Browsing Category
Featured
ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା, ଦୁଇଗୁଣ ହେଲା ‘ମମତା’ ସହାୟତା
ଓଡ଼ିଶା ଭାସ୍କର: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଆଜି ବେଶ…
ICUରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ତେଣୁ ତାଙ୍କୁ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇଛି । ରକ୍ତହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ…
(Video) ପ୍ରେମର ସଂଜ୍ଞା ବଦଳାଇଦେଲେ ବିଦୁସ୍ମିତା; ଭୋଗର ଲାଳସା ନୁହେଁ, ବରଂ ତ୍ୟାଗ ହେଉଛି ପ୍ରକୃତ ଭଲପାଇବା
ବାଲେଶ୍ୱର: ଦୁଇ ଦିନ ଧରି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିଦୁସ୍ମିତା । ତାହା ପୁଣି ନିଜର ମହାନତା ପାଇଁ ବା ତାଙ୍କର ପ୍ରକୃତ ଭଲପାଇବା ପାଇଁ । ଯେଉଁଠି ଭୋଗର ଲାଳସା ନାହିଁ, ବରଂ ରହିଛି ଖାଲି ତ୍ୟାଗ ।…
ଇଣ୍ଡୋନେସିଆରେ ଶୋଭା ପାଇଲା ଓଡ଼ିଆ ପୁଅଙ୍କ କଳାକୃତୀ: ଜାହାଜରେ ପଠାଗଲା ୧୬ ଫୁଟର ‘ପଦ୍ମ ସମ୍ଭବ’ ମୂର୍ତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ରାଜ୍ୟରେ ପ୍ରତିଭାର ଅଭାବ ନାହିଁ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ଜଣେ…
ବଢ଼ିଲା ମାଗଣା ଆଧାର ଅପଡେଟ୍ ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ
ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ…
ଗୃହ ବିଭାଗ ବିଜ୍ଞପ୍ତି: ଅବସରପ୍ରାପ୍ତ IPS ସନ୍ତୋଷ କୁମାର ଉପାଧ୍ୟାୟ ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ଭାବେ ସନ୍ତୋଷଙ୍କୁ…
ସିଏଏକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି, ହିନ୍ଦୁ-ମୁସଲମାନ ନାଗରିକଙ୍କ ରହିଛି ସମାନ ଅଧିକାର; କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏଏକୁ ନେଇ କିଛି ଭ୍ରମ ସୃଷ୍ଟି କରାଯାଉଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ମୁସଲମାନଙ୍କ ନାଗରିକତା ସହିତ ସିଏଏର କୌଣସି ସମ୍ପର୍କ ନାହିଁ। ଭାରତର ଜଣେ ମୁସଲମାନ…
ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ” ବିମାନ ଦୁର୍ଘଟଣାଗ୍ରସ୍ତ
ଓଡ଼ିଶା ଭାସ୍କର: ୨୩ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ''ତେଜସ'' ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ…
ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ; ୨୦୧୮ ରେ ସୁନ୍ଦରଗଡ଼ ଜଙ୍ଗଲରେ ଦେଖାଦେଇଥିଲା ଏହି ବାଘ
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ପୁଣି ଦେଖାଗଲା କଳାବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ୯୦…
ଦୁଃଖ ଖବର: ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ ଘଟିଛି । ଜଣ୍ଡିସ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ…