fbpx
Browsing Category

Featured

ଆସୁଛି ବାତ୍ୟା ‘ୟଶ୍’, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଆସନ୍ତା ୨୨ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ। ତେବେ ବାତ୍ୟା ଉତ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏହା ଗତି…

ଅକ୍ସିଜେନ୍ ପରିବହନ କରୁଥିବା ଗାଡ଼ିକୁ ଛାଡ଼ ହେବ ଟୋଲ୍ ଟାକ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ଶା ସରକାର ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡ଼ିଗୁଡ଼ିକ ପାଇଁ ଟୋଲ ଟ୍ୟାକ୍ସ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ…

ଜମ୍ମୁ-କଶ୍ମୀରରେ ଭୂ-କମ୍ପ, ଲୋକେ ଘରୁ ଦୌଡ଼ିଲେ

ଶ୍ରୀନଗର: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାକୁ ବହୁଗୁଣ କରିପକାଉଛି । କେଉଁଠି ଝଡ଼ବାତ୍ୟା ତ ଆଉ କେଉଁଠି ହିମସ୍ଖଳନ ଓ ଭୂ-କମ୍ପ । ଏଭଳି ଗୋଟିଏ ପରେ ଗୋଟିଏ…

ସ୍ୱାଭିମାନ ଅଞ୍ଚଳରେ ଡଙ୍ଗାବୁଡ଼ି ୩ ନିଖୋଜ

ମାଲକାନଗିରି(ଓଡ଼ିଶା ଭାସ୍କର): ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଛନ୍ତି । ଏକ ୮ ମାସର ଶିଶୁ ଓ ଜଣେ ମା’ଙ୍କ ସମେତ ଆଉଜଣଙ୍କ ପତ୍ତା ମିଳୁନି । ସବିଶେଷ ସୂଚନା ଅନୁସାରେ ଓରପଦା ଘାଟରୁ…

ବଢ଼ିବ ମମତାଙ୍କ ମୁସ୍କିଲ ! ହାଇକୋର୍ଟରେ ଯାଚିକା ଦାଖଲା କଲା ସିବିଆଇ

କୋଲକାତା: ନାରଦା କେସ ପ୍ରତିଦିନ ନୂତନ ମୋଡ ନେବାରେ ଲାଗିଛି । ଏହି କେସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିବିଆଇ କଲିକତା…

ମୋଦୀ ପରଖିଲେ ‘ତାଉକ୍ତେ’ ପରର ପରିସ୍ଥିତି

ଭାବନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଜରାଟ ଏବଂ ଡିୟୁ ଗସ୍ତ କରିଛନ୍ତି । ଆରବ ସାଗରରୁ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉକ୍ତେ’ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମେତ ବାତ୍ୟା ପରର ପରିସ୍ଥିତି ସମୀକ୍ଷା…

ପତି କିଏ ଅସ୍ପଷ୍ଟ! ୫୦ ବର୍ଷ ବୟସରେ ମାଆ ହେଲେ ବ୍ରିଟିଶ ମଡେଲ

ୱାଶିଂଟନ, ୧୯ା୫: ମହିଳାଙ୍କର ସ୍ୱାମୀ କିଏ ତାହା ଅସ୍ପଷ୍ଟ । ତଥାପି ୫୦ ବର୍ଷ ବୟସରେ ମହିଳା ଜଣକ ମାତୃତ୍ୱର ଅଧିକାରୀଣୀ ହୋଇଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ସତ । ବ୍ରିଟିଶ ମଡେଲ ନାଓମି କ୍ୟାମ୍ପବେଲ୍ ନିଜର…

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ଡ୍ରେସ୍, କପଡ଼ାରେ ଲେଖାହୋଇଥାଏ, ‘ମୁଁ ମରିବାକୁ ଚାହୁଁଛି…’

ନୂଆଦିଲ୍ଲା( ଓଡ଼ିଶା ଭାସ୍କର): ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ କରୁଛି । ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି । ଏପରିକି ଆଖି ତଳେ…

ଓଡ଼ିଶାରୁ ଟଳିନି ବାତ୍ୟା ଭୟ, ଘନଉଛି ଏକ ଝଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ କଲବଲ ହେଉଥିବାବେଳେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି । ଆରବ ସାଗରରୁ ବାତ୍ୟା ତଉକ୍ତେ ଭୀଷଣ ରୂପ ନେଇ ଗୁଜରାଟ ଓ ମହାରାଷ୍ଟ୍ରର ସ୍ଥିତି…

ପୁରୀ ପୋଲିସର ବର୍ବରତା, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ(ଓଡ଼ିଶା ଭାସ୍କର): ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ୍ ଅଛି! କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଖାକି ପୋଷାକରେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରୁଛି ପୋଲିସ୍ । ଏଭଳି ବାରମ୍ବାର ଘଟୁଛି । ଯେତେ…