Browsing Category

Featured

ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା, ୧୨ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ଏଥର ବେଶ୍ ଗରମ ରହିବ ।…

ଦୁନିଆର ଯୁବ ଆରବପତିଙ୍କ ତାଲିକାରେ ୧୯ ବର୍ଷୀୟ କ୍ଲେମେଣ୍ଟ

ବିଶ୍ୱର ଆରବପତିମାନଙ୍କ ତାଲିକା ମଧ୍ୟରେ ବିଲ୍ ଗେଟ୍‌ସ, ଏଲୋନ୍ ମସ୍କ, ଜୈଫ୍ ବେଜୋସ, ବାର୍ନାର୍ଡ଼ ଅର୍ନାଲ୍ଟ, ମାର୍କ ଜୁକର୍ବର୍ଗଙ୍କ ପରି ଅନେକ ନାମ ରହିଛି । ଏହା ପଛରେ ଲୁଚି ରହିଛି ଅନେକ ସଂଘର୍ଷ । ଏହି କ୍ରମରେ ଆଉ…

ଅଲ୍ ଟାଇମ୍ ହାଇରେ ଷ୍ଟକ୍ ମାର୍କେଟ୍: ସେନସେକ୍ସ ୬୮ ହଜାର ଓ ନିଫ୍ଟି ୨୦,୫୦୦ କଲା ପାର୍, ଫୋକସରେ ଅଦାନୀ ଏଣ୍ଟରପ୍ରାଇଜେସ୍

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍ ଆଜି ଅର୍ଥାତ୍ ସୋମବାର ୪ ଡିସେମ୍ବରରେ ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । କାରବାର ଆରମ୍ଭରୁ ସେନସେକ୍ସ ୬୮,୫୮୭.୮୨ ର ଅଲ୍ ଟାଇମ୍ ହାଇରେ ଥିବାବେଳେ ନିଫ୍ଟି ମଧ୍ୟ ୨୦,୬୦୨.୫୦ ରେ…

ମୋବାଇଲକୁ କେବେ ଏବଂ କେତେ ଚାର୍ଜ କରିବା ଉଚିତ୍ ? ଏପରି ଭୁଲ୍ କରିବା ଦ୍ୱାରା ହୋଇପାରେ କ୍ଷତି

ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ମୋବାଇଲ୍ ବ୍ୟବହାର କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ମୋବାଇଲ୍ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ବର୍ତ୍ତମାନ ମୋବାଇଲ୍ କେବଳ କଲ୍ ପାଇଁ ବ୍ୟବହୃତ ହେଉନାହିଁ ବରଂ ମନୋରଞ୍ଜନର…

୨୫ ଲକ୍ଷ ଟଙ୍କାର ସୁରକ୍ଷା ଦେଉଥିବା ଚିରଞ୍ଜୀବୀ ଯୋଜନା କ’ଣ ? ଜାଣନ୍ତୁ କିପରି ମିଳିବ ଫାଇଦା

ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସବୁଠାରୁ ଲୋକପ୍ରିୟ ସ୍ୱାସ୍ଥ୍ୟ ଯୋଜନା ଚିରଞ୍ଜୀବୀ ଯୋଜନା ଅଧୀନରେ ପରିବାରକୁ ବାର୍ଷିକ ୨ ଲକ୍ଷ ଟଙ୍କା ନୁହେଁ ବରଂ ୨୫ ଲକ୍ଷ ଟଙ୍କା ମିଳିପାରିବ । ଏହି ଯୋଜନା ଅଧୀନରେ…

ବଙ୍ଗୋପସାଗରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମିଗଜୋମ’, ଓଡ଼ିଶାର ଏହି ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଗତ ୬ଘଣ୍ଟା ୧୪ କିମି ବେଗରେ ଅଗ୍ରସର ହେବ । ଅଧିକ ଘନୀଭୂତ ହୋଇ କାଲି ଉପକୂଳ ଅତିକ୍ରମ କରିବ ।…

କ୍ୟାନ୍ସର ସମସ୍ୟା ଦୂର କରେ ତୁଳସୀ ପତ୍ର: କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ଏପରି କରନ୍ତୁ ବ୍ୟବହାର

ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଲୋକ ତୁଳସୀ ଗଛକୁ ରୀତିନୀତି ସହିତ ପୂଜା କରନ୍ତି । ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ଏହା…

(Video) ମ୍ୟାଚ ଫିକ୍ସିଂ କରିଛନ୍ତି ଭାରତୀୟ ଖେଳାଳି! ଜାଣି ଜାଣି No Ball ପକାଇଲେ ଷ୍ଟାର ବୋଲର, ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଭାରତୀୟ ବୋଲରଙ୍କୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଟିମ ଇଣ୍ଡିଆର ବୋଲରଙ୍କୁ ନେଇ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ୟୁଜର । ମ୍ୟାଚ ସମୟରେ ନୋ ବଲ ପକାଇବା ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ…

ଏକତରଫା ସିରିଜି ଜିତିଲା ଟିମ୍ ଇଣ୍ଡିଆ: ଶେଷ ମ୍ୟାଚରେ ୬ ରନରେ ଅଷ୍ଟ୍ରେଲିଆ ପରାସ୍ତ

ବେଙ୍ଗାଲୁରୁ: ଏକତରଫା ସିରିଜି ଜିତିଲା ଟିମ୍ ଇଣ୍ଡିଆ। ଆଜି ବେଙ୍ଗଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ। ଭାରତ ଠାରୁ ୬ ରନରେ ପରାସ୍ତ…

(Video) ସତ ହେବ ତ ମାଳିକା? ଏହି ମୃର୍ତ୍ତିରୁ ବାହାରିବ କଳକୀଙ୍କ ୧୨ ହାତ ଖଣ୍ଡା… ଖୋଲିବ କଳିଯୁଗର ଗୁପ୍ତ ରହସ୍ୟ

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ବର୍ଣ୍ଣିତ ହୋଇଥିବା ପ୍ରତ୍ୟେକ କଥା ଗୋଟି ଗୋଟି କରି ସତ ହେଉଥିବା ଦେଖାଯାଉଛି । ବହୁ ବର୍ଷ ପୂର୍ବରୁ କଳିଯୁଗ ଏବଂ ଏହାର ଶେଷ କାହାଣୀକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ…