fbpx
Browsing Category

Featured

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୪୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୪୩ ହଜାର ୬୮୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୦ ଲକ୍ଷ ୩୯…

କରୋନା ସଂକ୍ରମିତ ଶବଠୁ ଲୁଟ୍‌ : ସୁନାଚେନ ଓ ମୋବାଇଲ ଫୋନ ଜବତ, କୋଭିଡ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର (ଓଡ଼ିଶା ଭାସ୍କର): କେନ୍ଦୁଝର କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ବିଗତ ଦିନରେ ଅନେକ ଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା।…

ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ, ବଡ଼ ଦୁର୍ଘଟଣାରୁ ଅକ୍ପକେ ବର୍ତ୍ତିଗଲା ଟ୍ରେନ୍

କେନ୍ଦୁଝରେ (ଓଡ଼ିଶା ଭାସ୍କର) :  କେନ୍ଦୁଝର ଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହେବା ଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି । ରବିବାର ଦିନ ପ୍ରାୟ ୧୨.୩୦ ମି. ସମୟରେ ନୟାଗଡ଼ ସାଇଡିଂ…

ଡ୍ୟୁଟି ସମୟରେ ଟ୍ରକ୍ ଧକ୍କାରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ, ଅନ୍ତିମ ସଂସ୍କାର ପୂର୍ବରୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,(ଓଡ଼ିଶା ଭାସ୍କକ): ଡ୍ୟୁଟି ସମୟରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ। ଟ୍ରାଫିକ୍ ପୋଷ୍ଟରେ ନକଟରେ ଧକ୍କା ଦେଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ତମାଣ୍ଡୋ ଥାନା ଗୋହିରିଆ ଛକରେ ଘଟିଛି। ସୂଚନା…

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌: ଆଜି ଓ କାଲି ବାତ୍ୟା ପ୍ରଭାବିତ ୪ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରି ୫୦୦କୋଟି ଟଙ୍କା…

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ କରୋନା ପଜିଟିଭ, ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ…

ରାଶିଫଳ (ସୋମବାର ,୦୭ ଜୁନ ,୨୦୨୧)

ମେଷ - ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ - ଆଜି ଆପଣଙ୍କ ମନ…

ରାଜ୍ୟପାଳ ଧନକଡଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ, କହିଲେ- ଅଙ୍କଲ ଜୀ ରାଜଭବନକୁ ଥଇଥାନ କେନ୍ଦ୍ର କରି ଦେଲେ  

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। କେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ କଳି ହେଉଛି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ…

ଅଡୁଆ ବଢୁଥିବା ଦେଖି ବଦଳିଲା ମେହୁଲ ଚୋକସିଙ୍କ ସ୍ଵର, କହିଲେ- ପଳାୟନ କରିନି, ଏହି କାରଣରୁ ଦେଶ ଛାଡିଛି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ନିଜର ଅଡୁଆ ବଢୁଥିବା ଦେଖି ସ୍ଵର ବଦଳାଇଛନ୍ତି। ପିଏନବିରୁ ହଜାର ହଜାର କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇଥିବା…

ନଭେମ୍ବର-ଡିସେମ୍ବରକୁ ଆସିବ କରୋନାର ଆଉ ଏକ ତରଙ୍ଗ! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ କଲବଲ ହୋଇଗଲାଣି । ଦ୍ୱିତୀୟ ତରଙ୍ଗରେ ଅନେକ ଜୀବନ ନେବା ସହ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଲାଣି । ତେବେ ଗତ କିଛିଦିନ ଧରି ଦେଶରେ ନୂଆ ସଂକ୍ରମଣ ସଂଖ୍ୟା…