Browsing Category

Featured

ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟରେ ପରିଣତ ହେଲା ଅଙ୍କୋର ୱାଟ: ଜାଣନ୍ତୁ ଏହି ବୃହତ୍ତମ ହିନ୍ଦୁ ମନ୍ଦିର ବିଷୟରେ..

ନୂଆଦିଲ୍ଲୀ: ଭାରତରେ ଅନେକ ବିଶାଳ ମନ୍ଦିରମାନ ରହିଛି, ଯାହା ଇତିହାସ ବିଷୟରେ ବର୍ଣ୍ଣନା କରେ, କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱର ବୃହତ୍ତମ ହିନ୍ଦୁ ମନ୍ଦିର କାମ୍ବୋଡିଆରେ ଅଛି? ଏହା ଅଙ୍କୋର ୱାଟ ମନ୍ଦିର ଭାବରେ…

ସିଆରପିଏଫ୍ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କଲେ ଏହି ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ:ଆଇଟିବିପି ମହାନିର୍ଦ୍ଦେଶକ(ଡିଜି) ଏ.ଡି. ସିଂହଙ୍କୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନଭେମ୍ବର ୩୦ରେ ବର୍ତ୍ତମାନର ସିଆରପିଏଫ୍ ଡିଜି ଏସ୍ ଏଲ୍ ଥାଓସେନ୍ ଅବସର ନେଉଥିବା…

“ଯେଉଁ ଦିନ ଜଣେ ପୁରୁଷ, ସନ୍ତାନ ଜନ୍ମ କରିବା ଆରମ୍ଭ କରିବ, ସେହି ଦିନଠାରୁ ଉଭୟଙ୍କୁ ସମାନ କୁହାଯିବ”: ଜାଣନ୍ତୁ କାହିଁକି ଏପରି…

ମୁମ୍ବାଇ: ବଲିଉଡର ବିଶିଷ୍ଟ ଅଭିନେତ୍ରୀ ନୀନା ଗୁପ୍ତା ନିଜର ବୋଲ୍ଡେ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ଅଭିନୟ ଆଧାରରେ ପରିଚୟ ସୃଷ୍ଟି କରିଥିବା ନୀନା ଗୁପ୍ତା ନିଜର ବକ୍ତବ୍ୟ ଏବଂ ବୋଲ୍ଡ…

BIG BREAKING: ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା

ଓଡିଶା ଭାସ୍କର: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧିକୁ ବୃଦ୍ଧି…

ସୁଡ଼ଙ୍ଗରେ ମୁଢି ଖାଇ କାଟିଲୁ ୧୦ ଦିନ: ଜାଣନ୍ତୁ କ’ଣ କହୁଛନ୍ତି ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଦୀର୍ଘ ୧୭ ଦିନ ପର୍ଯ୍ୟନ୍ତ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି । ଏହାରି ମଧ୍ୟରେ ୫ଜଣ ଓଡ଼ିଆ ଶ୍ରମିକ ସାମିଲ ଥିଲେ । ଶ୍ରମିକମାନଙ୍କ ବାହାରକୁ ଆସିବା ନେଇ ପରିବାର…

ଏହି ସହରର ଗାଡି ଚାଳକ ଧ୍ୟାନ ଦିଅନ୍ତୁ; ଛୋଟ ଭୁଲ୍ ବି ପଡିଯିବ ଭାରି , ଦୈନିକ କଟୁଛି ଏତିକି ଚାଲାଣ

ଗ୍ରେଟର ନୋଏଡା: ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ଗ୍ରେଟର ନୋଏଡାରେ ଏବେ ସଚେତନତା ଅଭିଯାନ ଜୋରଦାର ରହିଛି । ଏହି କ୍ରମରେ ୨୮ ନଭେମ୍ବରରେ ଟ୍ରାଫିକ୍ ପୋଲିସ ଗୌତମବୁଦ୍ଧ ନଗରରେ ସଚେତନତା ଅଭିଯାନ ସହିତ…

BCCIର ବଡ ଘୋଷଣା: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରହିବେ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ଼ । ଏ ନେଇ ଆଜି ବିସିସିଆଇ ଘୋଷଣା କରିଛି । ତେବେ ରାହୁଲଙ୍କର ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ନେଇ ବିସିିସିଆଇ ସୂଚନା ଦେଇଛି । ଏହା…

କାହିଁକି ଶବର ନାକ ଓ କାନରେ ତୁଳା ଦିଆଯାଏ? ଜାଣନ୍ତୁ ବୈଜ୍ଞାନିକ ଏବଂ ଧାର୍ମିକ କାରଣ

ଏହି ମାୟା ସଂସାରରେ ଜନମ ଏବଂ ମରଣ ସତ୍ୟ, ବାକି ସବୁ ମିଛ । ସଂସାରରେ ପ୍ରତ୍ୟେକ ଜୀବ ପୂର୍ବ କର୍ମଫଳ ଅନୁଯାୟୀ ଧରାପୃଷ୍ଠଷର ଜନ୍ମ ଗ୍ରହଣ କରିଥାଏ । ସୁଖ ଦୁଃଖ ଭୋଗ କରେ । ଶେଷରେ ପଞ୍ଚଭୂତରେ ବିଲୀନ ହୋଇଯାଏ । ମନୁଷ୍ୟ…

ମୋଦୀ ସରକାରଙ୍କ ବଡ଼ ଘୋଷଣା: ନୂଆବର୍ଷରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାଶନ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । କେନ୍ଦ୍ର…

ଚୀନ୍‌ର ରହସ୍ୟମୟ ରୋଗକୁ ନେଇ ରାଜ୍ୟ ସରକାର ଜାରିି କଲେ ଆଲର୍ଟ, କରୋନା ନିୟମ ପାଳନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ:ଚୀନ୍‌ରେ ଶିଶୁ ଓ ଯୁବକଙ୍କୁ ଶିକାର କରୁଥିବା ରହସ୍ୟମୟ ଜ୍ୱର ଓ ନିମୋନିଆକୁ ନେଇ କେନ୍ଦ୍ର ସରକାର ରାଜ୍ୟକୁ ଆଲର୍ଟ କରିଛନ୍ତି । ଏହାକୁ ସମସ୍ତ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି । ମହାରାଷ୍ଟ୍ର…