CHARIDHAM
Browsing Category

Featured

ବଦଳିଲା NEET MDS 2024 ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଟେଷ୍ଟ

ନୂଆଦିଲ୍ଲୀ: ନିଟ୍ ଏମଡିଏସ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ନ୍ୟାସନାଲ ପରୀକ୍ଷା ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (ଏମବିଇଏମଏସ) ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ନିଟ୍ ଏମଡିଏସ ୨୦୨୪) ପାଇଁ ଜାତୀୟ…

ମହିଳାଙ୍କର ୨ ନୁହେଁ ରହିଛି ୩ କିଡନୀ, ରିପୋର୍ଟ ଦେଖି ଚମକି ପଡିଲେ ଡାକ୍ତର

ନୂଆଦିଲ୍ଲୀ:ସାଧାରଣତଃ ସବୁ ମଣିଷଙ୍କର ୨ଟି କିଡନୀ ରହିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ମହିଳାଙ୍କର ୨ ନୁହେଁ ୩ଟି କିଡନୀ ରହିଛି ।ବିହାର ସୁପୋଲ ଜିଲ୍ଲାର କିଶନପୁର ପ୍ରଖଣ୍ଡ ଅନ୍ତର୍ଗତ ଶ୍ରୀପୁର…

ତାମିଲନାଡୁ ସରକାରଙ୍କ ହୃଦୟରେ ରାମଙ୍କ ପ୍ରତି ଏତେ ଘୃଣା କାହିଁକି? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଖୁଲାସା କଲେ ଏହାର କାରଣ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ହେବ। ଅଯୋଧ୍ୟା ସମେତ ସମଗ୍ର ଦେଶରେ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ଦେଶର କୋଣ ଅନୁକୋଣରୁ ସୋସିଆଲ ମିଡିଆରେ ରାମ ଭକ୍ତଙ୍କ ଫଟୋ ଏବଂ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ଘୋଷଣା କଲେ ହିମାଚଳ ପ୍ରଦେଶ ସରକାର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ରାମ ମନ୍ଦିର ପୂଜନ ଉତ୍ସବ ପାଳନ ପାଇଁ ସୋମବାର ସମଗ୍ର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାର ରବିବାର ଏକ ବିବୃତିରେ କହିଛନ୍ତି ଯେ ଅଯୋଧ୍ୟାରେ ରାମଲଲାଙ୍କ…

(Video)ଆଲିଆ ଭଟ୍ଟଙ୍କୁ ସାଉଦି ଆରବରେ ମିଳିଲା ବଡ ଆୱାର୍ଡ, ପାରମ୍ପାରିକ ବେଶରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । ଗତବର୍ଷ ଆଲିଆଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ଲାଗି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ଓ ଏବେ ପୁଣି ତାଙ୍କୁ ସାଉଦି…

ରାମ ମନ୍ଦିର ପାଇଁ ବିଜନେସ ହେଲା ୧ ଲକ୍ଷ କୋଟି ଟଙ୍କା, ସୋମବାର ଦିନ ସାରା ଦେଶର ବ୍ୟବସାୟୀମାନେ ପାଳିବେ ଉତ୍ସାହ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମୟ ଅତି ନିକଟତର ହୋଇଆସୁଛି। ୨୨ ଜାନୁଆରୀ ସୋମବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ମହାନ ପର୍ବ ସହ ପବିତ୍ର ହେବାକୁ ଯାଉଛି। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ…

ତାମିଲନାଡୁରେ ହେବନି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳର ସିଧା ପ୍ରସାରଣ; ୨୦୦ରାମ ମନ୍ଦିରରେ ପୂଜା ପାଇଁ ନାହିଁ ଅନୁମତି

ଚେନ୍ନାଇ: ରାଜ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଅନୁମତି ଦେଇନାହାନ୍ତି ତାମିଲନାଡୁ ସରକାର । ସେହିପରି ରାଜ୍ୟର ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜା ର୍ଚ୍ଚନାକୁ ମନା…

Big Breaking:ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା, ଭାରତୀୟ ଯାତ୍ରୀଙ୍କୁ ନେଇ ରୁଷ ଯାଉଥିଲା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଏକ ଯାତ୍ରୀବାହୀ ବିମାନ । ମିଳିଥିବା ସୂଚନାରୁ ଜଣାପଡିଛି ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଥମେ ସୂଚନା ମିଳିଥିବା କି…

Breaking: ମାଡିଗଲା ଟ୍ରକ, ୩ ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର: ଭଦ୍ରକରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି । ଟ୍ରକ ମାଡିଯାଇ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ରାଣୀତାଲ ସ୍ଥିତ ଘରୋଇ ଇଂଜିନିୟରିଂ କଲେଜ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨…

ପକ୍ଷୀ ବି ପ୍ରବେଶ କରିବାକୁ ପାଇବନି ବାଟ; ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଅଯୋଧ୍ୟା, ଏହିପରିି କରାଯାଇଛି ସୁରକ୍ଷା ବ୍ୟବସ୍ଥା

ଅଯୋଧ୍ୟା: ୨୨ ଜାନୁୟାରୀ ଅର୍ଥାତ୍ କାଲି ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲଲଶଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶୁଭ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଏହି…