Browsing Category

Featured

ନ ଥିଲା Family Emergency… କାହିଁକି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଆସିଲେ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ କେଳିବାକୁ ଯାଉଛି । ଟେଷ୍ଟ ସିରିଜ ପାଇଁ ଡିସେମ୍ବର ୧୫ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲା ଭାରତୀୟ ଦଳ ।…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ; ଜାଣନ୍ତୁ ଏହି ମୁହୂର୍ତ୍ତ କେମିତି ସବୁଠାରୁ ଶୁଭ 

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ବି ଧାର୍ଯ୍ୟ କରାଯାଇଛି। ୨୨ ଜାନୁଆରୀ ଦିନ ହେବ ଏହି ମହାନ କାର୍ଯ୍ୟ। ସମ୍ମାନିତ ଅତିଥି ଭାବେ…

ବଡ଼ ଖବର; ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଭୟ ବଢାଉଛି ନୂଆ ଭାରିଆଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ କାୟା ବିସ୍ତାର କରିବ ଲକ୍ଷ୍ୟରେ ରହିଛି କରୋନା ମହାମାରୀ । ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । କରୋନାର ଏହି ମାମଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ…

ଇତିହାସରେ ପ୍ରଥମ ଥର… ସହୀଦ ସ୍ଥାନରେ ହିଁ ବୀର ଯବାନଙ୍କୁ ଦିଆଯିବ ଅନ୍ତିମ ବିଦାୟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଫୁଞ୍ଛ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଦେଶର ସମ୍ମାନ ରକ୍ଷା ପାଇଁ ବୀରଗତିପ୍ରାପ୍ତ ହୋଇଥିବା ଭାରତମାତାର ଏହି ସନ୍ତାନମାନଙ୍କୁ ଆଜି ଶେଷ ବିଦାୟ…

Married Couple Tips: ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ Infertility… ଜାଣନ୍ତୁ କ’ଣ କରିିବେ?

ଆଜିକାଲି ପ୍ରାୟ ଅଧିକାଂଶ ଦମ୍ପତ୍ତି କର୍ମଜୀବୀ । ଜୀବନର ବ୍ୟସ୍ତତା ଏବଂ ଅସନ୍ତୁଳିତ ଖାଦ୍ୟପେୟ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିମଧ୍ୟରେ Infertility ଏକ ଭମ୍ଭୀର ସମସ୍ୟା ଭାବେ ଉଭା ହୋଇଛି ଯାହା…

ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ବ୍ଲଗର୍ କାମିୟା ଜାନୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିକଟରେ ବ୍ଲଗର୍ କାମିୟା ଜାନୀଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ନିଜେ କାମିୟା ଜାନୀ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ…

ସକାଳର ଚା’ ସହ ଖାଆନ୍ତୁନି ଏହିସବୁ ଖାଦ୍ୟ: ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ

ଓଡ଼ିଶା ଭାସ୍କର: ସାରା ଦେଶରେ ଏବେ ଥଣ୍ଡାର ସିଜନ ଚାଲିଛି । ପ୍ରଭଳ ଥଣ୍ଡାରେ ଥରୁଛି ସାରା ଦେଶର ବିଭିନ୍ନ ସହର । ତେଣୁ ଅନେକ ଲୋକ ଏହି ଥଣ୍ଡାରରୁ ମୁକ୍ତି ପାଇବା ପାଇଁ ପାଇଁ ଶୀତ ସକାଳରେ ଗରମ ଚା' ପିଇବା ପାଇଁ ପସନ୍ଦ…

Parenting Tips: ପିତାଙ୍କ ଏହି କଥା ପିଲାଙ୍କୁ କରିଥାଏ ଦାୟିତ୍ୱବାନ

ଓଡ଼ିଶା ଭାସ୍କର: ‘ପିତା’ କେବଳ ଏକ ଶବ୍ଦ ନୁହେଁ । ଆକାଶ ପରି ବିସ୍ତାର ଏହାର ଅର୍ଥ । ପିଲାମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ସହ ଉତ୍ତମ ସଂସ୍କାର ଏବଂ ଦାୟିତ୍ୱବାନ କରିବା ପ୍ରତ୍ୟେକ ମାତା ପିତାଙ୍କ ଦାୟିତ୍ୱ ଅଟେ ।…

ନୂଆବର୍ଷରେ ଭାରତର କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ମଦ ପିଇଥାନ୍ତି ?

ନୂଆଦିଲ୍ଲୀ: ନୂଆ ବର୍ଷ ମାତ୍ର ପାଞ୍ଚ ଦିନ ରହିଲା। ଏବେଠୁ ସଜବାଜ ହେଲେଣି ଯୁବପିଢ଼ି। ପ୍ରତିବର୍ଷ ଲୋକମାନେ ନୂଆବର୍ଷ ପାଳନ ପାଇଁ କୋଟି କୋଟି ରଙ୍କାର ମଦ କିଣନ୍ତି। ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଜ୍ୟର ଲୋକେ…

କଥା କହିବାର ଶକ୍ତି ଛଡ଼ାଇ ନେଉଛି କରୋନା: ଭୟଙ୍କର ପ୍ରଭାବ ଉପରେ ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ପୁଣି ଭୟ ବିସ୍ତାର କରୁଛି କରୋନା ମହାମାରୀ । ଚୀନ-ସିଙ୍ଗାପୁର ସମେତ ବିଭିନ୍ନ ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି ।…