Browsing Category
Featured
Ind vs Ban WC-2023; ସିରାଜଙ୍କ ସ୍ଥାନରେ ଖେଳିବେ ଏହି ବୋଲର? କ’ଣ ରହିବ ଭାରତର ପ୍ଲେଇଙ୍ଗ-୧୧
ନୂଆଦିଲ୍ଲୀ: ହାଟ୍ରିକ ବିଜୟ ପରେ ୧୯ ତାରିଖରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ । ପୁଣେର ଏମସିଏ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ମ୍ୟାଚରେ ବଂଲାଦେଶକୁ ମାତ୍ ଦେଇ ଭାରତ ନିଜର ବିଜୟ ଅଭିଯାନ…
୪୮ଟି ବିମାନ ବାତିଲ୍ କଲା ପାକିସ୍ତାନ ସରକାରୀ ଏୟାର୍ଲାଇନ୍, ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ଦେଇପାରିଲାନି ବକେୟା ଟଙ୍କା
ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ…
ପ୍ଲେନରେ କମ୍ ସମୟରେ ଚଢିଯାଏ ମଦ ନିଶା, କାହିଁକି? କାରଣ କହିଲେ ବୈଜ୍ଞାନିକ
ମଦ ପିଇବା ପରେ ନିଶା ହେବା ତ ସାଧାରଣ କଥା, କିନ୍ତୁ ଯଦି ଆମେ କହିବା କି ପ୍ଲେନରେ ମଦ ପିଇବା ଦ୍ୱାରା ଆପଣଙ୍କୁ ଭୂମି ଅପେକ୍ଷା ଶୀଘ୍ର ନିଶା ଚଢ଼େ, ତେବେ ଆପଣ କ’ଣ କହିବେ? କିନ୍ତୁ ଏହି କଥାଟି ବିଲକୁଲ ସତ । ଏହା ପଛରେ…
ଆଜମ ଖାନ୍ ମୁସଲମାନ ବୋଲି ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି; ଅଖିଳେଶ ଯାଦବ
ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ…
ମୁଡ୍ ଭଲ ନଥିଲେ କ’ଣ ଖାଇବେ ଜାଣନ୍ତୁ, ଯେଉଁଥିରେ ଆପଣ ତୁରନ୍ତ ହୋଇଯିବେ ଠିକ୍
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଚାପ, ଚିନ୍ତା ଏବଂ ଉଦାସୀନତା ସାଧାରଣ ହୋଇଗଲାଣି। ଅନେକ ଥର ଆମ ମନ ଦୁଖୀ ଏବଂ କ୍ରୋଧିତ ରହିଥାଏ। ଏପରି ପରିସ୍ଥିତିରେ, ଆମେ କିଛି ବିଶେଷ ଜିନିଷ ଖାଇ ଆମର ମନୋବଳକୁ ଉନ୍ନତ କରିପାରିବା।…
ଭବିଷ୍ୟତ କହୁଛି ବିଲେଇ! ମୃତ୍ୟୁର ସମୟ ବି କରୁଛି ପୂର୍ବାନୁମାନ: ସବୁ କଥା ହେଉଛି ସତ…
ନୂଆଦିଲ୍ଲୀ: କାହାର ଆୟୁଷ କେତେ । କାହାର ହେବ ମୃତ୍ୟୁ । ଏସବୁ ର ପୂର୍ବାନୁମାନ କରିପାରୁଛି ଗୋଟେ ବିଲେଇ । ଯାହା କହୁଛି ସେସବୁ ସାଙ୍ଗେ ସାଙ୍ଗେ ସତ ହେଇଯାଉଛି । ଆପଣ ଏହା ଶୁଣିବା ପରେ ହୁଏତ ବିଶ୍ୱାସ ନକରିପାରନ୍ତି ।…
(video)ବଟନ ଦବାଇଲେ ଗୋଟିଏ ସେକେଣ୍ଡରେ ବଦଳିଯିବ ଆପଣଙ୍କ ଡ୍ରେସ୍ର ଡିଜାଇନ୍, ବୈଜ୍ଞାନିକ ପ୍ରସ୍ତୁତ କଲେ ଡିଜିଟାଲ ଡ୍ରେସ୍
ନୂଆଦିଲ୍ଲୀ: ଫ୍ୟାଶନ ଦୁନିଆ ଦିନକୁ ଦିନ ବଦଳିବାରେ ଲାଗିଛି । ଫ୍ୟାଶନ ଅନୁସାରେ ନୂଆ ନୂଆ ଡ୍ରେସ୍ କିଣିବାକୁ ହେଲେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କିନ୍ତୁ ଯଦି ଏପରି ହୁଅନ୍ତା କି ଗୋଟିଏ ଡ୍ରେସ୍ର ଡିଜାଇନ୍…
(Video) ହୁତହୁତ ହୋଇ ଜଳିଲା ବିଲ୍ଡିଂ, ଚତୁର୍ଥ ମହଲାରୁ ସିଧା ଡେଇଁଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁର କୋରାମଙ୍ଗାଲା ଅଞ୍ଚଳରେ ଥିବା ଏକ ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବେଙ୍ଗାଲୁରୁ ପୋଲିସ ଅଧିକାରୀ କହିଛନ୍ତି ଯେ, ବାଣିଜ୍ୟିକ କୋଠାର ଚତୁର୍ଥ ମହଲାରେ ଅବସ୍ଥିତ 'ମଡ ପାଇପ୍…
ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଅଧିନାୟକ: ଏପର୍ଯ୍ୟନ୍ତ ଦଳକୁ ରଖିଛନ୍ତି ଅପରାଜେୟ
ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଏହାପରେ ନ୍ୟୁଜିଲାଣ୍ଡ ମଧ୍ୟ ୩ଟି ମ୍ୟାଚରୁ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚ…
BREAKING NEWS; ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ, ପୂଜାଛୁଟିରେ ଚାଲିବନି ବସ୍
ଭୁବନେଶ୍ୱର; ପୁଣି ଧର୍ମଘଟ ଡାକରା ଦେଲା ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ "ଲକ୍ଷ୍ମୀ" ଯୋଜନାକୁ ବିରୋଧ କରି ଏହି ଧର୍ମଘଟ…