Browsing Category
Featured
ରାଜ୍ୟର କୌଣସି ସରକାରୀ ସ୍କୁଲରେ ନାହାନ୍ତି ସ୍ପେଶାଲ ଏଜୁକେଟର: କେନ୍ଦ୍ର ସରକାର ଜାରି କଲେ UDISE Plus Report
ନୂଆଦିଲ୍ଲୀ: ରାଜ୍ୟର କୌଣସି ଗୋଟିଏ ହେଲେ ବି ସ୍କୁଲରେ ନାହାନ୍ତି ସ୍ପେଶାଲ ଏଜୁକେଟର । ଫଳରେ ପାଠପଢ଼ାର ଉପଯୁକ୍ତ ପରିବେଶ ନପାଇ ରାଜ୍ୟରେ ବଢ଼ିଚାଲିଛି ଦିବ୍ୟାଙ୍ଗଙ୍କ ଡ୍ରପ୍ ଆଉଟ୍ ହାର । ପୂର୍ବରୁ ଏନେଇ ସୁପ୍ରିମକୋର୍ଟ…
ଅଧା ଜେଲ ଦଣ୍ଡ ଭୋଗିଥିବା କଏଦୀ ମୁକୁଳିବେ: ଓଡ଼ିଶା ସମେତ ୧୩ ହାଇକୋର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଛୋଟ ଛୋଟ ଅପରାଧ ପାଇଁ ଅଧା ଜେଲଦଣ୍ଡ ଭୋଗି ସାରିଥିବା କଏଦୀମାନେ ଜେଲରୁ ଖଲାସ ହେବେ । ଏଥିପାଇଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାବଧାନ ବୁଝାମଣା ବ୍ୟବସ୍ଥାରେ ୭ ବର୍ଷ ବା…
ପୁଣି ଥରେ ସ୍ଥଗିତ ହେଲା NASA ର ଆର୍ଟେମିସ ୧ ମିଶନ
ନୂଆଦିଲ୍ଲୀ: ନାସାର ଚନ୍ଦ୍ରମା ମିଶନ ଆର୍ଟେମିସ ୧ ର ଲଞ୍ଚକୁ ପୁଣିଥରେ ଘୁଞ୍ଚାଯାଇଛି । ଶନିବାର ଅଗଷ୍ଟ ୩ ତାରିଖରେ ହେବାକୁ ଥିବା ଲଞ୍ଚକୁ ପୁଣିଥରେ ସ୍ଥଗିତ କରାଯାଇଛି । କୁହାଯାଉଛି ରକେଟରୁ ଇନ୍ଧନ ଲିକ୍ କରିୀବା…
Finance Minister ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଦେଲେ ବଡ଼ ଖୁସି ଖବର: ଜାଣନ୍ତୁ ଜନତାଙ୍କ ଉପରେ ଏହାର ପ୍ରଭାବ କିପରି ରହିବ
ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଖୁସି ଖବର ଦେଇଛନ୍ତି । ଚଳିତ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଦୁଇ ଟଙ୍କ ଟପିବ । ଦେଶର ଅର୍ଥ ବ୍ୟବସ୍ଥା ଆଗାମୀ…
ଭଗବାନ ଗଣେଶଙ୍କ ଆଧାରକାର୍ଡ! ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼
ନୂଆଦିଲ୍ଲୀ: ଧରାପୃଷ୍ଠରେ ଓହ୍ଲାଇଆସିଛନ୍ତି ବିଘ୍ନରାଜ ଶ୍ରୀ ଗଣେଶ । ପ୍ରଭୁଙ୍କ ଆଗମନକୁ ଖୁବ୍ ଧୁମଧାମର ସହ ପାଳନ କରାଯାଉଛି । ଅନେକ ସ୍ଥାନରେ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ଆକର୍ଷଣୀୟ ପେଣ୍ଡାଲରେ ପୂଜା କରାଯାଉଛି । ଯାହା…
Biju Janata Dal ପକ୍ଷରୁ ମହିଳା ଉପସଭାପତି, ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା…
ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ୧୦ ଦିନିଆ ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଓ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (CAVI ODISHA)ପକ୍ଷରୁ ଆୟୋଜିତ ଦୃଷ୍ଟିବାଧିତ ମହିଳାମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର କ୍ରିକେଟ୍ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ(SELF DEFENSE)ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା ୩ ବର୍ଷର ବାଳକ, ରାଗରେ ଗୁପ୍ତାଙ୍ଗ ଜାଳିଦେଲେ ଅଙ୍ଗନୱାଡ଼ି ଶିକ୍ଷକ
ଛାତ୍ରମାନେ ଯଦି କୌଣସି ଭୁଲ୍ କରନ୍ତି, ତାହେଲେ ଶିକ୍ଷକମାନେ ଦଣ୍ଡ ଦେଇଥାନ୍ତି । ଅବଶ୍ୟ, ଏବେ ଦଣ୍ଡ ଦେବା ଉପରେ ନେଇ ଅନେକ ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ…
୧୦ ଜଣରୁ ୯ ଜଣ ଶିଶୁଙ୍କଠାରେ ହାର୍ଟ ବୀମାରୀର ଆଶଙ୍କା ରହିଛି, ଅଧ୍ୟୟନରୁ ଖୁଲାସା
ନୂଆଦିଲ୍ଲୀ: ଆଜିର ସମୟରେ ହାର୍ଟ ରୋଗ ଏକ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି । ୧୦ ଜଣ ଶିଶୁଙ୍କ ମଧ୍ୟରୁ ୯ ଜଣଙ୍କ ଠାରେ ହାର୍ଟ ରୋଗର ଆଶଙ୍କା ରହିଛି । ନିକଟରେ କରାଯାଇଥିବା ଏକ ଷ୍ଟଡି ମୁତାବକ ପଞ୍ଜାବ ଓ ଦିଲ୍ଲୀର…
Air Pollution ଦ୍ୱାରା ପୁରୁଷ ନୁହନ୍ତି, ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି- ରିସର୍ଚ୍ଚ ଡାଟା
ନୂଆଦିଲ୍ଲୀ: ଅନେକ ସମୟରେ ବାୟୁ ପ୍ରଦୂଷଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣମାନେ ଜାଣନ୍ତି କି, ବାୟୁ ପ୍ରଦୂଷଣ ଦ୍ୱାରା ପୁରୁଷ ନା ମହିଳା କିଏ ବେଶି ପ୍ରଭାବିତ ହୁଏ । ନିକଟରେ ସ୍ପେନର ବାର୍ସିଲୋନା…