CHARIDHAM
Browsing Category

Featured

୫୫୦ରେ ପହଞ୍ଚିଲା ରୋହିତଙ୍କ ଛକା ସଂଖ୍ୟା: ଆଉ ୩ଟି ମାରିଲେ ସ୍ଥାପନ କରିବେ ଐତିହାସିକ ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନିଦିନିଆ ସିରିଜରେ ଭାରତ ୨-୧ରେ ସିରିଜ ହାତେଇଥିଲେ ହେଁ ଅନ୍ତିମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ୩ୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ଭାରତ ୫ଟି ବଡ଼ ରେକର୍ଡ…

CBDT ଜାରି କଲା ନୋଟିଫିକେସନ: ଗୁଗଲ, ଫେସବୁକ ଓ ଏକ୍ସ’କୁ ଦେବାକୁ ପଡ଼ିବ ୧୮ ପ୍ରତିଶତ GST!

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ନୋଟିଫିକେସନ ମୁତାବକ, ଏଡଟେକ କମ୍ପାନୀମାନଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେବେ କେନ୍ଦ୍ର…

ମାନସିକ ଚାପରୁ ନେଲେ ଚରମ ନିଷ୍ପତି : ନଦୀକୁ ଡେଇଁଲେ ବାପା-ଝିଅ, ମିଳୁନି ପତ୍ତା

ଭଦ୍ରକ : ବାଲିପୋଖରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁଲେ, ମାନସିକ ଚାପରୁ ଏଭଳି ନିଷ୍ପତି ନେଲେ ବୋଲି ସୂଚନା ମିଳିଛି । ନଦୀର ପୋଲ ଉପରେ ସ୍କୁଟି ଏବଂ…

ବିଜେଡିର ଜିଲ୍ଲା କମିଟି ଘୋଷଣା: ୧୨ ଉପସଭାପତି, ୨୬ ସାଧାରଣ ସମ୍ପାଦକ, ୩୧ ଜଣ ସମ୍ପାଦକଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ରାଜନୈତିକ ଦଳମାନେ ନିଜ ସଂଗଠନକୁ…

ବୈଜ୍ଞାନିକମାନେ ଆବିଷ୍କାର କଲେ ବିଶ୍ୱର ‘ଅଷ୍ଟମ ମହାଦେଶ’: ୩୭୫ ବର୍ଷ ଧରି ରହିଥିଲା ଅଦୃଶ୍ୟ

ନୂଆଦିଲ୍ଲୀ: ଦୀର୍ଘ ୩୭୫ ବର୍ଷ ପରେ ଭୂବିଜ୍ଞାନୀମାନେ ଏକ ବଡ଼ ସଫଳତା କରିଛନ୍ତି । ପୃଥିବୀର ‘ଅଷ୍ଟମ ମହାଦେଶ’ର ସନ୍ଧାନ ମିଳିଛି । ଭୂବିଜ୍ଞାନୀ ଓ ଭୂକମ୍ପ ବିଜ୍ଞାନୀଙ୍କର ଏକ ଛୋଟ ଟିମ ଏନେଇ ଏକ ନୂଆ ମ୍ୟାପ୍ ପ୍ରସ୍ତୁତ…

ମର୍ମନ୍ତୁଦ ଦୁର୍ଘଟଣା : ୨ଜଣଙ୍କୁ ଚାପି ଦେଲା ହାଇୱା

କଟକ : ସକାଳୁ ସକାଳୁ ଏକ ଭୟାବହ ଦୁର୍ଘଟଣା । ପାରାଦୀପ-କଟକ ରାସ୍ତାରେ କୁଜଙ୍ଗ ନିକଟରେ ହାଇୱା ଏକ ବାଇକ ଏପରକୁ ମାଡିଗଲା । ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ…

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ : ମୋଟ ୭ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷାଜଳ

ସମ୍ବଲପୁର : ପୁଣି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ । ଆଜି ପୁଣି ହୀରାକୁଦରେ ୨ଟି ଗେଟ ଖୋଲିଛି । ମୋଟ ୪ଟି ଗେଟ ଦେଇ ଡ୍ୟାମରେ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୬୦ ଫୁଟ ରହିଛି ।…

ଏସିଆନ୍ ଗେମ୍ସ ସୁଟିଂରେ ଭାରତ ପୁଣି ଜିତିଲା ସ୍ୱର୍ଣ୍ଣ: ଅଜୁର୍ନ, ସରବଜୋତ ଓ ଶିବଙ୍କୁ ମିଳିଲା ପଦକ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ଅନ୍ୟପଟେ ସୁଟିଂରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି ।…

ରୋସିବିନା ଦେବୀ ଜିତିଲେ ଦିନର ପ୍ରଥମ ପଦକ, ‘ଉସୁ’ରେ ଭାରତକୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ଦିନ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।…

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ପୋଲିସ: ଡ୍ରଗ୍ସ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକ ଗିରଫ ହୋଇଛନ୍ତି । ଡ୍ରଗସ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ…