppରେ Meta AI କୁ କିପରି ପଚାରିବେ ପ୍ରଶ୍ନ? ଜାଣନ୍ତୁ ବ୍ୟବହାର କରିବାର ପୁରା ପ୍ରୋସେସ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ଏଆଇର ଅନେକ ଅପସନ ପ୍ରସ୍ତୁତ କରିଛିି । ଏହି ଟେକ୍ନୋଲୋଜୀ ଉପଲବ୍ଧ ମଧ୍ୟ କରୁଛି । ଏହାରି ସାହାଯ୍ୟରେ ଆପଣ ଏଅଇ ବ୍ୟବହାର କରିପାରିବେ ଯେତେବେଳେ କି ହ୍ୱାଟ୍ସଆପ,…

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍: ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ତୈଳ କମ୍ପାନୀମାନେ ପୁଣି ଥରେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ସହ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯…

(Video) ଭୋକର ବିକଳ ଚିତ୍ର; ପେଟଭୋକକୁ ସହି ନପାରି ଡହ ଡହ ଖରାରେ ମିଠା ଲଡୁ ବିକୁଛନ୍ତି ଏ ମଉସା ..ଆଖିରୁ ବହିଯାଉଛି ଧାରଧାର ଲୁହ

ଓଡ଼ିଶା ଭାସ୍କର: ଡହ ଡହ ଖରାରେ ମୁଣ୍ଡରେ ମିଠା ଲଡ଼ୁ ଧରି ବିକ୍ରି କରୁଛନ୍ତି ବୃଦ୍ଧ ଜଣକ । ହେଲେ ଆଖିରେ ଆଖିଏ ଲୁହ, କୋହ ଭରା ସ୍ୱରରେ ଜଣେ ୟୁଟ୍ୟୁବରଙ୍କ ଆଗରେ କହୁଛନ୍ତି ତାଙ୍କ ଭୋକ ବିକଳର ସଙ୍ଘର୍ଷର କଥା । ସେ…

ମା’କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ; ଶେଷରେ ୨ ପିଲାଙ୍କୁ ନେଇ ହାରିଲା ଜୀବନ

ଭୋପାଳ: ମଧ୍ୟପ୍ରଦେଶର ଚିତ୍ରକୁଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମା'କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ ଦୁଇ ପିଲାଙ୍କୁ ନେଇ କୂଅକୁ ଡେଇଁ ଜୀବନ ହାରିଲା। ମାଣିକପୁର କୋତୱାଲି ଅଞ୍ଚଳର…

ବିନା ଇଣ୍ଟରନେଟରେ ବି କରିପାରିବେ UPI ପେମେଣ୍ଟ, କିପ୍ୟାଡ ଫୋନରେ ଏପରି କରନ୍ତୁ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ଦେଶରେ ୟୁପିଆଇ ପେମେଣ୍ଟର ବ୍ୟବହାର ବଢିବାରେ ଲାଗିଛି । ୟୁପିଆଇ ଆପଣଙ୍କୁ ଘରେ ବସି ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଦେଉଛି । ଅଧିକାଂଶ ଲୋକଏ ୟୁପିଆଇ ପେମେଣ୍ଟ କରିବା ଲାଗି ପେଟିଏମ, ଫୋନପେ, ଭୀମ,…

ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ନେତା; କହିଲେ- ଆମ କଥା ଶୁଣାଯାଉନାହିଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ଆତିଶୀଙ୍କ ସମେତ ଦଳର ଅନ୍ୟ ନେତାମାନେ ମଙ୍ଗଳବାର ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛନ୍ତି। ପ୍ରାୟ ମାସକ ତଳେ ଆମ୍ ଆଦମୀ ପାର୍ଟି…