Browsing Category

Featured

ଅଷ୍ଟ୍ରେଲିଆ ବିଷୟରେ ଏମିତି କହିଲେ ଅଧିନାୟକ ରୋହିତ ଶର୍ମା; ଆମେ ଅଷ୍ଟ୍ରେଲିଆକୁ ଆଦୌ…

ଓଡିଶା ଭାସ୍କର; ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଙଊଓ ବିଶ୍ୱକପ ୨୦୨୩ ର ଫାଇନାଲ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଅନେକ ବଡ଼ ଖୁଲାସା କରିଛନ୍ତି । ଆସନ୍ତାକାଲି…

ଭାରତ ଫାଇନାଲରେ ଜିତିଲେ ୟୁଜର୍ସଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବେ: Astrotalk CEOଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ ପରେ ପ୍ରଥମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ମୁକୁଟ…

ପିଚରେ ହାଲୁକା ଘାସ ରହିଛି, କାଲି ପିଚ୍ ଧୀମା ରହିବ; ଅଧିନାୟକ ରୋହିତ ଶର୍ମା

ଅହମ୍ମଦାବାଦ; ନଭେମ୍ବର ୧୯ ବା ଆସନ୍ତାକାଲି ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଫାଇନାଲ୍ ମ୍ୟାଚ୍ ସ୍ୱତନ୍ତ୍ର କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍…

ରାଜ୍ୟ ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶନାମା: ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୯ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ଲାଗୁ କରାଯାଇଛି । ଗତ ୬ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଲାଗୁ କରିଥିଲା । ସରକାରୀ…

ସାବଧାନ ! ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଯାଏ ଏପରି ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା ଆଜିକାଲି ସମୟରେ ବଢିବାକୁ ଲାଗିଛି । ଏହି ରୋଗର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ ଯେତେବେଳେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଜାନ ହାର୍ଟ ପାଖକୁ ପହଁଚି ନଥାଏ । ଧମନୀରେ…

ପୁଣି ପୁରୀ ସମୁଦ୍ରରେ ଅଘଟଣ; ଗାଧୋଇବା ବେଳେ ଭାସି ଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ସଦସ୍ୟ

ଓଡିଶା ଭାସ୍କର; ପୁଣି ପୁରୀ ସମୁଦ୍ରରେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି । ଆଜି ୪ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇଥିଲେ । ମାତ୍ର ଉଚିତ ସମୟରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ସେହି ୪ ଜଣ…

ବଲାଙ୍ଗିରରେ ହେବ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୨୯୬.୫୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।…

JDSର ବରିଷ୍ଠ ନେତା ସିଏମ ଇବ୍ରାହିମ୍ ଦଳରୁ ସସପେଣ୍ଡ

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟର ବିଧାନସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ହୋଇଛି । ଗତ ୭ ତାରିଖରେ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସରିଥିବା ବେଳେ ୧୭ରେ ଆଉ ୭୦ଟି ଆସନରେ ମତଦାନ ସମାପ୍ତ…

(video)ବିଶ୍ୱକପ୍ ୨୦୨୩ ଫାଇନାଲକୁ ନେଇ ଏପରି କିଛି କହିଲେ ଭାଇଜାନ୍‌, ଭିଡିଓ ହେଉଛି ଭାଇରାଲ୍‌

ମୁମ୍ବାଇ:ସଲମାନ ଖାନ୍ ଓ କାଟ୍ରିନା କୈଫ ନିଜ ଫିଲ୍ମ ‘ଟାଇଗର ୩’ର ସଫଳତାକୁ ନେଇ ଏବେ ଆନନ୍ଦ ମନାଉଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍ ଦମଦାର ପ୍ରଦର୍ଶନ କରିବାରେ ଲାଗିଛି ଓ ଏ ପର୍ଯ୍ୟନ୍ତ ୩୦୦କୋଟିରୁ ଅଧିକ…

‘ଭାରତ ବିଶ୍ୱକପ ଜିତିଲେ ମୁଁ ଉଲଗ୍ନ ହୋଇ ଚାଲିବି’: ଫାଇନାଲ୍ ମ୍ୟାଚ ପୂର୍ବରୁ ଅଭିନେତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ ପରେ ପ୍ରଥମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ମୁକୁଟ…