
Browsing Category
Featured
ପ୍ରଧାନମନ୍ତ୍ରୀଙ୍କ ଉପବାସକୁ ସନ୍ଦେହ କଲେ କଂଗ୍ରେସ ନେତା, କହିଲେ ୧୧ ଦିନ ପର୍ଯ୍ୟନ୍ତ ବ୍ରତ କଲେ ବଞ୍ଚିବନି ମଣିଷ
ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କିଛି ଏପରି କହିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ମୋଇଲି ରାମ…
କଙ୍ଗନାଙ୍କ ଉପରେ ବର୍ଷିଲା ରାମଲଲାଙ୍କ କୃପା, ୩୬ ବର୍ଷରେ ମିଳିଗଲେ ଜୀବନସାଥି
ମୁମ୍ବାଇ: କଙ୍ଗନା ରାନାୱତ ସର୍ବଦା କିଛି ନା କିଛି କାରଣ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ତ ସେ ଯେପରି ରାମଭକ୍ତିରେ ଜୁଡୁବୁଡୁ ହୋଇପଡିଥିବାର ନଜର ଆସୁଛନ୍ତି । ପ୍ରାଣ ପ୍ରତିଷ୍ଠା ଦିନ ତାଙ୍କର ଏକ ଭିଡିଓ…
ଅଯୋଧ୍ୟାରେ ରାମଭକ୍ତଙ୍କ ଲାଗି ଆଉ ଏକ ଖୁସି ଖବର, ମନ୍ଦିର ପ୍ରଶାସନ ନେଲା ଏହି ବଡ ନିଷ୍ପତ୍ତି
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ଲାଗି ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନଜରରେ ରଖି ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢାଇବାକୁ ନିଷ୍ପତ୍ତି ନେଇଛି । ଏବେ ଶ୍ରଦ୍ଧାଳୁ ରାତି ୧୦ଟା ପର୍ଯ୍ୟନ୍ତ…
ଓସ୍କାର: କ୍ରିଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ
ନୂଆଦିଲ୍ଲୀ: ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ…
ସାବଧାନ! ଡାଇବେଟିସ୍, ଗ୍ୟାଷ୍ଟ୍ରିକ, ଜ୍ୱର ସହିତ ୭୦ ମେଡିସିନ ସାମ୍ପଲ ଯାଞ୍ଚରେ ହେଲା ଫେଲ୍, ଆଉ କ’ଣ କ’ଣ ମେଡିସିନ୍ ରହିଛି ଜାଣିନିଅନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍ସିଓ)ର ଯାଞ୍ଚରେ ହିମାଚଳ ପ୍ରଦେଶରେ ପ୍ରାୟ ୨୫ ମେଡିସିନ୍ ଉଦ୍ୟୋଗରେ ନିର୍ମିତ ୪୦ ମେଡିସିନ୍ ଓ ଇଂଜେକସନର ଗୁଣବତ୍ତା ଠିକ୍ ନ ଥିବା ଜଣାଯାଇଛି ।…
ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା!
ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ । ମୃତକଙ୍କ ଘର ଯାଜପୁର ହୋଇଥିବା ସୂଚନା । ମୃତକ ଜାନୁଆରୀ ୪ ତାରିଖରେ ନିଶାନିବାରଣ…
ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ୨୦୨୪: ପୋର୍ଟ ବ୍ଲେୟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସତ୍ୟ ସୂତାର
ପୋର୍ଟ ବ୍ଲେୟର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶ ବିଦେଶରେ ଆଜି ପାଳିତ ହୋଇଛି। ସେହି ମହାନ ଜନନାୟକଙ୍କୁ ଓଡ଼ିଶା ମାଟିର ପୁଅ…
ପ୍ରଥମ ଦିନରେ ପ୍ରବଳ ଜନସମାଗମ ପରେ ଆଜି ଅଯୋଧ୍ୟାରେ ପହଞ୍ଚିଲେ ଡିଜି ଓ ମୁଖ୍ୟ ଶାସନ ସଚିବ
ନୂଆଦିଲ୍ଲୀ: ସୋମବାର ରାମ ଅଯୋଧ୍ୟା ରାମ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା । ହେଲେ ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଂଚିଥିଲେ । ଭିଡ଼ ଏତେ ଥିଲା ଯେ ମନ୍ଦିରରେ ମୁତୟନ…
(Video)‘ସେଠାରେ ରାମ ଲହର ଅଛି କି’, ଜାଣନ୍ତୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ କ’ଣ କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦେଶରେ ରାମ ମନ୍ଦିର ଏବଂ ରାମ ଲହରର ପ୍ରାଣପ୍ରତିଷ୍ଠା ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, କୌଣସି ଲହରୀ ନାହିଁ। ମୁଁ ଏହା ପୂର୍ବରୁ କହିଛି ଯେ, ଏହା ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ। ଆମେ ଆମର…
ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱର ୧ନମ୍ବର ଖେଳାଳି ହେଲେ ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ବିଶ୍ୱର ଏକ ନମ୍ବର ମାନ୍ୟତା ହାସଲ…