Browsing Category
Featured
ପ୍ରଥମ ଦିନ କିଛି କହିଲେନି ହେଲେ ଦ୍ୱିତୀୟ ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ
ଓଡ଼ିଶା ଭାସ୍କର: ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାପରେ ସେ ସାଧାରଣ ସଭାରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଥିଲେ।…
ଭାରତବାସୀଙ୍କୁ କ’ଣ ଦେବ ‘ମୋଦୀ ୩.୦’? ଆଗାମୀ ୫ ବର୍ଷର ଲିଷ୍ଟ ଦେଖାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷରେ…
କେଜ୍ରିୱାଲଙ୍କୁ ବଡ ଝଟ୍କା, ଇଡି ପରେ ଏବେ କୋର୍ଟ ପଠାଇଲେ ସମନ
ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ବୁଧବାର ଇଡିଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି । ଇଡି ଦିଲ୍ଲୀ ମଦ ଦୁର୍ନିତୀ ଘୋଟାଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ କେଜରିୱାଲଙ୍କୁ…
ଓଡ଼ିଶା ବଜେଟ ଅଧିବେଶନ: ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଧାୟକ
ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ଓ ବିଜେଡି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ…
ICC Test Rankingରେ ଜଏସ୍ୱାଲ ଧମାକା: ପଛରେ ପଡ଼ିଗଲେ ରୋହିତ-ବିରାଟ
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଜାରି ରହିଛି । ଏଥରେ ୨ଟି ମ୍ୟାଚ କେଳାଯାଇଥିବା ବେଳେ ଉଭୟ ପକ୍ଷ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜ ବରାବର କରି ରଖିଛନ୍ତି । ତେବେତୃତୀୟ ଟେଷ୍ଟ ପୂର୍ବରୁ ଆଇସିସି…
Parliament Budget session: ବିକଶିତ ଭାରତ ଲାଗି ମୋଦୀ ୩.୦ର ଆବଶ୍ୟକତା ରହିଛି; ରାଜ୍ୟସଭାରେ ଏପରି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ତାଙ୍କର ଧନ୍ୟବାଦ ପ୍ରସ୍ତାବ(Motion of Thanks) ରଖିଛନ୍ତି । ଗତ ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ…
ପୁଣି ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ
ଓଡ଼ିଶା ଭାସ୍କର; ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ,କ୍ୟାମେରା ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ସେପଟେ ଶ୍ରଦ୍ଧାଳୁଙ୍କୁ ନିୟମିତ…
ପେଟିଏମ ବିବାଦ ପରେ ଏହିସବୁ ଆପ୍ ଗୁଡ଼ିକୁ ବଡ଼ ଫାଇଦା: Online Payment ପାଇଁ ବଢିଲା ଡାଉନଲୋଡ ହାର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ତରଫରୁ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫେବୃଆରୀ ୨୯ ତାରିଖରେ ଟ୍ରାଞ୍ଜାକ୍ସନ ବନ୍ଦ କରିବା ନିଷ୍ପତ୍ତି ପରେ କମ୍ପାନୀର ସମସ୍ୟା ଦିନକୁ…
ବ୍ଳୁ ଲାଇଟ୍ କବଳରୁ ରକ୍ଷା ପାଇବାକୁ କ’ଣ କରିବେ: ଚଷମା ପିନ୍ଧିଲେ ଆମର ଆଖି ସୁରକ୍ଷିତ ରହିଥାଏ କି?
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ଲୁ ବା ନୀଳ ଲାଇଟ୍ ମଣିଷର ସ୍ୱାସ୍ଥ୍ୟ ପ୍ରତି ଏକ ବିପଦ ସୃଷ୍ଟି କରିଛି । ନୀଳ ଲାଇଟ ଆମର ପରିବେଶର ଚାରିପାଖରେ ରହିଥିବା ବେଳେ ସୂର୍ଯ୍ୟକିରଣ ହେଉଛି ଏହାର ମୁଖ୍ୟ ସ୍ରୋତ । ଘର ମଧ୍ୟରେ…
ଅଯୋଧ୍ୟାରେ ଡୋମିନୋଜର ସଫଳତା ପରେ ଏବେ ଖୋଲିବ KFC, କିନ୍ତୁ ମାନିବାକୁ ପଡିବ କଡା ସର୍ତ୍ତ
ଅଯୋଧ୍ୟା: ଭଗବାନ ରାମଙ୍କ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ଆଗମନ ବହୁ ମାତ୍ରାରେ ବଢିବାରେ ଲାଗିଛି । ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଏପରି ସ୍ଥିତିରେ…