
Browsing Category
Featured
ଆଗକୁ BJP-AAP ଏକାଠି ଲଢ଼ିବେ, ବଦଳିଯିବ ରାଜନୈତିକ ସମୀକରଣ: ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ଖବର ସର୍ବାଧିକ ଚର୍ଚ୍ଚା ହେଉଛି । ବିଜେପି ଓ ଆମ ଆଦମୀ ପାର୍ଟି (ଏଏପି) ଏକାଠି ହେବା ନେଇ ଶୁଣାଯାଉଛି । ଏହି କଥା ଯେ କେହି ଶୁଣିବା ପରେ ଆଶ୍ଚର୍ଯ୍ୟ…
ପେନସନଭୋଗୀଙ୍କ ପାଇଁ ଖୁସିଖବର; ବଢ଼ିଲା ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଡେଡଲାଇନ୍, ଜାଣନ୍ତୁ କେତେ ଶେଷ ତାରିଖ କେବେ
ନୂଆଦିଲ୍ଲୀ: ପେନସନଭୋଗୀମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ସରକାର ପେନସନଭୋଗୀଙ୍କ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଅବଧିକୁ ବଢ଼ାଇ ଦେଇଛନ୍ତି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି…
ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ‘ଜୱାଦ’: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବାସୀ ଘରୁ ବାହାରି ପାରୁ ନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା,…
ମହାଠକ ଚନ୍ଦ୍ରଶେଖରକୁ ନେଇ ବଡ଼ ଖୁଲାସା; ଜାକଲିନଙ୍କୁ ଗିଫ୍ଟ କରିଥିଲେ ୫୨ ଲକ୍ଷର ଘୋଡା ଓ ୯ଲକ୍ଷ ଟଙ୍କାର ବିଲେଇ
ନୂଆଦିଲ୍ଲୀ: ତିହାଡ ଜେଲରେ ବସି ୨୦୦ କୋଟି ଟଙ୍କା ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟରେ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ କରାଯାଇଛି । ଶନିବାର ଦିନ…
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ରୋସେୟାଙ୍କ ପରଲୋକ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ କେ.ରୋସେୟା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନରୁ ସେ ଅସୁସ୍ଥ…
୨୧ ହଜାର କିଲୋରୁ ଅଧିକ ଗୋମାଂସ ଜବତ, ଦୁଇ ଗିରଫ
ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ପାଳଘରର କାସା ଅଞ୍ଚଳରୁ ୨୧ହଜାର ୧୮ କିଲୋର ଗୋମାଂସ ଜବତ କରିଛି । ଏହା ସହିତ ତାମିଲନାଡ଼ୁର ଦୁଇ ଗଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇଜଣ ଗୋମାଂସକୁ ଏକ ଟ୍ରକ୍ ଯୋଗେ ତାମିଲନାଡ଼ୁରୁ…
ଆହୁରି ଛେଚିବ: ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ମଧ୍ୟାହ୍ନରେ ପୁରୀରେ ପହଞ୍ଚିବ ‘ଜୱାଦ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ଏବେ ଦୁର୍ବଳ ହୋଇଯାଇଛି ସତ କିନ୍ତୁ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗଭୀର ଅବପାତ ପରେ ଏବେ ଉତ୍ତର-ଉତ୍ତରପୂର୍ବ ଦିଗମୁହାଁ ହୋଇଛି ବାତ୍ୟା ।…
ଓମିକ୍ରନ୍ ଆଣିବ ଭାରତରେ ତୃତୀୟ ଲହର! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ
ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ୍ ଓମିକ୍ରନ୍ ପ୍ରଭାବ ଦେଖାଇବା ଆରମ୍ଭ କରିଛି । ୨୪ ନଭେମ୍ବରରେ ଓମିକ୍ରନ୍ ର ପ୍ରଥମ ମାମଲା ଚିହ୍ନଟ ହେବା ପରଠାରୁ, ଏହି ନୂତନ ପ୍ରଜାତି ୩୮ଟି ଦେଶକୁ ବ୍ୟାପିଗଲାଣି ।…
ମଝି ଆକାଶରେ ଉଡ଼ିଗଲା ଯାତ୍ରୀଙ୍କ ପ୍ରାଣବାୟୁ, ମେଡିକାଲ ଏମରଜେନ୍ସିରେ ପୁଣି ଦିଲ୍ଲୀ ଫେରିଆସିଲା ବିମାନ
ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ପ୍ରାଣବାୟୁ । ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ଘଟିଛି ମୃତ୍ୟୁ । ସେ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିଲେ । ତେବେ ବାଟରେ ତାଙ୍କର…
କଣାସରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ମନରେ କୋକୁଆ ଭୟ
କଣାସ (ଭାସ୍କର ନ୍ୟୁଜ୍): କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ ବାଘକୁ ଦେଖିଥିଲେ । ଯୁବକମାନେ ବାଘକୁ ଦେଖିବାପରେ ଗ୍ରାମକୁ ଯାଇ…