
Browsing Category
Featured
ରାଶିଫଳ(ମଙ୍ଗଳବାର,୧୭ ମେ,୨୦୨୨)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ପ୍ରସ୍ତୁତି ଜୋରଦାର, ବାରବାଟୀ ଷ୍ଟାଡିୟମ ପରିଦର୍ଶନ କଲେ କଟକ ଡିସିିପି
କଟକ,(ଭାସ୍କର ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି- ୨୦ ସିରିଜର ଦ୍ୱିତୀୟ ମ୍ୟାଚ । ତେଣୁ ଏହି ମ୍ୟାଚର ସଫଳ ଆୟୋଜନ ନେଇ ଓଡିଶା କ୍ରିକେଟ…
ଆଣ୍ଡାମାନରେ ପ୍ରବଳ ବର୍ଷିଲା ମୌସୁମୀ ବର୍ଷା: ୨୭ରେ କେରଳ, ଜୁନ୍ରେ ୭ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ
ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଠିକ୍ ସମୟରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରି…
ପଞ୍ଜାବ ବିପକ୍ଷରେ ଚାଲିଲା ଦ ଶାର୍ଦ୍ଦୁଳ ଶୋ’: ଠାକୁର ଝଡ ଆଗରେ ତିଷ୍ଠି ପାରିଲାନି ମୟଙ୍କ ସେନା
ମୁମ୍ବାଇ: ପଞ୍ଜାବ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମାର୍ଶଙ୍କ ଧୂଆଁଦାର ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳିଥିଲା ଶାର୍ଦ୍ଦୁଳ ଶୋ’ । ଶାର୍ଦ୍ଦୁଳ…
“ମା’ର ଯତ୍ନ ନେବା ପାଇଁ ଘର ନୁହେଁ, ହୃଦୟ ବଡ ହେବା ଉଚିତ୍ ‘, ଜାଣନ୍ତୁ କେଉଁ ପରିସ୍ଥିତିରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ…
ନୁଆଦିଲ୍ଲୀ: ମା'ର ଯତ୍ନ ପଇଁ ଘର ନୁହେଁ, ହୃଦୟରେ ଜାଗା ଆବଶ୍ୟକ । ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୮୯ ବର୍ଷୀୟ ମା'ଙ୍କ ସମ୍ପତ୍ତି ବିକ୍ରି ରୋକିବା ପାଇଁ ଆଦେଶ ଦେବା ସହ ଏହି ଟିପ୍ପଣି ଦେଇଛନ୍ତି । ବୃଦ୍ଧ…
ଗହମ ରପ୍ତାନି ବନ୍ଦ କରିବା ପାଇଁ ଭାରତର ସମର୍ଥନ କଲା ଚୀନ୍ , କହିଲା ଆମ ଭଳି ଲୋକଙ୍କୁ ଦୋଷ ଦେବା ଭୁଲ୍
ନୁଆଦିଲ୍ଲୀ: ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଗହମର ରପ୍ତାନୀକୁ ବନ୍ଦ କରିଛନ୍ତି । ଭାରତ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପ ବଜାରରେ ଗହମର ଦାମ ବୃଦ୍ଧି ପାଇଥିଲା । କାରଣ…
କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଦାୟର ହେଲା FIR, ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଏଫଆଇଆର ଦାୟର ହୋଇଛି । ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ପରେ ଏସଜିପିସି ପକ୍ଷରୁ ଏହି ଏଫଆଇଆର ଦାୟର ଦର୍ଜ କରାଯାଇଛି । ଭାରତୀଙ୍କ ବିରୋଧରେ ଏସଜିପିସି ପକ୍ଷରୁ ଥାନେ…
ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଆକାଡେମୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ…
ଶେଷ ହେଲାଣୀ ବୈଦେଶିକ ମୁଦ୍ରା ଭଣ୍ଡାର, ଜରୁରୀ ସାମଗ୍ରୀ କିଣିବାକୁ ଅସମର୍ଥ
ନୁଆଦିଲ୍ଲୀ: ପଡ଼ୋଶୀ ଶ୍ରଲଙ୍କା ଏବେ ବଡ଼ ଭୟଙ୍କର ସ୍ଥିତି ଆଡ଼କୁ ଗତି କଲାଣି । ନିକଟରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ରାନିଲ ବିକ୍ରମସିଙ୍ଗେ କହିଛନ୍ତି ଯେ, ଦେଶରେ ଆଉ ଗୋଟିଏ ଦିନର ପେଟ୍ରୋଲ ବାକି ରହିଛି । ଏହା…
ବିଶ୍ୱର ଟପ୍-୧୦ ଆର୍ମି ପାୱାର ଦେଶ: ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି
୧- ଆମେରିକା ପାଖରେ ବିଶ୍ୱର ସବୁଠାରୁ ପାୱାରଫୁଲ ଆର୍ମି ଶକ୍ତି ରହିଛି । ଆମେରିକା ପାଖରେ ୧୨.୫୨ ଲକ୍ଷରୁ ଅଧିକ ସୈନ୍ୟ, ୪୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟସ, ୬୧୦୦ ଟ୍ୟାଙ୍କ, ୪୦ ହଜାର ବାହନ, ୧୫୦୦ ସେଲ୍ଫ ପ୍ରୋପେଲ୍ଡ…