CHARIDHAM
Browsing Category

Featured

CSIR-CASE ପକ୍ଷରୁ ବିଜ୍ଞପ୍ତି: ଓଡ଼ିଶାରେ ହେବ ପରୀକ୍ଷା, ASO ଏବଂ SO ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଏବଂ ସେକ୍ସନ ଅଫିସର…

ପ୍ରଥମ ଦିନିକିଆରେ ୮ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ: ରୋହିତ-ବିରାଟଙ୍କ ଅନୁପସ୍ଥିତିରେ ବିଦେଶରେ ଦମ୍ ଦେଖାଇଲା ଭାରତ

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୧-୧ରେ ବରାବର ରଖିବା ପରେ ଟିମ୍ ଇଣ୍ଡିଆ ତା’ର ଦିନିକିଆ ସିରିଜ ଅଭିଯାନ ବିଜୟରୁ ଆରମ୍ଭ କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ସିନିୟର ଖେଳାଳି ଦଳରେ ନଥିଲେ ବି ବିଦେଶ ମାଟିରେ…

ଅମିନ, ବୈଷୟିକ ସହାୟକ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ OSSC ଜାରି କଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ଓ ମୃତ୍ତିକା ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

ସାର୍ବଜନୀନ ପରିବହନ, ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କ ଜୀବନ ମାନର ଉନ୍ନତିରେ ସହାୟକ ହୋଇପାରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଉନ୍ନତ ଜୀବନ ପ୍ରଦାନ କରିବାରେ ସାର୍ବଜନୀନ ପରିବହନ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି, ବିଗତ ୧୦…

ଚା’ ତିଆରି କରିବା ସମୟରେ କରନ୍ତୁନି ଏପରିି ଭୁଲ୍‌, ଅନ୍ୟଥା ପାଲଟିଯିବ ଜହର

ଶୀତଦିନେ ଚା’ କପ୍‌ର ମଜା ସମସ୍ତେ ନିଶ୍ଚୟ ପାଇଥିବେ । କିନ୍ତୁ ଯଦି ଏହାକୁ ଠିକ୍ ଭାବରେ ତିଆରି କରାଯାଏ ତେବେ ଏହା ଆପଣଙ୍କ ଲାଗି ଥଣ୍ଡାରେ ମେଡିସିନ୍ ପରି କାମ କରିଥାଏ । ଆପଣ ଏବେ ଭାବୁଥିବେ ଚା’ ତିଆରି କରିବା କୋଉ…

ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି…

ୱିକେଟ ପରେ ୱିକେଟ ନେଲେ ଅର୍ଶଦୀପ: ଦକ୍ଷିଣ ଆଫ୍ରିକା ମାତ୍ର ୧୧୬ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ୧-୧ରେ ବରାବର ରହିବା ପରେ ଆଜିଠାରୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ତେବେ ପ୍ରଥମ ମ୍ୟାଚରେ ଘରୋଇ ଦଳ ଝୁଣ୍ଟିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ…

(video)ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ସମୟରେ ଆସିଲା ଏକ ଆମ୍ବୁଲାନ୍ସ, ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ପହଞ୍ଚି ସାରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ସମୟରେ ଏକ କମାଲ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ ଆମ ଦେଶରେ ଯେତେବେଳେ ଆମ୍ବୁଲାନ୍ସ…

(Video) ହାଇୱା ଧକ୍କାରେ ୫ ଜଣଙ୍କ ମୃତ୍ୟୁ: ଭୋଜି ଖାଇ ଫେରୁଥିଲେ, ଘଟିଲା ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରୁ ଆସିଛି ଏକ ବଡ଼ ଖବର । ଗୋଟିଏ ହାଇୱା ଧକ୍କାରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ଦୁର୍ଘଟଣାରେ ଆଉ ଦୁଇଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ…

୧.୫ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି: ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନୀ ଉତ୍ସବରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଡିସେମ୍ବର ୧୭) ଗୁଜୁରାଟରେ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ବିଶ୍ୱର ସର୍ବ ବୃହତ ତଥା ଆଧୁନିକ…