fbpx
Browsing Category

Featured

ବେସରକାରୀ ହସ୍ପିଟାଲ ଗୁଡ଼ିକ ପାଇଁ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ମୂଲ୍ୟ ସମ୍ପର୍କରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ,…

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଚାପୁଡ଼ା ମାରିଲେ ଯୁବକ

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ଫ୍ରାନ୍ସର ଡ୍ରୋମ ଅଞ୍ଚଳର ଲୋକଙ୍କ ସହ ପଦଯାତ୍ରା ସମୟରେ…

କରୋନା କାଳରେ ଶିଶୁଙ୍କ ସୁରକ୍ଷାକୁ ନେଇ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଜାରି ରହିଛି । ଏହାରି ମଧ୍ୟରେ କୋଭିଡ ମୁକାବିଲା ନେଇ ଭିଡିଓ କନଫରେନ୍‌ସିଂ ଯୋଗେ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଶୁଙ୍କ…

ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୈଷ୍ଣୋ ଦେବୀ ବୋର୍ଡର କ୍ୟାସ କାଉଣ୍ଟର ନିକଟରେ ଏହି ହୋଇଛି। ଏହି ଅଗ୍ନିକାଣ୍ଡରେ କୌଣସି…

ଗଞ୍ଜାମ ପୁଅ ଅରୁଣ ତିଆରି କଲେ କାଠର ପୁସ୍ତକରେ ଖୋଦିତ ହନୁମାନ ଚାଳିଶା, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ ଉପହାର

ଗଞ୍ଜାମ (ଓଡ଼ିଶା ଭାସ୍କର) : ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି।  ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି । ତାହାକୁ ପ୍ରସ୍ତୁତ କରିଛନ୍ତି…

ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ…

ନୂଆଦିଲ୍ଲୀ : କର ପୈଠରେ କରଦାତାଙ୍କୁ ଆହୁରି ଉନ୍ନତମାନର ସୁବିଧା ଦେବା ପାଇଁ ଆୟକର ବିଭାଗର ନୂତନ ଇନକମ ଟ୍ୟାକ୍ସ ଇ-ଫାଇଲିଂ ପୋର୍ଟାଲ ସୋମବାର ରାତିରେ ଲଞ୍ଚ ହୋଇଥିଲା। ଏହା ପୂର୍ବ ପୋର୍ଟାଲ ଅପେକ୍ଷା ଟ୍ୟାକ୍ସ…

କରୋନାରୁ ସୁସ୍ଥ ହେବା ପରେ ଶୁଙ୍ଘିବା ଶକ୍ତି ବଢାଇବାକୁ କରନ୍ତୁ ଏହି ଉପାୟ…

କରୋନା ମହାମାରୀର ପ୍ରମୁଖ ଲକ୍ଷଣ ହେଉଛି ଗନ୍ଧ ଏବଂ ସ୍ୱାଦ ଶକ୍ତି ହରାଇବା । ଗନ୍ଧ କିମ୍ବା ସ୍ୱାଦ ହରାଇବା ଚିନ୍ତାଜନକ ହୋଇପାରେ ଓ ଏହି ଲକ୍ଷଣ ସୁସ୍ଥ ହେବା ପରେ ବି ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ କରୋନାରୁ…

ସହକର୍ମୀଙ୍କ ଦୁଃଖ ବୁଝିଲେ, ବାଣ୍ଟିଲେ ରନ୍ଧା ଖାଦ୍ୟ

କଟକ(ଓଡ଼ିଶା ଭାସ୍କର): ସବୁଠି କରୋନାର ଭୟ । କରୋନାକୁ ନେଇ ଚିନ୍ତା । ସେଥିଲାଗି ନାହିଁନଥିବା ହଟହଟା । କଡ଼ା କଟକଣା ଓ ଲକଡାଉନ୍ ଯୋଗୁ ଅନେକ ଲୋକ କାମଧନ୍ଦା ନପାଇ ଭୋକ ଉପାସରେ ରହୁଛନ୍ତି । ଏଭଳି ସଂକଟ ସ୍ଥିତିରେ ନିଜ…

ଖୁସି ଖବର: ଓଡ଼ିଶାରୁ ଆଜି ୮,୮୩୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୮୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…

ହରର୍ ଫ୍ଲାଟରୁ ଉଦ୍ଧାର ହେଲେ ୭ ପିଲା, ଫେରିବା ପରେ ଏମିତି ଥିଲା ସେମାନଙ୍କ ଅବସ୍ଥା

ବ୍ରାଜିଲ୍: ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ଅନେକ ହରର୍ ବା ଭୟଙ୍କର ସ୍ଥାନ ରହିଛି । ଯେଉଁଠି ଭୁତ ରହିଥିବା ବିଶ୍ୱାସ କରାଯାଏ । ତେଣୁ ସେଠାକୁ ଯିବାକୁ କେହି ସହଜରେ ରାଜି ହୁଅନ୍ତି ନାହିଁ । ଆଉ ଯଦି ଭୁତ ସତରେ ଅଛି…