Browsing Category

Featured

ପଢିବା ପାଇଁ ଯାଆନ୍ତୁନି ପାକିସ୍ତାନ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ନେସନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କାଉନ୍ସିଲ ଅଫ ଇଣ୍ଡିଆ ଜାରି କରିଛନ୍ତି ନୂଆ ଗାଇଡଲାଇନ । ପାଠ ପଢିବା ପାଇଁ ପାକିସ୍ତାନ ଯିବାକୁ ଏକପ୍ରକାର ବାରଣ…

୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲା ଦୋକାନୀ, କିଛି ଘଣ୍ଟା ପରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତର ଘର ଭାଙ୍ଗିଦେଲା ପୋଲିସ

ମଧ୍ୟପ୍ରଦେଶ: ୬ବର୍ଷର ନାବାଳିକାଙ୍କ ସହିତ ଜଣେ ଦୋକାନୀ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏହା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ମଡ଼ାଇ ଦେଇଛନ୍ତି ।…

ଧୋନୀଙ୍କ ପାଇଁ ଖୁବ ସ୍ପେଶାଲ ହେବ ବାଙ୍ଗାଲୋର ବିପକ୍ଷ ଆଜିର ମ୍ୟାଚ: ଗୋଟିଏ ନୁହେଁ ୩ଟି ରେକର୍ଡ କରିବେ ମାହି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣିଥରେ ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି କ୍ୟାପଟେନ କୁଲ ମାହି । ଚଳିତ ସିଜନରେ ଚେନ୍ନାଇର ଦଶମ ମ୍ୟାଚ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯିବାକୁ ରହିଛି । ତେବେ…

ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଷ୍କର୍ମ କଲେ ଅଧିକାରୀ; ଆଜି ପୀଡ଼ିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ: ଲୋକେ କୌଣସି ବିପତ୍ତିରେ ପଡ଼ିଥିଲେ କିମ୍ବା ତାଙ୍କ ବିରୁଦ୍ଧରେ କିଛି ଅନ୍ୟାୟ ହୋଇଥିବା ଅଭିଯୋଗରେ ପୋଲିସ ପାଖକୁ ନ୍ୟାୟ ପାଇବା ଲାଗି ଆସିଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ…

Repo Rate ବୃଦ୍ଧି କଲା RBI: ବଢ଼ିଯିବ ଆପଣଙ୍କର ଘର ଓ କାରର EMI

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଜନସାଧାରଣ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶବାସୀଙ୍କୁ ଜବରଦରସ୍ତ ଝଟକା…

ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ବଢ଼ିଯାଇଛି । ଜାମିନ ଅବଧି ଆଉ ୭ ଦିନ ବଢ଼ାଇଛନ୍ତି କୋର୍ଟ । ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା ।…

ଭାରତରେ ବର୍ତ୍ତମାନ ୩ ଶହ ଅରବ ଟନରୁ ଅଧିକ କୋଇଲା ଷ୍ଟକ୍ ରହିଛି, ତେବେ ଦେଶରେ ବିଜୁଳି ସଙ୍କଟ ହେଉଛି କାହିଁକି?

ନୂଆଦିଲ୍ଲୀ: ଗତ ୧୭୭୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦେଶରେ ଲଗାତର କୋଇଲାର ଚାହିଦା ବଢ଼ିବାରୁ ଉତ୍ପାଦନ ବୃଦ୍ଧି ପାଇଥିଲା । ୧୯୭୦ ମସିହାରେ ପରେ କୋଇଲା ଖଣିକୁ…

ଗୋଟିଏ ଦିନର କଥା ନୁହେଁ, ସମସ୍ତ ଲାଉଡସ୍ପିକର ନହଟିବା ଯାଏ ଆନ୍ଦୋଳନ ଜାରି ରହିବ: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଲାଉଡସ୍ପିକର ହଟିବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ଜାରି ରହିବ। ବୁଧବାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ…

ନିଜ ଚାକିରିଠୁ ଅଧିକ ଏହି ବିଷୟକୁ ନେଇ ଚିନ୍ତିତ ପରାଗ ଅଗ୍ରଓ୍ଵାଲ, Twitterକୁ ନେଇ କହିଲେ…

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସେ ଟୁଇଟରକୁ କିଣିବା ମାତ୍ରେ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ପଦରୁ ହଟାଇ…

ଆଜି ପୁଣି ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ବୁଲିଅନ୍ ବଜାରରେ ଆଜି ସୁନା-ରୂପା ଦାମ୍ ଶସ୍ତା ହୋଇଛି । ତେବେ ବିବାହ ଋତୁରେ ସୁନା-ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି ।…