Browsing Category
Featured
ଆକ୍ସନ ମୋଡରେ ବିସିସିଆଇ: ଋିଦ୍ଧିମାନ ଶାହାଙ୍କୁ ଧମକ ଦେଇଥିବା ସାମ୍ବାଦିକ ଦୁଇ ବର୍ଷ ପାଇଁ ନିଲମ୍ବିତ
ମୁମ୍ବାଇ: ଭାରତୀୟ କ୍ରିକେଟର ଋିଦ୍ଧିମାନ ସାହାଙ୍କୁ ଟେଷ୍ଟ ଟିମ୍ ରୁ ବାହାର କରିବା ପରେ ତାଙ୍କୁ ଭୟଭୀତ କରିବା ଓ ଧମକ ଦେବାକୁ ଚେଷ୍ଟା କରୁଥିବା କ୍ରୀଡ଼ା ସାମ୍ବାଦିକଙ୍କ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ ଲଗାଇଛି। ଦୁଇ…
ରିଦ୍ଧିମାନ ସାହାଙ୍କୁ ଧମକ ଦେବା ପଡିଗଲା ମହଙ୍ଗା: ସାମ୍ବାଦିକଙ୍କ ଉପରେ ୨ ବର୍ଷ ପାଇଁ ବ୍ୟାନ ଲଗାଇଲା ବିସିସିଆଇ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହାଙ୍କୁ ଧମକ ଦେଇ ଫସିଗଲେ ସାମ୍ବାଦିକ । ବିସିସିଆଇ ଏହି ସାମ୍ବାଦିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ବର୍ଷ ପାଇଁ ତାଙ୍କୁ…
ପଢିବା ପାଇଁ ଯାଆନ୍ତୁନି ପାକିସ୍ତାନ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ
ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ନେସନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କାଉନ୍ସିଲ ଅଫ ଇଣ୍ଡିଆ ଜାରି କରିଛନ୍ତି ନୂଆ ଗାଇଡଲାଇନ । ପାଠ ପଢିବା ପାଇଁ ପାକିସ୍ତାନ ଯିବାକୁ ଏକପ୍ରକାର ବାରଣ…
୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲା ଦୋକାନୀ, କିଛି ଘଣ୍ଟା ପରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତର ଘର ଭାଙ୍ଗିଦେଲା ପୋଲିସ
ମଧ୍ୟପ୍ରଦେଶ: ୬ବର୍ଷର ନାବାଳିକାଙ୍କ ସହିତ ଜଣେ ଦୋକାନୀ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏହା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ମଡ଼ାଇ ଦେଇଛନ୍ତି ।…
ଧୋନୀଙ୍କ ପାଇଁ ଖୁବ ସ୍ପେଶାଲ ହେବ ବାଙ୍ଗାଲୋର ବିପକ୍ଷ ଆଜିର ମ୍ୟାଚ: ଗୋଟିଏ ନୁହେଁ ୩ଟି ରେକର୍ଡ କରିବେ ମାହି
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣିଥରେ ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି କ୍ୟାପଟେନ କୁଲ ମାହି । ଚଳିତ ସିଜନରେ ଚେନ୍ନାଇର ଦଶମ ମ୍ୟାଚ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯିବାକୁ ରହିଛି । ତେବେ…
ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଷ୍କର୍ମ କଲେ ଅଧିକାରୀ; ଆଜି ପୀଡ଼ିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶ: ଲୋକେ କୌଣସି ବିପତ୍ତିରେ ପଡ଼ିଥିଲେ କିମ୍ବା ତାଙ୍କ ବିରୁଦ୍ଧରେ କିଛି ଅନ୍ୟାୟ ହୋଇଥିବା ଅଭିଯୋଗରେ ପୋଲିସ ପାଖକୁ ନ୍ୟାୟ ପାଇବା ଲାଗି ଆସିଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ…
Repo Rate ବୃଦ୍ଧି କଲା RBI: ବଢ଼ିଯିବ ଆପଣଙ୍କର ଘର ଓ କାରର EMI
ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଜନସାଧାରଣ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶବାସୀଙ୍କୁ ଜବରଦରସ୍ତ ଝଟକା…
ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଅବଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ବଢ଼ିଯାଇଛି । ଜାମିନ ଅବଧି ଆଉ ୭ ଦିନ ବଢ଼ାଇଛନ୍ତି କୋର୍ଟ । ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା ।…
ଭାରତରେ ବର୍ତ୍ତମାନ ୩ ଶହ ଅରବ ଟନରୁ ଅଧିକ କୋଇଲା ଷ୍ଟକ୍ ରହିଛି, ତେବେ ଦେଶରେ ବିଜୁଳି ସଙ୍କଟ ହେଉଛି କାହିଁକି?
ନୂଆଦିଲ୍ଲୀ: ଗତ ୧୭୭୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦେଶରେ ଲଗାତର କୋଇଲାର ଚାହିଦା ବଢ଼ିବାରୁ ଉତ୍ପାଦନ ବୃଦ୍ଧି ପାଇଥିଲା । ୧୯୭୦ ମସିହାରେ ପରେ କୋଇଲା ଖଣିକୁ…
ଗୋଟିଏ ଦିନର କଥା ନୁହେଁ, ସମସ୍ତ ଲାଉଡସ୍ପିକର ନହଟିବା ଯାଏ ଆନ୍ଦୋଳନ ଜାରି ରହିବ: ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଲାଉଡସ୍ପିକର ହଟିବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ଜାରି ରହିବ। ବୁଧବାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ…