Browsing Category

Featured

ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଓଲଟିପଡ଼ିଲା ଅଟୋ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବାଗପତ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଏକ ଚଳନ୍ତା ଅଟୋ ଓଲଟି ପଡ଼ିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ: ଜାଣନ୍ତୁ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ?

ଳଖନଉ: ୨୫ ମାର୍ଚ୍ଚରେ ଯୋଗୀ ଆଦିତ୍ୟନାଥ ଲଖନଉର ଅଟଳ ବିହାର ବାଜପେୟୀ ଏକାନା ଷ୍ଟାଡିୟମରେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା…

ଭଗବତ ଗୀତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ନେଇ ପ୍ରତ୍ୟେକ ରାଜ୍ୟ ସରକାର ବିଚାର କରିବେ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ସ୍କୁଲରେ ଭଗବତ ଗୀତା ପାଠ୍ୟକ୍ରମ ଲାଗୁ ହୋଇପାରେ । ଗୀତା ଆମର ନୈତିକ ଜ୍ଞାନ ବୃଦ୍ଧି କରିବା ସହ ସମାଜ ପ୍ରତି ଦାୟିତ୍ୱବୋଧ ବିଷୟରେ ସଚେତନ କରାଇଥାଏ । ଗୀତା ଜ୍ଞାନ ଦେଶର ପ୍ରତ୍ୟେକ…

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, କ୍ଷୟକ୍ଷତିର ସୂଚନା ନାହିଁ

ନିଆଳି(ଓଡ଼ିଶା ଭାସ୍କର); ବିଳମ୍ବିତ ରାତିରେ ସରପଞ୍ଚଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ରାଜନୈତିକ ଶତ୍ରୁତାରୁ…

କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଗିଫ୍ଟ: ବାର୍ଷିକ ଦରମାକୁ ବୃଦ୍ଧି କରିବେ ସରକାର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଅନେକ ସମୟ ଧରି ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରିବାକୁ ଦାବି କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବଶିଘ୍ର ଭଲ ଖବର ମିଳିପାରେ । କେନ୍ଦ୍ର ସରକାର ନିଜ ର୍କମଚାରୀଙ୍କ ଦରମା ବଢ଼ାଇବାକୁ ଯାଉଛନ୍ତି ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୪୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଯୁଦ୍ଧ ପାଇଁ ୟୁକ୍ରେନର ୬୦ ଲକ୍ଷ ଶିଶୁ ଶିକ୍ଷାରୁ ବଞ୍ଚିତ, ସହାୟତା ପାଇଁ ଆଗକୁ ଆସିଲେ ଟେନିସ ଷ୍ଟାର ଫେଡେରର

ନୂଆଦିଲ୍ଲୀ: ଗତ ମାସ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୨୫ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ଦୁଇ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ୟୁକ୍ରେନର ଲକ୍ଷ…

ବାଗପତରୁ ସାମ୍ନାକୁ ଆସିଲା ଏକ ଅଜବ ମାମଲା: ମଦ ପାର୍ଟିରେ ଲୁଣ ସରିଯିବାରୁ ପୁତୁରାର କାନ କାମୁଡିଲା ଦାଦା

ବାଗପତ: ବାଓଲି ଗାଁର ପଟ୍ଟି ଦେଶୁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏକ ମଦପାର୍ଟି ଲୁଣ ସରିଯିବାକୁ ନେଇ ଦାଦା ଓ ପୁତୁରା ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହୋଇଥିଲା, ଯାହାଫଳରେ ପୁତୁରାର କାନ କାମୁଡି ଛିଣ୍ଡାଇ ଦେଇଛି…

ଖରସ୍ରୋତାରୁ ମିଳିଲା ୬ଷ୍ଠ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖରସ୍ରୋତା ନଦୀରେ ଘଟିଯାଇଥିବା ଅଘଟଣରେ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେବାରେ ଲାଗିଛି । ତେବେ ଆଜି ସକାଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହାଫଳରେ ମୃତକଙ୍କ ସଂଖ୍ୟା ୬ରେ…

(Video) ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗାଡ଼ି ପୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ବାଣୀବିହାରର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତ୍ରିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ…