Browsing Category
Featured
ଆଦାନୀଙ୍କୁ ଟପି ପୁଣି ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ୨୪ ଘଣ୍ଟା ଭିତରେ ଚିତ୍ର ବଦଳିଗଲା
ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଅରବପତି ବା ବିଲିୟନେୟାର ତାଲିକାରେ ସାମିଲ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ମଧ୍ୟରେ ସଂପତ୍ତି ଦୌଡ ପ୍ରତିଦିନ ନୂଆ ମୋଡ୍ ନେବାରେ ଲାଗିଛି । ଗତ ଶନିବାର ସେୟାର ବଜାରରେ ବଡ ଧରଣର ଲାଭ…
End-to-End Encryption କ’ଣ? ଜାଣନ୍ତୁ କିପରି ରଖିବେ ଆପଣଙ୍କ WhatsApp Chatକୁ ନିରାପଦ
ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ ଆପକୁ ଦୁନିଆରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ଏହି କାରଣରୁ ହ୍ୱାଟ୍ସଆପର ଦାୟିତ୍ୱ ବଢିଯାଇଛି ଯେ, ନିଜ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରହିବ ଏବଂ ଏଥିପାଇଁ ହ୍ୱାଟ୍ସଆପ…
କ୍ୟୁଆର କୋଡରୁ ପେମେଣ୍ଟ କରୁଥିବା ସମୟରେ କରନ୍ତୁନି ଏହି ଭୁଲ୍, ଗୋଟିଏ ଝଟକାରେ ଚାଲିଯିବ ସମସ୍ତ ଟଙ୍କା
ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଟଙ୍କା କାରବାର ମଧ୍ୟ ଡିଜିଟାଲ ହୋଇଛି । ଲୋକମାନେ ବର୍ତ୍ତମାନ ୟୁପିଆଇ ମାଧ୍ୟମରେ ଟଙ୍କା ଦେବା ଆରମ୍ଭ କରିଛନ୍ତି । ୟୁପିଆଇ ପେମେଣ୍ଟ କରିବା ବେଳେ ଲୋକମାନେ ପ୍ରାୟତଃ କ୍ୟୁଆର କୋଡ୍…
ପାର୍ଟନର ସହ ମନ ମିଶୁନି ! ବୈବାହିକ ଜୀବନକୁ କେମିତି କରିବେ ଇଣ୍ଟ୍ରେଷ୍ଟିଂ ?
ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ସମ୍ପର୍କ । ଏହି ସମ୍ପର୍କର ଗାରିମା ବଜାୟ ରଖିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦାୟିତ୍ୱ ଅଟେ । ଦମ୍ପତ୍ତିଙ୍କ ମଧ୍ୟରେ ଉଚିତ ବୁଝାମଣା, ବିଶ୍ୱାସ, ଭଲପାଇବା ଇତ୍ୟାଦି ଦ୍ୱାରା ସମ୍ପର୍କ…
ଇଣ୍ଟରନେଟ୍ରେ ବିଜି ରହୁଥିବା ଛୋଟ ପିଲାଙ୍କ ଲାଗି ଆତଙ୍କ ସାଜିଛି ସାଇବର କିଡନ୍ୟାପିଂ, ପିତାମାତାଙ୍କ ପକେଟ୍ ହେଉଛି ଖାଲି
ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ସାଇବର କିଡନ୍ୟାପିଂ ମାମଲା ବଢିବାରେ ଲାଗିଛି । ଏହାର ଶିକାର ହେଉଛନ୍ତି ଛୋଟ ଛୋଟ ପିଲା । ଅନଲାଇନରେ ପିଲାଙ୍କୁ ପରିଚାଳିତ କରି ଏହି ସାଇବର କ୍ରିମିନାଲ ସେମାନଙ୍କ ମା’ ବାପାଙ୍କ ଠାରୁ…
ରାମ ଭକ୍ତମାନଙ୍କୁ ବଡ ଉପହାର, ଅଯୋଧ୍ୟା ପାଇଁ ଗାଜିଆବାଦର ୮ ଡିପୋରୁ ଚାଲିବ ୩୦ ଟି ବସ୍
ନୂଆଦିଲ୍ଲୀ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ଲଲାଙ୍କ ଜୀବନ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ପରିବହନ ନିଗମ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିଛି । ଗାଜିଆବାଦ ଡିଭିଜନର ସମସ୍ତ ଆଠଟି ଡିପୋରୁ ପ୍ରାୟ ୩୦ ଟି…
ବଢ଼ିଲା ଶୀତ ଛୁଟି: ଆଗାମୀ ୫ ଦିନ ପାଇଁ ବନ୍ଦ ରହିବ ରାଜଧାନୀର ସମସ୍ତ ସ୍କୁଲ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ହେତୁ ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଆସନ୍ତା ୫ ଦିନ ବନ୍ଦ ରହିବ । ରବିବାର ସକାଳେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ…
‘ଭାରତ ଆମର ବିଶ୍ୱସ୍ତ ବନ୍ଧୁ, ମୁକ୍ତି ଯୁଦ୍ଧ ସମୟରେ କରିଥିଲା ସମର୍ଥନ’, ମତଦାନ ମଧ୍ୟରେ ଭାରତର ପ୍ରଶଂସା କଲେ ବାଂଲାଦେଶ…
ନୂଆଦିଲ୍ଲୀ: ବାଂଲାଦେଶରେ ଆଜି ଅର୍ଥାତ୍ ରବିବାର (୦୭ ଜାନୁଆରୀ) ରେ ନିର୍ବାଚନ ହେଉଛି । ସକାଳ ୮ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସକାଳ ଆଠଟାରେ ମତଦାନ କେନ୍ଦ୍ରରେ…
ଭାଗ୍ୟ ହେବ ତ ଏମିତି! UAEର ଲଟେରୀରେ ଭାରତୀୟ ଡ୍ରାଇଭରଙ୍କୁ ମିଳିଲା ୪୪ କୋଟି ଟଙ୍କା
ନୂଆଦିଲ୍ଲୀ: କଥାରେ କୁହାଯାଏ ଭାଗ୍ୟ କେତେବେଳେ ଚାବିକାଠି ଖୋଲିବ ତାହା କେହି କହିପାରିବେନି । ତେବେ ୟୁଏଇରେ ରହୁଥିବା ଜଣେ ଭାରତୀୟ ଡ୍ରାଇଭରଙ୍କ ସହ ଏପରି ହୋଇଛି । ଏହି ବ୍ୟକ୍ତିଙ୍କ ଭାଗ୍ୟ ଏପରି ଖୋଲିଛି ଯେ, ସେ…
୧୫୦ ଟଙ୍କାରେ ରହିବାର ସୁବିଧା ଯୋଗାଇବ ରେଲୱେ: ଏପରି ଉଠାଇପାରିବେ ଏହାର ଫାଇଦା
ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀମାନଙ୍କ ପାଇଁ ରିଟାୟରିଂ ରୁମର ସୁବିଧା ଯୋଗାଇଥାଏ । ଏହି ସୁବିଧା ଆଇଆରସିଟିସି ଦ୍ୱାରା ପ୍ରଦାନ କରାଯାଇଛି, ଯାହା କୌଣସି ଯାତ୍ରୀ ବୁକ୍ କରିପାରିବେ । ଯଦି କୌଣସି ଯାତ୍ରୀଙ୍କ ଟ୍ରେନ୍…