Browsing Category

Featured

ସାବଧାନ୍! ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି Apps, ଖାଲି ହୋଇଯିବ ଆକାଉଣ୍ଟ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଓ ନିଜର ସୁବିଧା ସେଥିରେ ବିଭିନ୍ନ ଫିଚର ଥିବା ଆପ୍ ଡାଉନଲୋଡ କରୁଛନ୍ତି । କିନ୍ତୁ ଥାର୍ଡ ପାର୍ଟି ଆପକୁ ବ୍ୟବହାର କରିବାକୁ ଡାଉନଲୋଡ କରିବା ଉଚିତ୍…

ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ: ଘୁଞ୍ଚିଲା ପରୀକ୍ଷା, ପୁଣି ଥରେ ହେବ ବୋଲି OPRBର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ପୁଣି ତ୍ରୁଟି । କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା…

ଲଡ୍ସରେ ଶେଷ ମ୍ୟାଚ୍ ଖେଳିବେ ଝୁଲଣ ଗୋସ୍ୱାମୀ, ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ଦିଆଯିବ ଐତିହାସିକ ବିଦାୟ

ମୁମ୍ବାଇ: ଭାରତୀୟ ମହିଳା ଟିମ୍‌ର ଦିଗଜ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଐତିହାସିକ ଲଡ୍ସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା…

ଟୁଇଟରରେ ଟ୍ରେଣ୍ଡ ହେଉଛି #Boycott_Amazon, ରାଧା-କୃଷ୍ଣଙ୍କ ଅଶ୍ଳୀଳ ପେଣ୍ଟିଂ ବିକ୍ରି ନେଇ କ୍ଷୁବ୍ଧ ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟୁଇଟରରେ #Boycott_Amazon ଟ୍ରେଣ୍ଡ କରୁଛି। ଅନେକ ୟୁଜର୍ସ ଇ-କମର୍ସ ଓ୍ଵେବସାଇଟରେ ରାଧା ଏବଂ କୃଷ୍ଣଙ୍କ ଏକ ପେଣ୍ଟିଂକୁ ନେଇ ଆମାଜନକୁ ଟାର୍ଗେଟ୍ କରୁଛନ୍ତି। ଚିତ୍ରଟି ଅଶ୍ଳୀଳ ଥିବା…

ବିଦେଶରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା: ଜାଣନ୍ତୁ କେତେ ହୋଇଛି ରୋଜଗାର

ମୁମ୍ବାଇ: ଅମୀରଖାନ ଓ କରୀନା କାପୁରଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ପୂର୍ବରୁ ଓ ପରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଏହାକୁ…

ଗୋଟିଏ ବର୍ଷ ହେବ ବ୍ୟକ୍ତିଙ୍କ ମୁତ୍ରାଶୟରେ ଅଟିକିଥିଲା…ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ମଧ୍ୟପ୍ରଦେଶ: କିଛି ଖରାପ ଖାଇଥିଲେ କିମ୍ବା ଖରାପ ପିଇଲା ମାତ୍ରେ ଆପ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଯଦି ଏହି ପେଟ ଯନ୍ତ୍ରଣା ବୃଦ୍ଧି ପାଏ ତେବେ ଏହା ପଛରେ ଆଉ କିଛି କାରଣ ହୋଇଥାଏ । ତେବେ ନିକଟରେ ଗୋଟିଏ…

‘ଆଗାମୀ ୩-୪ ଦିନରେ ମୋତେ ଗିରଫ କରାଯିବ, ଏହା କେବଳ କେଜ୍ରିଓ୍ଵାଲଙ୍କୁ ରୋକିବା ପାଇଁ କରାଯାଉଛି’

ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଚଢାଉ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିବାଦରେ ଥିବା ନୂତନ ଅବକାରୀ ନୀତିକୁ ସେ ବେଷ୍ଟ ପଲିସି କହିଛନ୍ତି। ଏହି ନୀତି ସଚ୍ଚୋଟତାର ସହ…

ବିଜେପିର ଦାବି: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ହେମନ୍ତ ସୋରେନ୍‌, ଜାଣନ୍ତୁ କିଏ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡିପାରେ। ଖଣି ଲିଜ୍ ଆବଣ୍ଟନ ମାମଲାରେ ନିର୍ବାଚନ ଆୟୋଗ ଶୁଣାଣି ଶେଷ କରିଛନ୍ତି। କୌଣସି ଦିନ ବି ଏହାର ରାୟ ଆସିପାରେ। ଯଦି ରାୟ…

(Video) ଶେଷ ହେବ କଳିଯୁଗ ! ମନ୍ଦିର ଉପରେ ଖେଳିଲା ମୀନ, ଚାହୁଁ ଚାହୁଁ ବୁଡ଼ିଗଲା ଶୈବପୀଠ

ଭୁବନେଶ୍ୱର: ସତ ହେବାକୁ ଯାଉଛି କି ମାଳିକା ବଚନ! ସତରେ କ’ଣ ଶେଷ ହୋଇଯିବ ଆଉ ଏକ ଯୁଗ । ଦିନକୁ ଦିନ ଏହାର ସଙ୍କେତ ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି । ନିକଟରେ ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଅଘଟଣ,…

ଶନିଦେବଙ୍କ କୋପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ସେ ମନୁଷ୍ୟର ପାପ ଓ ପୁଣ୍ୟ ଦେଖି ସେହି ଅନୁସାରେ ଫଳ ଦେଇଥାନ୍ତି । କୁହାଯାଏ ଯେ ଶନିଦେବ ଯଦି କାହା ଉପରେ ଥରେ ତାଙ୍କ କୋପ ଦୃଷ୍ଟି…