Browsing Category

Featured

କାର ଚଲାଇବା ସମୟରେ ହଠାତ୍ ବ୍ରେକ୍ ଫେଲ ହେଲେ କ’ଣ କରିବେ? ଏହି ୫ଟି କଥା ଉପରେ ଧ୍ୟାନ ରଖନ୍ତୁ, ଟଳିଯିବ ଦୁର୍ଘଟଣା

ନୂଆଦିଲ୍ଲୀ: କାର ଚଳାଇବା ସମୟରେ ବେଳେବେଳେ ଏପରି ଖରାପ ହୋଇଯାଏ ଯାହାକି ଆମେ କେବେ କଳ୍ପନା କରି ନଥାଉ । ଏପରି କାର୍ ଖରାପ ହେବା ବହୁ ଦୁର୍ଘଟଣାର କାରଣ ହୋଇଥାଏ । କାର ଖରାପ ନ ହେବା ପାଇଁ ଲୋକେ ଠିକ୍ ସମୟରେ ସର୍ଭିସ…

ବିବାହ ପାଇଁ ପୁରୋହିତଙ୍କର ଆବଶ୍ୟକତା ନାହିଁ, ଜାଣନ୍ତୁ କେଉଁ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେଲେ ଏପରି ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଏକ ମାମଲାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଅଜଣା ଲୋକଙ୍କ ସାମ୍ନାରେ ଲୁଚିକରି ବିବାହ କରିବା ବୈଧ…

ଏବେବି ପିଏମ ମୋଦୀଙ୍କ ସହ ଅଛନ୍ତି ୮୦% ଭାରତୀୟ: ବିଦେଶୀ ସର୍ଭେରେ ରାହୁଲ ଗାନ୍ଧୀଙ୍କ ପାଇଁ ଗୁଡ଼୍ ନ୍ୟୁଜ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ ଜଣଙ୍କର ଭଲ ମତ ରହିଛନ୍ତି । କେବଳ ଏତିକି ନୁହେଁ, ଶତ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ବହୁତ ଭଲ କାମ…

ଟ୍ରେନ୍ ଚଳାଉଥିବା ବେଳେ ମୋବାଇଲ୍ ଚେକ୍ କରିବା ପଡ଼ିଲା ମହଙ୍ଗା, ସାମ୍ନାରୁ ଆସୁଥିବା ଟ୍ରେନ୍ ଦେଲା ଜବରଦସ୍ତ ଧକ୍କା: ଦେଖନ୍ତୁ Video

ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । ତଥାପି, ଏହି ଜିନିଷ କିଛି ଲୋକଙ୍କ ମସ୍ତିଷ୍କରେ ପଶିନଥାଏ । ଗାଡି ଚଳାଇବା ସମୟରେ ସେମାନଙ୍କ ପାଇଁ ଫୋନ୍ ଉଠାଇବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ…

SSB Recruitment; ୧୦୦୦ରୁ ଅଧିକ ପଦବୀରେ ମିଳିବ ନିଯୁକ୍ତି: ଜାଣନ୍ତୁ ଆବେଦନର ତାରିଖ ଏବଂ ପ୍ରକ୍ରିୟା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଗଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟାରେ ୧୦୦୦ରୁ ପଦବୀ ପାଇଁ ଅଧିକ…

(Video) ମୃତ ଭାଇର ଶବକୁ ରାକ୍ଷୀ ପିନ୍ଧାଇଲା ଭଉଣୀ, କାରୁଣିକ ଦୃଶ୍ୟ ଦେଖି କାନ୍ଦୁଛନ୍ତି ଗାଁ ଲୋକେ

ତେଲେଙ୍ଗାନା: ସାରା ଦେଶରେ ଭାଇ ଭଉଣୀ ଖୁବ୍ ଆଡ଼ମ୍ବର ସହ ରାକ୍ଷୀପୂର୍ଣ୍ଣିମା ପାଳନ କରୁଥିବା ସମୟରେ ତେଲେଙ୍ଗାନାରୁ ଏକ ଦୁଃଖଦାୟକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଭଉଣୀ ନିଜ ମୃତ ଭାଇକୁ ରାକ୍ଷୀ ପିନ୍ଧାଉଛି ।…

ଭାରତରେ GE F-414 ଫାଇଟର ଜେଟ ଇଞ୍ଜିନ ତିଆରି ପାଇଁ ରାସ୍ତା ହେଲା ସଫା, ୟୁଏସ କଂଗ୍ରେସରୁ ମିଳିଲା ଡିଲକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ଭାରତ-ଆମେରିକାର ଯୁଦ୍ଧ ବିମାନ ଇଞ୍ଜିନ ଚୁକ୍ତିନାମାକୁ ଅନୁମୋଦନ କରିଛି। ଏହି ଚୁକ୍ତିରେ ଆମେରିକା କଂଗ୍ରେସର କୌଣସି ଆପତ୍ତି ନାହିଁ। ହିନ୍ଦୁସ୍ତାନ ଏରୋନେଟିକ୍ସ…

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ: କାମ ଥିଲେ ଏବେ ହିଁ ସାରି ଦିଅନ୍ତୁ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ସେପ୍ଟେମ୍ବର ମାସ । ତେବେ ଏହି ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥିଲେ ଏହାକୁ ଯଇାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ବ୍ୟାଙ୍କରେ ସମୟ ପାଇବା କଷ୍ଟସାଧ୍ୟ ହୋଇପଡ଼ିବ ।…

୩୧ ଅଗଷ୍ଟରେ ଦିନ ସାରା ପାଳନ କରିପାରିବେ କି ରାକ୍ଷୀପୂର୍ଣ୍ଣିମା? ଜାଣନ୍ତୁ ଏହାର ଶୁଭ ସମୟ

ଭଦ୍ରାକାଳ ଯୋଗୁଁ ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ୨ ଦିନ ପାଳନ ହେଉଛି । ୩୦ ଏବଂ ୩୧ ଅଗଷ୍ଟକୁ ପାଳନ କରାଯାଉଛି ରାକ୍ଷୀ ପୂର୍ଣ୍ଣିମା । ଭଦ୍ରାକାଳ ପାଇଁ ୩୦ ଅଗଷ୍ଟ ରାତି ୯ଟା ପରେ ରାକ୍ଷୀ ବାନ୍ଧିବା ପାଇଁ ଜ୍ୟୋତିଷ…

ମହଙ୍ଗା ମଧ୍ୟରେ SBI ଦେଉଛି ଶସ୍ତାରେ ହୋମ ଲୋନ, ଲାଭ ଉଠାଇବାର ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ସ୍ୱଳ୍ପ ସୁଧରେ ହୋମ ଲୋନ ଯୋଗାଇ ଦେଇଛି। କମ୍ ସୁଧରେ ହୋମ ଲୋନ ନେବାର ଆଜି ଶେଷ ସୁଯୋଗ । ଯଦି ଆପଣ ଏସବିଆଇରୁ ହୋମ ଲୋନ ନେବାକୁ…