Browsing Category

Featured

(Video) ଆପଣ ଘର, ଅଫିସ, ଏଟିଏମ ଆଗରେ ଗାଡ଼ି ରଖୁଛନ୍ତି କି? ସାବଧାନ ହୋଇଯାଆନ୍ତୁ ଗୋଟିଏ ମିନିଟରେ ଗାଡ଼ି ହୋଇଯାଉଛି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ଘର ବାହାରେ, ଅଫିସ ଆଗରେ, ସର୍ବସାଧାରଣ ସ୍ଥାନରେ ନିଜର ଗାଡ଼ି ରଖୁଛନ୍ତି କି? ତେବେ ଏଥିପାଇଁ ସାବଧାନ ହୋଇଯାଆନ୍ତୁ । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଚୋର ଲକ ଭାଙ୍ଗି ଆପଣଙ୍କର ବାଇକ୍…

୫ ବର୍ଷର ନିରୀହ ଭାଣେଜୀକୁ ବଳତ୍କାର: କୋର୍ଟ କହିଲେ- ‘ସମାଜରେ ରହିବାର ଯୋଗ୍ୟତା ନାହିଁ, ଫାଶୀରେ ଝୁଲା’

ଲଖନଉ: ଆଠ ବର୍ଷ ପୂର୍ବେ ସମ୍ପର୍କରେ ୫ ବର୍ଷର ଭାଣେଜୀଙ୍କୁ ବଳତ୍କାର ଓ ପରେ ନିର୍ମମ ହତ୍ୟା କରିବା ମାମଲାରେ ମଙ୍ଗଳବାର ଦିନ ପୋକ୍ସୋ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଫାଶୀଦଣ୍ଡ ଦେଇଛନ୍ତି । ଶିଶୁ ଯୌନ ଅପରାଧ ସଂରକ୍ଷଣ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ପତ୍ତା ମିଳୁନି, ଅପହରଣ ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ହତ୍ୟା, ରାହାଜାନୀ, ଅପହରଣ, ଚୋରି ଆଦି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ରାଜଧାନୀର ରମାଦେବୀ ମହଳା ବିଶ୍ୱବିଦ୍ୟାଳୟର ଦୁଇଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ…

ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ନୂଆଦିଲ୍ଲୀ: ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ୧୨ରୁ ୧୪ ବର୍ଷ ପିଲାଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ତେବେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨-୧୪ ବର୍ଷ ପିଲାଙ୍କ…

ଟଙ୍କା ନ ଦେବାରୁ ବାପା-ମା’ଙ୍କୁ ଟାଙ୍ଗିଆ ଚୋଟ ପକାଇଲା ପୁଅ, ବୃଦ୍ଧ ଦମ୍ପତି ଗୁରୁତର

ଢ଼େଙ୍କାନାଳ, (ଭାସ୍କର ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଓଡାପଡା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ଗ୍ରାମର ହରିଜନ ସାହିରେ ଜନୈକ ବ୍ୟକ୍ତିଙ୍କ ଜବାନ ପୁଅର ଟାଙ୍ଗିଆ ଚୋଟରେ ଶିକାର ହୋଇ ବୃଦ୍ଧ ବାପା,ମାଆ ଗୁରୁତର ହୋଇଥିବାର…

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ସୂଚନା ଅନୁସାରେ, ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବିଏମ୍‌ସି ନିର୍ବାଚନ: ବଢ଼ୁଛି ରାଜନୖେତିକ ହିଂସା, ଗଳି କନ୍ଦିରେ ଜମୁଛି ପ୍ରଚାର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ତାତିରେ ବି ଜମୁଛି ପୌର ନିର୍ବାଚନ ପ୍ରଚାର । ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି କର୍ମୀଙ୍କ ଘୋ ଘା । ପ୍ରାର୍ଥୀଙ୍କ ସହ କର୍ମୀ ଘରକୁ ଘର ବୁଲି…

ଗରିବଙ୍କ ପାଇଁ ଖୁସିଖବର: ହୋଲି ପରେ ବି ୧୫ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

ଲଖନଉ: ଉତ୍ତରପ୍ରନେଶରେ ମାଗଣା ରାସନ ବଣ୍ଟନ ଯୋଜନା ଚଳିତ ମାସରେ ବନ୍ଦ ହେବ ନାହିଁ । ଯୋଗୀ ଆଦିତ୍ୟନାଥ ସରକାର ଗରିବଙ୍କୁ ମାଗଣା ରାସନ ଯୋଗାଇବା ଯୋଜନାକୁ ବିସ୍ତାର କରିବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ…

ରାଶିଫଳ(ବୁଧବାର,୧୬ ମାର୍ଚ୍ଚ,୨୦୨୨)

ମେଷ - ବ୍ୟବସାୟରେ ଲାଭ ହେବ, ଦୁରଯାତ୍ରା ସଫଳ ରହିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ବଭାବ ଭରା ରହିବ, ତେଣୁ ଦିନର ଅଧିକାଂଶ ସମୟ…

ଆଜିଠୁ ବଢ଼ିିବ ତାତି, ହେବ ଅଗ୍ନିବର୍ଷା: ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆଜିଠୁ ରାଜ୍ୟରେ ବଢ଼ିବ ତାତି।  ବିଶେଷ କରି ପଶ୍ଚିମ ଓଡିଶାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୬ ଏବଂ ୧୭ତାରିଖ ଦୁଇଦିନ ଧରି…