Browsing Category

Featured

ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍

ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ…

ଠାକୁରଙ୍କ ଚାପଖେଳ ବେଳେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଶରଣକୂଳ ଲଡ଼ୁବାବାଙ୍କ ପୀଠରେ ଘଟିଛି ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଯାଇଛି ଡଙ୍ଗା, ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୭ ଭକ୍ତ ଓ ସେବାୟତ । ସୂଚନା ଅନୁସାରେ, ଚନ୍ଦନଯାତ୍ରା…

ଏମାର ମଠରେ ଆଜି ପୁଣି ଚାଲିଛି GPRS ସର୍ଭେ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠର ଖନନ ସ୍ଥଳରେ ଆଜି ପୁଣି ଚାଲିଛି ଜିପିଆରଏସ ସର୍ଭେ । ରାତିରେ ସର୍ଭେ ଖବର ପ୍ରସାରଣ ପରେ ସକାଳେ ହୋଇଛି ସର୍ଭେ କାମ । ଜିପିଆରଏସରେ ୩ଟି ମେସିନ୍, ୫ ଇଞ୍ଜିନିୟର ଓ ୮ କର୍ମଚାରୀ…

କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ…

ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ…

ପୁରୁଷମାନେ ନିହାତି ସେବନ କରନ୍ତୁ କେସର, ଏହି ସମସ୍ୟାରୁ ମିଳିବ ମୁକ୍ତି

କେସର ବିଷୟରେ ତ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, ସ୍କିନର ସୁନ୍ଦରତାଠାରୁ ଆରମ୍ଭ କରି ଶରୀରର ଅନ୍ୟ ସମସ୍ୟାକୁ ଦୂର କରିବାରେ କେସର ସାହାଯ୍ୟ କରିଥାଏ । ଅନେକ ପ୍ରକାରର ପୋଷକ ତତ୍ତ୍ୱ କେସରରେ ମିଳିଥାଏ,…

ଆପଣ ଅତ୍ୟଧିକ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି ? ଜୀବନ ପ୍ରତି ସାଜିପାରେ ବିପଜ୍ଜନକ

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନଶୈଳୀରେ ଆଜିକାଲି ଅଧିକାଂଶ ଲୋକ ଦାମୀ ଦାମୀ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ଅଧିକ…

ରେପୋରେଟ୍‌ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍‌ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍‌ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ…

ଜ୍ୟେଷ୍ଠ ମାସର ଆଜି ହେଉଛି ଦ୍ୱିତୀୟ ‘ବଡ଼ ମଙ୍ଗଳବାର: ଏହି କାମ କରନ୍ତୁ ନାହିଁ, ଜୀବନ ଉପରେ ଆସିବ ସଙ୍କଟ!

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ସମସ୍ତ ମଙ୍ଗଳବାରର ବଡ଼ ମହତ୍ତ୍ୱ ରହିଛି । ଏହି ମଙ୍ଗଳବାରକୁ ବଡ଼ ମଙ୍ଗଳବାର କୁହାଯାଏ । ବଡ଼ ମଙ୍ଗଳବାର ଦିନ ହନୁମାନ ଜୀଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ୍ । ଏହା କରିବା ଦ୍ୱାରା ଜୀବନର…

ସ୍ନେହଲତା ହତ୍ୟା ଘଟଣାକୁ ବିତିଲା ୭ ବର୍ଷ: ଆଜି ପର୍ଯ୍ୟନ୍ତ କୋର୍ଟରେ ଦାଖଲ ହୋଇନି ଚାର୍ଜସିଟ୍‌ !

ବଲାଙ୍ଗିର, (ଭାସ୍କର ନ୍ୟୁଜ୍‌): ଆଜିକୁ ଠିକ୍‌ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖେଲ ବ୍ଲକ ସର୍ଗି ।ଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣଧର୍ଷଣ ପରେ ହତ୍ୟା କରାଯାଇଥିଲା । ଉକ୍ତ…