Browsing Category

Featured

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ

ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ…

ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା: ଆମ ଦେଶରେ ଯଦି କୌଣସି ବ୍ୟାଙ୍କ ବୁଡ଼ିଯିବ ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଗତ ୨୦୨୩ ମସିହାରେ ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିପି) ଦେବାଳିଆ ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ହତବାକ କରିଦେଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ସିଲିକନ ଭ୍ୟାଲି ଭଳି ଯଦି ଭାରତରେ କୌଣସି…

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ତେବେ…

“ଯେଉଁଠାରେ ଥିଲି ପୁଣି ସେଠାକୁ ଫେରି ଆସିଛି, ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁ ନାହିଁ”: ନୀତିଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ନୀତିଶ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ…

U-19 ବିଶ୍ୱକପରେ ଭାରତର କମାଲ: ଆମେରିକା ୫୦ ଓଭର ଖେଳିଲା, ମାତ୍ର ୧୨୫ ରନରେ ଅଟକିଗଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଯୁବ ବାହିନୀ କମାଲ୍ କରିଛି । ଆମେରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୧ ରନର ଏକ ବୃହତ୍ ବିଜୟ ହାସଲ କରିଛି । ଆମେରିକା ଟସ୍ ଜିତି ଭାରତକୁ…

UGC ପକ୍ଷରୁ ନୂଆ ଡ୍ରାଫ୍ଟ ଗାଇଡଲାଇନ୍: SC, ST, OBC ପ୍ରାର୍ଥୀ ନ ମିଳିଲେ ସାଧାରଣ ବର୍ଗଙ୍କ ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନର ପଦ ପୂରଣ କରାଯିବ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷିତ ବର୍ଗଙ୍କ ପାଇଁ ଖାଲି ଥିବା ପଦ ପୂରଣ ହୋଇ ପାରୁନାହିଁ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଯୋଗ୍ୟ…

ଯାନିକ ସିନ୍ନର ଜିତିଲେ ଅଷ୍ଟ୍ରେଲିଆନ ଓପନ: ୩୬ ବର୍ଷ ପରେ ନୂଆ ରେକର୍ଡ କଲେ ୨୨ ବର୍ଷୀୟ ଟେନିସ୍ ଷ୍ଟାର

ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଛନ୍ତି ଇଟାଲିର ୨୨ ବର୍ଷୀୟ ଟେନିକ ତାରକା ଯାନିକ ସିନ୍ନର । ଫାଇନାଲରେ ଯାନିକ ପ୍ରତିପକ୍ଷ ରୁଷର ଡାନିଲ ମେଦଭେଦେଭଙ୍କୁ ୩-୬, ୩-୬, ୬-୪, ୬-୪, ୬-୩ ସେଟରେ…

Breaking News: ବଢିଲା ବିଏସକେୱାଇ ନବୀନ କାର୍ଡ ଆବେଦନ ଅବଧି, ଜାଣନ୍ତୁ ଶେଷ ତାରିଖ କେବେ…

ଭୁବନେଶ୍ୱର: ପୁଣି ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି । ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି। ତେବେ ଆସନ୍ତା ଫ୍ରେବୃଆରି ୮ ତାରିଖ ଯାଏଁ ଏହି…

ICCର ବଡ଼ ନିଷ୍ପତ୍ତି: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ହଟିଲା ନିଲମ୍ବନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ନିଲମ୍ବନ ହଟାଯାଇଛି । ଆଇସିସି ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି । ଗତବର୍ଷ…

ଭଗବାନ କୌଣସି ଝିଅଙ୍କୁ ଚରିତ୍ରହୀନ ବାପା ନ ଦିଅନ୍ତୁ: ରୋହିତ ଶର୍ମାଙ୍କ ଫଟୋ ଦେଇ ଶାମୀଙ୍କୁ ଟାର୍ଗେଟ କଲେ ହସିନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ୍ ଜାହାନ ପୁଣି ଏକ ବିସ୍ପୋରକ ବୟାନ ରଖିଛନ୍ତି। ଆଉ ଏହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ତେବେ ହସିନ୍ ଭାରତୀୟ ଦଳର ଅଧିନାୟକ ରୋହିତ…