Browsing Category

Featured

କେବଳ ଗାଣିତିକ ମାପରେ ଆଇନକୁ ଓଜନ କରାଯାଇପାରିବ ନାହିଁ: ଅପହରଣ ଓ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଖଲାସ କଲେ କୋର୍ଟ

ନୂଆଦିଲ୍ଲୀ: ନାବାଳିକା ଅପହରଣ ଓ ବଳାତ୍କାର ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କେବଳ ଗାଣିତିକ ମାପରେ ଆଇନକୁ ଓଜନ କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି ଯେ ଯେତେବେଳେ ପିଲାମାନଙ୍କର ସୁଖ, ଜୀବନ ଏବଂ…

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…

ସାଇବର ଠକେଇର ନୂଆ ଫର୍ମୁଲା: e-SIM ତିଆରି କରି ଉଡାଇ ନେଉଛନ୍ତି ସମସ୍ତ ଡାଟା

ନୂଆଦିଲ୍ଲୀ: ଆଜିର ସମୟରେ ସାଇବର ଠକେଇରୁ ଦୂରେଇ ରହିବା କଷ୍ଟକର ହୋଇପଡିଛି, ସେମାନଙ୍କୁ ଏଡାଇବା ପାଇଁ ଏକମାତ୍ର ଉପାୟ ହେଉଛି ସର୍ବଦା ସତର୍କ ରହିବା। ଯଦି ଆପଣ ଟିକିଏ ଅନ୍ୟମନସ୍କ ରୁହନ୍ତି, ତେବେ ଆପଣ ସାଇବର ଠକେଇ…

ଏପରି ଭାବରେ ନିଅନ୍ତୁ ଆଖିର ଯତ୍ନ, ବଢ଼ିଯିବ ଦୃଷ୍ଟି ଶକ୍ତି

ଶରୀରରେ ମାଂସପେଶୀ ଠିକ୍ ଭାବରେ କାର୍ଯ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି । ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ । ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍…

ଶିଶୁର କଟାମୁଣ୍ଡ ଉଦ୍ଧାର, କୁକୁର ଧରି ବୁଲୁଥିବାର ଦେଖିଥିଲେ ଗ୍ରାମବାସୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣଙ୍କ ଘର ପଛ ବାଡିରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଏହା ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଘଟଣା । ଏଠାରେ ଏକ ଶିଶୁର…

କୋଇଲା ଭାଟି ଜାଳି ଶୋଇଥିବା ସମୟରେ ଜଳିଗଲେ ୬ ଜଣ, ଏମାନଙ୍କ ମଧ୍ୟରେ ରହିଛନ୍ତି ୨ ଶିଶୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍‌ରେ ଏବେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରି ସ୍ଥିତିରେ ଲୋକମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଇଲା ଭାଟି ଜଳାଇ ଶୋଉଛନ୍ତି । ତେବେ ଏହି କୋଇଲା ଭାଟି କିଛି ଲୋକଙ୍କ ମୃତ୍ୟୁର କାରଣ…

ପାକ୍ ଆତଙ୍କୀର ହେବ ସର୍ବନାଶ: ‘ଅପରେସନ ସର୍ବଶକ୍ତି’ ନଷ୍ଟ କରିବ ପାକିସ୍ତାନର ଗେମ୍ ପ୍ଲାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ ଗତିବିଧି ବିରୋଧରେ ଭାରତ ପ୍ରସ୍ତୁତ କରିଛି ବଡ଼ ପ୍ଲାନ । ପାକ୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଇଣ୍ଡିଆନ୍ ଆର୍ମି ନେଇଛି ବଡ଼ ପଦକ୍ଷେପ । ଜାମ୍ମୁ…

ମକର ସଂକ୍ରାନ୍ତିରେ ବ୍ୟାଙ୍କ ବନ୍ଦ କି ଖୋଲା ରହିବ ଜାଣିନିଅନ୍ତୁ, ଏହି ରାଜ୍ୟରେ ଏବେ ଲଗାତର ୫ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ:ମକର ସଂକ୍ରନ୍ତିରେ ବିଭିନ୍ନ ଜୋନ୍‌ରେ ବ୍ୟାଙ୍କ ଛୁଟୀ ରହିବ । ତାମିଲନାଡୁରେ ୫ ଦିନ ଲମ୍ବା ଛୁଟୀ ରହିବ । ୧୩, ୧୪, ୧୫ ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟୀ ରହିବା ସହିତ ୧୬ ଜାନୁୟାରୀରେ ଥିିରୁବଲ୍ଲୁଭର ଦିବସ…

ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି…

ଗୁଡ଼ିରେ ବ୍ୟବହାର ହେବନି ମାଞ୍ଜା ସୂତା! ସାଧାରଣ ଲୋକଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ…