fbpx
Browsing Category

Featured

କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି ଜେଲରେ, ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଓଡିଶାର ଜେଲ୍ ମାନଙ୍କର କଏଦୀ ସଂଖ୍ୟା ବଢ଼ିଚାଲିଛି । ସବୁ ଜେଲ୍ ରେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ କଏଦୀ ରହିଛନ୍ତି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହଯାଉଥିବା ବେଳେ…

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ସହ ପ୍ରଭାବିତ ହୋଇଛନ୍ତି ବୁଲା ପଶୁଜନ୍ତୁ । ତେବେ ଏହି…

ସ୍ୱନାମଧନ୍ୟ ଶିକ୍ଷାବିତ୍ ଡ. ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଛି । କରୋନା ପରବର୍ତ୍ତୀ ଜଟିଳତାରେ ସେ ଆକ୍ରାନ୍ତ ଥିଲେ । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ପ୍ରାଣ…

ମସଜିଦରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ମସଜିଦରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ଜଣେ ୪୮ ବର୍ଷୀୟ ଧର୍ମଗୁରୁ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି ।…

ଜୁନ ୨ ସୁଦ୍ଧା ୬୨୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଜୁନ ୨ ସୁଦ୍ଧା ଦେଶରେ ୬୨୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା ସଂକ୍ରମଣ: ILS ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ…

ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ, ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ ବିଶ୍ୱ ସ୍ତରରେ କରାଯାଇଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେଲଟା ରଖାଯାଇଛି । ମେ' ୧୨ ତାରିଖରେ ଭାରତୀୟ ଭାରିଆଣ୍ଟ ବି.୧.୬୧୭କୁ ଠାବ…

ବିଗ୍-ବି ସେଆର୍ କଲେ ପତ୍ନୀ ଜୟାଙ୍କ ସହ ବିବାହ ବେଳର ଫଟୋ, ଫ୍ୟାନ୍ ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳଚ୍ଚିତ୍ର ଜଗତର ବେତାଜ୍ ବାଦଶାହ ଓ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ପରିଚୟ ଦେବା ଆବଶ୍ୟକ ପଡ଼େନା । ଏହି ମହାନ ଅଭିନେତା ଆଜି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।…

ନୀତି ଆୟୋଗର SDG ରିପୋର୍ଟ: ଟପରେ କେରଳ, ୧୯ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର । ୨୮ଟି ରାଜ୍ୟର ତାଲିକାରେ ପ୍ରଥମ ସ୍ଥାନରେ…

ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍‌, ବଢିବ ମୁସଲିମ୍ ଦେଶର ମୁସ୍କିଲ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି ।…