Browsing Category
Featured
ଅଫ୍ଲାଇନ୍ରେ ହେବ ସିବିଏସ୍ଇ-ସିଆଇଏସ୍ସିଇ ପରୀକ୍ଷା, ହାଇବ୍ରିଡ୍ ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଆବେଦନକୁ ସୁପ୍ରିମ୍କୋର୍ଟ କଲେ…
ନୂଆଦିଲ୍ଲୀ: ଅଫ୍ଲାଇନ୍ରେ ହେବ ସିବିଏସ୍ଇ ଓ ସିଆଇଏସ୍ସିଇ ପରୀକ୍ଷା । ଅଫ୍ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍ଇ ଓ ସିଆଇଏସ୍ସିଇକୁ ଆଦେଶ ଦେବା ପାଇଁ…
ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଟିକାକେନ୍ଦ୍ରକୁ ପଠାନ୍ତୁ, ସରକାରଙ୍କ ପକ୍ଷରୁ ପୁରସ୍କାର ପାଆନ୍ତୁ, ଜାଣନ୍ତୁ ନୂଆ ଯୋଜନା ବିଷୟରେ
ନୂଆଦିଲ୍ଲୀ: ଏଣିକି କୋଭିଡ୍ ଟିକାକରଣ ପାଇଁ ଆପଣମାନଙ୍କୁ ପୁରସ୍କାର ମିଳିବ । କୋୱିନ ଆପ ମାଧ୍ୟମରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ଲଗାଇବାରେ ସହାୟତା କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ।…
୫୮୦ ବର୍ଷ ପରେ ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ଆଜି, ଜାଣନ୍ତୁ କେଉଁ ରାଶିର ଲୋକଙ୍କ ହେବ ଲାଭ ଓ କ୍ଷତି…
ନୂଆଦିଲ୍ଲୀ: ନଭେମ୍ବର ୧୯ ଶୁକ୍ରବାର ଦିନ ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ । ଏହା ହେଉଛି ବର୍ଷର ଶେଷ ଏବଂ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଦ୍ୱିପହର୧୨:୪୮ ରେ ଆରମ୍ଭ ହୋଇ ସନ୍ଧ୍ୟା ୪:୧୭…
ଧର୍ମ ପରିବର୍ତ୍ତନ କରି ବିବାହ କରୁଥିଲେ ରେଜିଷ୍ଟ୍ରେସନ ରୋକିପାରିବେ ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ: ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ବିପରୀତ ଧର୍ମର ଲୋକଙ୍କ ବିବାହ ଉପରେ ଏକ ବଡ ରାୟ ଶୁଣାଇଛନ୍ତି । ଅଦାଲତ ଏହା ସ୍ପଷ୍ଟ କରିଛନ୍ତି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ନିଜ ପସନ୍ଦର ଜୀବନ ସାଥୀ ବାଛିବା…
ଆଜି ଦ୍ୱିତୀୟ ଟି-୨୦: ରାଞ୍ଚିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ, ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ
ରାଞ୍ଚି(ଝାଡଖଣ୍ଡ): ବୁଧବାର ଦିନ ରାଜସ୍ଥାନର ଜୟପୁର ସ୍ଥିତ ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ…
୨୬ରୁ ନବମ ଶ୍ରେଣୀର ‘ସମିଟିଭ୍ ଆସେସମେଣ୍ଟ-୧’ ପରୀକ୍ଷା, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ଗାଇଡ଼ଲାଇନ୍ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର…
ରାଶିଫଳ(ଶୁକ୍ରବାର,୧୯ ନଭେମ୍ବର,୨୦୨୧)
ମେଷ - ଆଜି ନିଶ୍ବାସ ପ୍ରସ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ, ମୁଣ୍ଡ ଅଯଥା ବିନ୍ଧାହେବ, ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ, ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ…
ସଚିନ୍ ଓ ଦ୍ରାବିଡଙ୍କ ନାମ ଆଧାରରେ ରହିଛି ଏହି ଖେଳାଳିଙ୍କ ନାମ: ଖେଳି ସାରିଛନ୍ତି ଦୁଇଟି ବିଶ୍ୱକପ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଦଳର ୨୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳି ରାଚିନ୍ ରବୀନ୍ଦ୍ରଙ୍କୁ ନେଇ ବେଶ୍ ଚର୍ଚ୍ଚା । ରବୀନ୍ଦ୍ର ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ଏହି ଭାରତୀୟ…
ଆନ୍ତର୍ଜାତୀୟ ପୁରୁଷ ଦିବସରେ ପୁରୁଷଙ୍କ ନୀରବ ପ୍ରଶ୍ନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ପାଳିତ ହେବ ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୧ ଏବଂ ବିଶ୍ୱ ପାଇଖାନା ଦିବସ । ପୁରୁଷ ହୃଦୟର ଅନେକ ଅସମାହିତ ପ୍ରଶ୍ନକୁ ନିଜର ଚିତ୍ରକଳାରେ ଜୀବନ୍ତ କରିବାକୁ ଚେଷ୍ଟା…
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଗୁରୁବାର ଅରୁଣାଞ୍ଚଳ ପ୍ରଦେଶରେ କ୍ରାସ ଲ୍ୟାଣ୍ଡି କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଏମଆଇ-୧୭ ହେଲିକପ୍ଟର । ହେଲିକପ୍ଟରରେ ପାଇଲଟ…