fbpx
Browsing Category

Featured

ସୋସିଆଲ ମିଡିଆରୁ ହଟିବ ‘Like’ ବଟନ୍! ଆସିବ ନୂଆ ବିକଳ୍ପ, ଦର୍ଶାଇବ ପୋଷ୍ଟର ସତ୍ୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ‘ଲାଇକ’ ବଟନ୍ ବ୍ୟବହାର ତ ଆପଣମାନେ ଜାଣିଥିବେ । କୌଣସି ପୋଷ୍ଟ ପସନ୍ଦ ଆସିଲେ ପୋଷ୍ଟଟିକୁ ପ୍ରଶଂସା ରୂପକ ଏହାକୁ ଲାଇକ୍ କରାଯାଏ । କିନ୍ତୁ ଏବେ ଜାଣିବାକୁ ମିଳିଛି…

ବୋଲେରୋ ଧକ୍କାରେ ରାସ୍ତାରେ ଉଡିକି ପଡିଲେ କୋଚିଂ ସେଣ୍ଟର ଯାଉଥିବା ଛାତ୍ରୀ , କ୍ୟାମେରାରେ କଏଦ ହୋଇଛି ଛାତିଥରା ଦୁର୍ଘଟଣାର ଦୃଶ୍ୟ

ପାଟନା: ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବରେ ୭ ଜଣ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି ଗୋଟିଏ ବୋଲେରୋ । ଛାତ୍ରୀମାନେ କୋଚିଂ ସେଣ୍ଟର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଦ୍ରୁତ ଗତିରେ ଆସି ବୋଲେରୋଟି ସେମାନଙ୍କୁ…

ବାତ୍ୟା ଯୋଗୁ ମୌସୁମୀରେ ବିଳମ୍ବ : ୧୫ ପରେ ଓଡ଼ିଶା ଛୁଇଁବ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ବିଳମ୍ବରେ ଆସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଆସନ୍ତା ୧୫ ତାରିଖ…

ଫୋନ ପେ ଲଞ୍ଚ କଲା ‘ଆକାଉଣ୍ଟ ଏଗ୍ରିଗେଟର ସର୍ଭିସ’, ଜାଣନ୍ତୁ ଏହି ସେବା କ’ଣ ଏବଂ ଏହାର ଫାଇଦା

ନୂଆଦିଲ୍ଲୀ: ଫିନଟେକର ଦିଗ୍ଗଜ କମ୍ପାନୀ ଫୋନ ପେ ମଙ୍ଗଳବାର ଦିନ ନିଜ ଖାତା ଏଗ୍ରିଗ୍ରେଟର ଆରମ୍ଭ କରିଛନ୍ତି । ଫୋନ ପେ ସହ-ସମ୍ପାଦକ ଏବଂ ସୀଟୀଓ ରାହୁଲ ଚାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଏଗ୍ରୀଗେଟର ସେବା ଡିଜିଟାଲ…

ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ଏହି ପାଞ୍ଚଟି ଦେଶ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଭାବେ…

ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା: ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟା, DFO ସଂଗ୍ରାମ

କଟକ: ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ…

ରାଶିଫଳ(ବୁଧବାର,୦୭ ଜୁନ,୨୦୨୩)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ଟିମ୍ ଇଣ୍ଡିଆ ବିରୁଦ୍ଧରେ ଷଡଯନ୍ତ୍ର! WTC ଫାଇନାଲ ପାଇଁ ପ୍ରସ୍ତୁତ ହେଲା ବିପଜ୍ଜନକ ପିଚ୍; ମ୍ୟାଚ୍ ପୂର୍ବରୁ ସୂଚନା ଦେଲେ କ୍ୟୁରେଟର

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ…

ବିୟର ଗ୍ରିଲ୍ସଙ୍କ ପ୍ରସିଦ୍ଧ Man Vs Wild ସୋ’ରେ ନଜର ଆସିବେ ବିରାଟ କୋହଲି, ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ ହେବାକୁ ଥିବା ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ, ଏହି ମ୍ୟାଚ ପୂର୍ବରୁ ସେ ଏକ ଭିନ୍ନ କାରଣ ପାଇଁ…

ରାମ ମନ୍ଦିର ଉପରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା: କହିଲେ-‘ମନ୍ଦିରଗୁଡିକ ଚାକିରି ସୃଷ୍ଟି କରିବେ ନାହିଁ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ସାମ ପିଟ୍ରୋଡା ରାମ ଏବଂ ହନୁମାନଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। ଆମେରିକାରେ ଏକ ଇଭେଣ୍ଟ ସମୟରେ ପିଟ୍ରୋଡା କହିଛନ୍ତି ଯେ ରାମ ମନ୍ଦିର ଏବଂ ହନୁମାନ…