Browsing Category

Featured

ଇମ୍ରାନ ଖାନ ପୁଣି କଲେ ଭାରତର ପ୍ରଶଂସା, କହିଲେ ଆମେ ମଧ୍ୟ ନେବାକୁ ଚାହୁଁଥିଲୁ ରୁଷର ଅଶୋଧିତ ତୈଳ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଭଳି ଇସଲାମାବାଦ ରୁଷରୁ ଶସ୍ତା ଅଶୋଧିତ ତୈଳ ପାଇବାକୁ ଚାହୁଁଥିଲା,…

ଦଶମ ପାସ୍ ପରେ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବାହାରିଲା ନିଯୁକ୍ତି; ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଚାକିରୀ ଆଶାରେ ସଭିଏଁ ରହିଛନ୍ତି। ତେବେ ଚାକିରୀ ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇ ଗ୍ରୁପ୍ 'ସି' କିମ୍ବା ଉତ୍ତର ପଶ୍ଚିମ ରେଳବାଇ (NWR) ଅଧୀନରେ ଥିବା ଗ୍ରୁପ୍ 'ଡି' କର୍ମଚାରୀଙ୍କ…

(Video) ଲଜ୍ଜ୍ୟାର ସୀମା ଟପିଲା: ପାଳିତ କୁକୁର ସହ ଯୌନ ସମ୍ପର୍କ ରଖିଲେ ୨୯ ବର୍ଷୀୟା ମହିଳା, ଦୋଷୀଙ୍କୁ କି ଦଣ୍ଡ ଦେବେ କୋର୍ଟ

ନୂଆଦିଲ୍ଲୀ: ଆମର ସଭ୍ୟ ସମାଜକୁ ଅନେକ ସମୟରେ କିଛି ଅସଭ୍ୟ ତଥା ଅସାମାଜିକ ବ୍ୟକ୍ତି କୁପଥଗାମୀ କରାଇଥାନ୍ତି । ବେଳେବେଳେ ଆମେ ସମାଜରେ ଏଭଳି କିଛି ଘଟଣା ଘଟିଥାଏ, ଯାହାକୁ ଶୁଣିବା ପରେ ବା ଦେଖିବା ପରେ ଆମର ମୁଣ୍ଡ…

ଭାରତ ହେବ ବିଶ୍ୱଗୁରୁ, ‘ଆମ ଦେଶ ବିଷୟରେ ଭୁଲ ଧାରଣା ପ୍ରଚାର କରାଯାଉଛି’: ମୋହନ ଭଗବତ

ନୁଆଦିଲ୍ଲୀ: ଭାରତକୁ ବିଶ୍ୱଗୁରୁ ହେବାର ଗତିକୁ ଧିମା କରିବା ପାଇଁ ଆମ ଦେଶ ବିଷୟରେ ଭୁଲ ଧାରଣା ପ୍ରଚାର କରାଯାଉଛି। ରାଷ୍ଟ୍ରୀୟ ସଂୟସେବକ ସଂଘ ମୁଖ୍ୟ ମୋହନ ଭଗବତ ଶନିବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି…

ସାବଧାନ କରୋନା ବଢ଼ୁଛି: କୋଭିଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଲା, ବିଭିନ୍ନ ରାଜ୍ୟରେ ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ମୋଡ଼କୁ ଆସିବା ସହ ସାବଧାନ ରହିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି । ତେବେ…

UPI ମାଧ୍ୟମରେ ଆପଣଙ୍କ ଖାତାକୁ ବ୍ୟାଙ୍କରୁ ଲୋନ୍ ଅର୍ଥ ଆସିବ: RBIର ବଡ଼ ପଦକ୍ଷେପ, ଖୁବଶୀଘ୍ର ଜାରି ହେବ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ)କୁ କେନ୍ଦ୍ର ସରକାର ଅଧିକ ପ୍ରଧାନ୍ୟ ଦେଉଛନ୍ତି । ବର୍ତ୍ତମାନ ଦେଶରେ ଖୁଚୁରା ଡିଭିଟାଲ ପେମେଣ୍ଟର ୭୫ ପ୍ରତିଶତ ୟୁପିଆଇ ମାଧ୍ୟମରେ କରାଯାଉଛି ।…

ଟ୍ରେନ୍ ମିସ୍ ହୋଇଗଲେ ଆପଣ କିପରି ଅର୍ଥ ରିଫଣ୍ଡ ପାଇବେ: କିପରି TDR ଫାଇଲ୍ କରିବେ, IRCTCର ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଅନେକ ସମୟରେ ଯାତ୍ରୀମାନେ ସାମାନ୍ୟ କିଛି ସମୟ ବିଳମ୍ବ କାରଣରୁ ନିଜ ଟ୍ରେନ୍ ମିସ୍ କରିଦେଇଥାନ୍ତି । ଏଭଳି ସ୍ଥିତିରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରିନଥାନ୍ତି । ତେବେ ଯଦି…

ଧୱନଙ୍କ ଲଢୁଆ ଆର୍ଦ୍ଧଶତକ: ହାଇଦ୍ରାବାଦ ଆଗରେ ବିଜୟ ଲକ୍ଷ୍ୟ ୧୪୪

ହାଇଦ୍ରଇବାଦ: ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବା ପରେ ୧୪୩/୯ ସ୍କୋର କରିଛି। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା…

ରିଙ୍କୁ ସିଂଙ୍କ ସଂଘର୍ଷର କାହାଣୀ: ଦିନେ ଝାଡୁ ଧରି ସଫେଇ କରୁଥିଲେ; ଏବେ ଏକାକୀ ଗୁଜୁରାଟର ମୁହଁରୁ ବିଜୟ ଛଡ଼ାଇ ଆଣିଲେ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶେଷ ୫ ଟି ବଲରେ ୫ ଟି ଛକା ମାରି ଇତିହାସ ରହିଛନ୍ତି ରିଙ୍କୁ ସିଂ। ନବମ ଯାଏ ପାଠ…

୪୪ ଜଣ ମହିଳା ଓ ପୁରୁଷ କଏଦୀ HIV ପଜିଟିଭ୍: ଏପରି ସଂକ୍ରମଣ କେମିତି ହେଲା, ଜେଲ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ବେଳେବେଳେ କିଛି ସରକାରୀ ସଂସ୍ଥାରୁ ମଧ୍ୟ ଏପରି କିଛି ଖବର ସାମ୍ନାକୁ ଆସିଥାଏ । ତେବେ ନିକଟରେ…